Home Left

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଚମକାଇ…

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି (ସ୍ନାୟୁ), ସିଟିଭିଏସ୍‌ (ହୃଦ୍‌ ଶଲ୍ୟ ବକ୍ଷ), ୟୁରୋ (ମୂତ୍ରାଶୟ) ଏବଂ ପ୍ଳାଷ୍ଟିକ ସର୍ଜରି ପରି…

ଏଚ୍‌ଆର୍‌ପିସିରେ ଗଡୁଛି ପୋଲିସ ବିରୋଧୀ ମାମଲା: ୮ ବର୍ଷରେ ୭ ମାମଲାର ତଦନ୍ତ ଫଳ ଶୂନ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅନେକ ସମୟରେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସିଛି। ଆଇନକୁ ହାତକୁ ନେଇ କେତେବେଳେ ନିରୀହ ତଥା ନିର୍ଦ୍ଦୋଷଙ୍କୁ ମିଛ ମାମଲାରେ ଫସାଉଛି ତ…

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଭ୍ରମଣର ସୁଯୋଗ ଯୋଗାଇଦେବ। କମ୍ପାନୀ ପକ୍ଷରୁ ‘ସ୍ପେସ୍ଶିପ୍‌ ନେପଚୁନ୍‌’ର ଶୁଭାରମ୍ଭ…

ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍‌ସିଓ

ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ମହାସଚିବ ଭ୍ଲାଦିମିର ନୋରୋଭ କହିଛନ୍ତି। ଭାରତ ନିଜ ଦେଶର କରୋନା ସଂକ୍ରମଣକୁ ରୋକିବା…

ପୂର୍ବତନ ଆଇଏଫ୍‌ଏସ୍‌ ଅଫିସରଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୨ା୬: ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭସ୍ଥିତ ଘରେ ରହୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଫିସରଙ୍କ ଘରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ବି.ଆର୍‌. ଚାଓ୍ବଲାଙ୍କ ସ୍ତ୍ରୀ କାନ୍ତା ଚାଓ୍ବଲାଙ୍କର ମୃତ୍ୟୁ…

ନକାରାତ୍ମକ ମାନସିକତା ଓ ମସ୍ତିଷ୍କର କାର୍ଯ୍ୟଧାରା

ବ୍ୟସ୍ତମୟ ଜୀବନରେ ନିଜ ମାନସିକତାକୁ ସକାରାତ୍ମକ ରଖବା ହୁଏତ ଏତେଟା ସହଜ ନୁହେଁ। ହେଲେ ଅନ୍ୟପକ୍ଷରେ ତାହାକୁ ଅବହେଳା କରିବା ମଧ୍ୟ ଠିକ୍‌ ନୁହେଁ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନସର ବିଶେଷଜ୍ଞମାନେ ଏକ ରୋଚକ ତଥ୍ୟ ସମାନାକୁ ଆଣିଛନ୍ତି। ଏକ ସଦ୍ୟତମ…

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି ଆରମ୍ଭ କରିଛି। ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ନେପାଳର ରେଡିଓ ଫ୍ରିକ୍ୱେନ୍ସି ଆସୁଛି। ଫଳରେ ସେହି…

୪ ଜଣରେ ଜଣେ ଭୋକିଲା

ନ୍ୟୁୟର୍କ,୨୨ା୬(ଆଇଏଏନ୍‌ଏସ୍‌): କରୋନା ଭୂତାଣୁର ମୁକାବିଲା ପାଇଁ ବ୍ରିଟେନ ଦୀର୍ଘଦିନ ଲକ୍‌ଡାଉନରେ ରହିବା ପରେ ଏବେ ସେଠାରେ ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ପ୍ରତି ୪ ଜଣରେ ଜଣେ ବୟସ୍କ ବ୍ୟକ୍ତି କ୍ଷୁଧାରେ ରହିବା ସହ ଅପପୁଷ୍ଟିର ସମ୍ମୁଖୀନ ହୋଇଥିବା ଏକ ସର୍ଭେରେ…

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏହା ଗୁରୁତର ଅବସ୍ଥାକୁ ଚାଲି ଯାଇଥିଲେ ତାହା ଜୀବନନାଶକ ହୋଇଥାଏ। ତେବେ ଏହାକୁ…

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ ଉତ୍ତେଜନା ପ୍ରକାଶ ପାଇଛି। ଗତ ସୋମବାର ଗଲଓ୍ବାନରେ ପ୍ରକୃତରେ କ’ଣ ଘଟିଥିଲା। ଚାଇନା ସେନା…

ଓଡ଼ିଶାରେ ହେବ ଏନ୍‌ଜିଏମ୍‌ଏ ଗ୍ୟାଲେରି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଖୋଲିବ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟ (ଏନ୍‌ଜିଏମ୍‌ଏ)। ଏହାଦ୍ୱାରା ଓଡ଼ିଶାରେ କଳା କ୍ଷେତ୍ରରେ ଅଧିକ ଗବେଷଣା କରାଯିବା ସହ ଉତ୍କଳୀୟ କଳାର ପ୍ରଚାରପ୍ରସାର ହୋଇପାରିବ ବୋଲି ଏନ୍‌ଜିଏମ୍‌ଏ ଡିଜି ଅଦ୍ୱୈତ ଗଡ଼ନାୟକ ସୂଚନା ଦେଇଛନ୍ତି। ଆର୍ଟିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri