ଏଲ୍ଏସି: କିଏ ସତ କହୁଛନ୍ତି
ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି) ଚରମ ଉତ୍ତେଜନା ପ୍ରକାଶ ପାଇଛି। ଗତ ସୋମବାର ଗଲଓ୍ବାନରେ ପ୍ରକୃତରେ କ’ଣ ଘଟିଥିଲା। ଚାଇନା ସେନା…
ଓଡ଼ିଶାରେ ହେବ ଏନ୍ଜିଏମ୍ଏ ଗ୍ୟାଲେରି
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଖୁବ୍ଶୀଘ୍ର ଭୁବନେଶ୍ୱରରେ ଖୋଲିବ ନ୍ୟାଶନାଲ ଗ୍ୟାଲେରି ଅଫ୍ ମଡର୍ନ ଆର୍ଟ (ଏନ୍ଜିଏମ୍ଏ)। ଏହାଦ୍ୱାରା ଓଡ଼ିଶାରେ କଳା କ୍ଷେତ୍ରରେ ଅଧିକ ଗବେଷଣା କରାଯିବା ସହ ଉତ୍କଳୀୟ କଳାର ପ୍ରଚାରପ୍ରସାର ହୋଇପାରିବ ବୋଲି ଏନ୍ଜିଏମ୍ଏ ଡିଜି ଅଦ୍ୱୈତ ଗଡ଼ନାୟକ ସୂଚନା ଦେଇଛନ୍ତି। ଆର୍ଟିଷ୍ଟ…
୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା…
ଖୁବ୍ଶୀଘ୍ର ୩ ଜିଲାରେ ବୋଟ୍ ଆମ୍ବୁଲାନ୍ସ ସେବା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରେ ଆରମ୍ଭ ହୋଇଥିବା ବୋଟ୍ ଆମ୍ବୁଲାନ୍ସ ସେବା ବିଚ୍ଛିନ୍ନାଞ୍ଚଳ ସହ କେତେକ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ବିଶେଷଭାବେ ସଫଳ ହୋଇଛି। ବିଚ୍ଛିନ୍ନାଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ସେବା ନୂଆ ଆଶା ସଞ୍ଚାର କରିବା ସହ ବହୁ…
ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର
ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ସେହିଦିନ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲେ। ତେବେ…
ଆଜିି ଆଜ୍ଞାମାଳ ବିଜେ
ପୁରୀ ଅଫିସ,୨୨।୬: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି। ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ…
ରଥଯାତ୍ରା ପ୍ରସଙ୍ଗ: ପ୍ରାୟୋଜିତ ଯୋଜନା କହିଲେ ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨୨।୬: ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବା ଲାଗି ଶୁକ୍ରବାର ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ। ଏହି ରାୟ ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ…
ସଙ୍କଟରେ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩.୯୧ଲକ୍ଷ ଉଦ୍ୟୋଗରେ କାର୍ଯ୍ୟରତ ୧୫ଲକ୍ଷ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଛି। କରୋନା ସଙ୍କଟ ଯୋଗୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ(ଏମ୍ଏସ୍ଏମ୍ଇ)ଉଦ୍ୟୋଗଗୁଡ଼ିକ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସରକାରୀ ଅସହଯୋଗ, ଶ୍ରମିକ…
ହାତରେ ଜୋତା, କାନ୍ଧରେ ସାଇକେଲ
ଭଣ୍ଡାରିପୋଖରୀ, ୨୨ା୬(ଡି.ଏନ.ଏ.)-ଏମିତି ରାସ୍ତା ରହିଛି ଯେଉଁଠି ପାଦରେ ଚପଲ ପିନ୍ଧି ଯିବା ଅସମ୍ଭବ। ଲୋକେ ହାତରେ ଜୋତା ଧରି କାନ୍ଧରେ ସାଇକେଲ ପକାଇ ଘରୁ ବାହାରିଥାନ୍ତି। ୩ଶହ ମିଟର ପର୍ଯ୍ୟନ୍ତ ଏମିତି ଅବସ୍ଥାରେ ଆସିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି। ଏଭଳି…
ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍
କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ କାମାକ୍ଷାନଗର ଜିନେଇଲୋ ଗ୍ରାମର ସଞ୍ଜୟ ସ୍ବାଇଁ ଓରଫ୍ ସିଲୁ, ଅନୁଗୋଳ ଜିଲା ନିଶା…
ବୃତ୍ତି ବଦଳାଇଛି କରୋନା: ଟମାଟୋ ବିକି ପେଟ ପୋଷୁଛନ୍ତି ବାଦ୍ୟ କଳାକାର
ଲାଠୋର, ୨୨ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍ଡାଉନ କଟକଣା ଯୋଗୁ କଳାକାର ବୃତ୍ତିରେ ବାଧା ଉପୁଜିଥିବା…
ବେଡ୍ ରୁମ୍ରେ ଏହି ଗେମ୍ ଖେଳିବାକୁ ପସନ୍ଦ କରନ୍ତି ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ ତାଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସ୍ତ୍ରୀ ସାକ୍ଷୀ ମଧ୍ୟ ଧୋନୀଙ୍କ ଅପଡେଟ୍…
Archives


