ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବକ ପାଳନ କରାଯିବ ରଥଯାତ୍ରା: ମୁଖ୍ୟ ଶାସନ ସଚିବ
ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ପୁଣି ବସିଛି ଏକ ଜରୁରୀ…
ଛତ୍ରପୁରରେ ନିୟମ ମାନିଲେନି ଲୋକେ : ଟ୍ରାଫିକ୍ ଜାମ, ଦୋକାନ ସିଲ୍
ଛତ୍ରପୁର,୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ହୋଇଥିବା ୬୭ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍ଡାଉନ୍ ସୋମବାର ସକାଳ ୭ଟାରେ ଖୋଲିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲିବ ଏବଂ ଦୁଇ ଚକିଆଠାରୁ ଆରମ୍ଭକରି କୌଣସି ଗାଡ଼ି ରାସ୍ତା ଉପରକୁ ଆସିପାରିବନି ବୋଲି ଜିଲାପାଳ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୩ ଆକ୍ରାନ୍ତ; ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୩ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୮୬୩ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋମବାର ସୁସ୍ଥ…
ରାଗିଲେ ସୋନା
ମୁମ୍ବାଇ: ବଲିଉଡ୍ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍…
ହୋମ୍ କ୍ୱାରାଣ୍ଟାଇନ୍ରେ ସଲମାନଙ୍କ ଭଉଣୀ!
ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର ମଣ୍ଡିକୁ ଗସ୍ତ କରିଛନ୍ତି। ମଣ୍ଡି ପହଞ୍ଚିବା ପରେ ଅର୍ପିତା ଓ ତାଙ୍କ ପରିବାରକୁ ହୋମ୍…
କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍ ବେଶିନ
ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ଏଭଳି ପରିସ୍ଥିତିରେ ଲୋକେ ଘରେ…
ସୁଶାନ୍ତଙ୍କ ପରିବାର କଲେ ପ୍ରେୟାର ମିଟ୍ର ଆୟୋଜନ : ଭାଇରାଲ ହେଉଛି ଫଟୋ
ପାଟନା,୨୨।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁର ଗତ ୧୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଏବେବି ବିଚଳିତ କରେ ତାଙ୍କ ପ୍ରଶଂସକଙ୍କୁ। ଆଉ ଏହି ଖବର ତାଙ୍କ ପରିବାର…
ଚାଇନା ବିରୋଧରେ ତାତିଲେ ବ୍ୟବସାୟୀ: #ବୟକଟ୍ଚାଇନାର ଲଗାଇଲେ ୧୫ ହଜାର ପୋଷ୍ଟର
ଜୟପୁର,୨୨।୬: ଗତ କିଛି ଦିନରୁ ଲଦାଖ ଏଲ୍ଏସିରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଛି। ଜୁନ ୧୫ ରାତିରେ ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ସୈନ୍ୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଏହି ସଂଘର୍ଷରେ ଭାରତୀୟ…
ଖୁସି ଖବର: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସୁସ୍ଥତା ହାର
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏହା ସରକାର ତଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ହେଲେ ଖୁସିର କଥା ହେଉଛି ଦେଶରେ ବେଳକୁ ବେଳ ସୁସ୍ଥତା ହାରରେ ବୃଦ୍ଧି ପରିଲକ୍ଷିତ ହେଉଛି।…
ମାତ୍ର ୧୨୦ ଭାରତୀୟ ଯବାନଙ୍କ ଦ୍ୱାରା ୧୩୦୦ ଚାଇନା ସୈନ୍ୟ ହୋଇଥିଲେ ନିହତ
ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ଯୋଗୁ ଭାରତ ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଚାଇନା ୧୯୬୨ର ଇତିହାସକୁ ଏବେ ବି ଭୁଲିନି। ନଭେମ୍ବର ୧୮ ତାରିଖ ଦୀପାବଳି ଦିନ ଲଦାଖର ଚୁଶୁଲ ଘାଟିରେ ୧୩୦୦ ଚାଇନା…
ପ୍ରଥମ ସ୍କ୍ରିନ୍ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର
ବଲିଉଡ୍ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍ ୨୨, ୧୯୩୨ରେ ପଞ୍ଜାବର ନବାଶହରରେ ଜନ୍ମଗ୍ରହଣ କରିଥିବା ଅମରେଶଙ୍କର ଆଜି ହେଉଛି ୮୮ତମ ଜନ୍ମ ବାର୍ଷିକୀ। ସେ ୪…
ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ
ପୁରୀ ଅଫିସ୍,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସୋମବାର ଅପରାହ୍ନଣରେ…
Archives


