Home Left

ବମିଖାଲରେ ଗାଡ଼ି, ସୁନ୍ଦରଗଡ଼ରୁ ଆସୁଛି ଚାଲାଣ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଲାଣ କାଟିବାବେଳେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଓ ଆର୍‌ଟିଓଙ୍କ ଭୁଲ ପଦାକୁ ଆସୁଛି। କେତେବେଳେ କାର ଓ ଟ୍ରକ୍‌ ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବା ପାଇଁ ଜରିମାନା କରୁଛନ୍ତି ତ ଆଉ କେତେବେଳେ…

ପାଣି ପାଇଁ ବୋହିଲା ରକ୍ତ: ଦୁଇ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ବ୍ରହ୍ମଗିରି,୧୧।୧୦( ଡି.ଏନ୍‌. ଏ) : ପିଇବା ପାଣି ସଂଯୋଗ ନେବାକୁ କେନ୍ଦ୍ରକରି ରବିବାର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ତେବେ ଏଭଳି ହୃଦୟ ବିଦାରକ…

ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ। ଏହାଛଡା ଏହି ରୁମ୍‌ରେ ଭୁଲ୍‌ରେ ବି ବନ୍ଦ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ। ଷ୍ଟଡି…

ଷ୍ଟିମ୍‌ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖି ବୁଜିଲେ ଯୁବ ଇଞ୍ଜିନିୟର

ଗଞ୍ଜାମ,୧୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ମେକାନିକ ପ୍ଲାଣ୍ଟର ଷ୍ଟିମ୍‌ ପାଇପ ଭାଲଭ୍‌ ଫାଟି ଯାଇଥିଲା। ଏଥିରେ କମ୍ପାନୀର ଜଣେ ଇଞ୍ଜିନିୟର ଅଭିଷେକ ପାଳ ଓ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ…

ସୁଯୋଗ ଅପେକ୍ଷାରେ କରୀନା

କରୀନା ପୁଣି ସୁଯୋଗ ଅପେକ୍ଷାରେ ! ସତରେ, ଏପରି କଥାକୁ ହଜମ କରିବା ଭାରି କଷ୍ଟ। କାରଣ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କରୀନା ସଫଳତା ହାସଲ କରିଚାଲିଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ସାମ୍‌ନାକୁ ଆସିବା ସହ ନିଜ…

ମୁହଁ ଖୋଲିଲେ ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କ ଶିଷ୍ୟା ଜଶଲିନ ମଥାରୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଉଭୟ କୁଆଡେ ବିବାହ କରିଛନ୍ତି ବୋଲି ନିକଟରେ ଶୁଣିବାକୁ ମିଳିଥିଲା । ଏବେ ଏହାକୁ ନେଇ ମୁହଁ…

ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର

ପୁରୀ ଅଫିସ, ୧୧। ୧୦: ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର। ପୁରୁଣା ସ୍ବର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଢଙ୍ଗରେ ଦିଆଯାଉଛି ନୂଆ ରୂପ। ମୃତଦେହକୁ ଉଚିତ ସମ୍ମାନ ଓ ପରିଜନଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଚାଲିଛି ନବୀକରଣ କାର୍ଯ୍ୟ। ପ୍ରତିଟି ହିନ୍ଦୁଙ୍କର…

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା ଘଟିଥିବା ପୋଲିସ ଅନୁମାନ କରୁଛି। ସୁଦାମଡ଼ିହ ଥାନା ଅନ୍ତର୍ଗତ ଭୈରା ଗୋରଖୁଣ୍ଟି ସ୍ଥିତ ବାସ…

ବ୍ରାଉନସୁଗାର କାରବାରରେ ମହିଳା

ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି। ବାହାରୁ ଚୋରାରେ ବ୍ରାଉନସୁଗାର ଆସୁଥିବାବେଳେ ଏଠାରେ ଏହି କାରବାର ଅପରେଟ୍‌ କରୁଛନ୍ତି ମହିଳା ଓ…

ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟମାନଙ୍କ ମନରେ ଏବେବି ଭୟ ଯାଇନି। ସାମାନ୍ୟ ଆହତ ହୋଇ…

ଅଟକି ଯାଇଛି ବୟସ

ରୁଷୀୟ ଗଣମାଧ୍ୟମରେ ଏବେ ଡେନିସ ଭାସୁରିନ୍‌ ଜଣେ ବହୁ ପରିଚିତ ନାମ। ସେ ପରିଚୟ ପାଇଛନ୍ତି ତାଙ୍କର ଅବିଶ୍ୱସନୀୟ ଶରୀର ପାଇଁ। ଅର୍ଥାତ୍‌ ୧୯୮୭ ମସିହାରେ ଜନ୍ମିତ ଡେନିସ୍‌ ଦେଖିବାକୁ ଜଣେ ୧୨-୧୩ ବର୍ଷର ପୁଅ ଭଳି। ଛୋଟ ପିଲାଙ୍କ ପରି…

ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ତା’ସହ କେତେକ ନୂଆ ସିନେମାର ପ୍ରାରମ୍ଭିକ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?