ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା
ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ…
ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: କ୍ୱାରାଣ୍ଟାଇନ ସେଣ୍ଟର, ମିନି ମେଡିକାଲ କଲୋନୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ରାୟଗଡ଼ା,୧୦।୬: ରାୟଗଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାରି ଜିଲାରୁ ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଜିଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ…
ଲକ୍ଡାଉନ୍ କୋହଳ ପରେ ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର: ବିବାହ ବ୍ରତ ଲାଗି ସାମଗ୍ରୀ କିଣିବାରେ ବ୍ୟସ୍ତ
ବଲାଙ୍ଗୀର ଅଫିସ,୧୦ା୬: ବିବାହ ପାଇଁ କାର୍ଡ ଛପା ହୋଇଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ମାତ୍ର ଲକ୍ଡାଉନ୍ ଯୋଗୁ ସବୁକିଛି ଓଲଟ ପାଲଟ ହୋଇଗଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଗଲା ବାହାଘର। ପ୍ରାୟ ଅଢ଼େଇ ମାସ ପରେ ସରକାରଙ୍କ ପକ୍ଷରୁ ଲକ୍ଡାଉନକୁ…
ହସ୍ପିଟାଲର ଲମ୍ବା ବିଲ୍: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା
ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି। ସୁରଟର ଝାପା ବଜାର ଅଞ୍ଚଳରେ ରହୁଥିବା ୫୦ ବର୍ଷୀୟ ଗୁଲାମ ହାଇଦର ଶେଖଙ୍କୁ…
ନୟାଗଡ଼ ଜିଲାରେ ୪ କରୋନା ପଜିଟିଭ୍: ୩ ସାହି କଣ୍ଟେନମେଣ୍ଟ, ୩ ସାହି ବଫର ଜୋନ୍ ଘୋଷଣା
ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲାରେ ବୁଧବାର ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରୁ ୨, ଦଶପଲ୍ଲା କ୍ବାରାଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…
ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍ରେ କିଣିହେବ ବିଳାସମୟ କାର୍
ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ। ଯାହାର କିଲୋଗ୍ରାମ ପ୍ରତି ଦାମ୍ ୫ରୁ ୬ ହଜାର ଟଙ୍କା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ…
ରଥଯାତ୍ରାକୁ ନେଇ ଆଶଙ୍କା ଦୂର ହେଉ
ପୁରୀ ଅଫିସ, ୧୦।୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। କିନ୍ତୁ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ। ରଥଯାତ୍ରା ଆୟୋଜନକୁ ନେଇ ସମସ୍ତେ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି। ରଥଯାତ୍ରାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ସରକାର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପାଟଣାଗଡ଼ ଡିଏଫ୍ଓ
ପାଟଣାଗଡ଼, ୧୦।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ କେନ୍ଦୁପତ୍ର ଡିଏଫ୍ଓ ପ୍ରଣବ ମହାନ୍ତି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଡିଏଫ୍ଓ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ୱାରା…
ଦିଲ୍ଲୀର ସ୍ଥିତି ଖରାପ ହେବାରେ ଲାଗିଛି: କେଜରିଓ୍ବାଲ
ନୂଆଦିଲ୍ଲୀ, ୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। ଇତିମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯ରେ…
ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ
ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର ଚାଷୀ ଘରୁ ପଖାଳ ଧରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଧାନ…
ସାଟେଲାଇଟ୍ ଉପରେ କାହିଁକି ଦିଆଯାଇଥାଏ ସୁନାର ଆବରଣ
ସାଟେଲାଇଟ୍କୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ ହେଉଛି ସ୍ପୁଟନିକ୍-୧। ଏହା ସୋଭିଏତ୍ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀ ପୃଷ୍ଠକୁ ପଠାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। କିନ୍ତୁ ଜାଣନ୍ତି…
ପିତାଙ୍କୁ ଚାମ୍ପିୟନ୍ କହିଲେ ଦୀପିକା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ତଥା ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ପିତାଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ଦୀପିକା। ଦୀପିକା ଏକ ଥ୍ରୋବ୍ୟାକ୍ ଫଟୋ ଶେୟାର…
Archives


