ଖୁସି ଖବର: କରୋନାକୁ ଧ୍ୱଂସ କରିବ ଏହି ସୂକ୍ଷ୍ମ ଜୀବ, ବୈଜ୍ଞାନିକ କଲେ ସ୍ପଷ୍ଟ

ମାଡ୍ରିଡ୍‌,୨୪ା୯: କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପଡ଼ିଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ପ୍ରାଣଘାତକ ଭାବେ ଉଭା ହୋଇଛି। ଏହି ଭାରଇସ୍‌ କେବେ ଧ୍ୱଂସ ପାଇବ ସେନେଇ ଲୋକେ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଏହି ଭାଇରସ୍‌କୁ ଅନ୍ୟ କୌଣସି ଜୀବ ଖାଆନ୍ତି ନାହିଁ। ମାତ୍ର ବୈଜ୍ଞାନିକମାନେ ସମୁଦ୍ର ମଧ୍ୟରୁ ଏମିତି ଏକ ସୂକ୍ଷ୍ମ ଜୀବର ସନ୍ଧାନ ପାଇଛନ୍ତି, ଯାହା ଯେକୌଣସି ପ୍ରକାର ଭାଇରସ୍‌କୁ ଖାଇ ଧ୍ୱଂସ କରିଦେବ। ଏହା ବିଶ୍ୱର ପ୍ରଥମ ଜୀବ। ବୈଜ୍ଞନିକମାନେ ଅନେକ ଯାଞ୍ଚ କରିବା ପରେ ଏହି କଥା ସ୍ପଷ୍ଟ କରିଛନ୍ତି।
ଏହି ସୂକ୍ଷ୍ମ ଜୀବ ସ୍ପେନ୍‌ର କାଟାଲୋନିୟା ନିକଟରୁ ମିଳିଛି। ଏହା ଉପରେ ବୈଜ୍ଞାନିକମାନେ ଆହୁରି ଗବେଷଣା ଜାରି ରଖିଛନ୍ତି। ଏଥିରୁ ଦୁଇ ପ୍ରକାର ସମୂହ ବାହାରିଛି। ଯାହାକୁ ଚାନୋଜାନ୍‌ସ ଏବଂ ପିକୋଜାନ୍ସ କୁହାଯାଉଛି। କାରଣ ଏମାନଙ୍କ ଡିଏନ୍‌ଏରେ ସାଧାରଣ ପାର୍ଥକ୍ୟ ରହିଛି।


ବିଗ୍ଲୋ ଲାବୋରେଟୋରୀ ଫର୍‌ ଓସେନ୍‌ ସାଇନ୍ସର ଗବେଷକ ଜୁଲିଆ ବ୍ରାଉନ୍‌ କହିଛନ୍ତି ଯେ, ଏହି ଭାଇରସ୍‌ମାନଙ୍କର ଅନ୍ୟ କୌଣସି ପ୍ରାଣୀଙ୍କ ଡିଏନ୍‌ଏ ସହ ମେଳ ଖାଉନାହିଁ। ଜୀବାଣୁ ଯାହା ମଣିଷ, ପଶୁପକ୍ଷୀ ଏବଂ ଉଦ୍ଭିଦକୁ ଧ୍ୱଂସ କରିଦିଏ। ବର୍ତ୍ତମାନ ସେମାନେ ଏହିପରି ଏକ ଜୀବ ପାଇଛନ୍ତି ଯାହା କରୋନା ଭାଇରସ୍‌କୁ ଖାଇ ଶେଷ କରିଦେବ।


ଜୁଲିଆ ବ୍ରାଉନ୍‌ ଗଲ୍ଫ ଅଫ୍‌ ମ୍ୟାନର ୧୭୦୦ ପ୍ରୋଟିଷ୍ଟସ୍‌ ଉପରେ ଅଧ୍ୟୟନ କରିଥିଲେ। ଏଥିରୁ ୧୦ଟି ଭିନ୍ନ ଭିନ୍ନ ଗୋଷ୍ଠୀ ଅନ୍ତର୍ଭୁକ୍ତ କରିଥିଲେ। ପରେ ସେମାନଙ୍କର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏଥିରୁ ଜାଣିବାକୁ ମିଳିଥିଲା ଯେ, ଗଲ୍ଫ ଅଫ୍‌ ମ୍ୟାନ୍‌ରୁ ବାହାର କରାଯାଇଥିବା ୫୧ ପ୍ରତିଶତ ବିରୋଧୀ ଭୂତାଣୁ। ଭୂମଧ୍ୟସାଗରରୁ ନିର୍ଗତ ହେଉଥିବା ୩୫ ପ୍ରତିଶତ ମାଇକ୍ରୋଅର୍ଗାନ୍ସ ବ୍ୟାକ୍ଟେରିଆ ରୂପରେ ଭାଇରସ୍‌କୁ ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?