୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍ରେ ଓ୍ବେଷ୍ଟଇଣ୍ଡିଜ୍ ହୋଇଥିଲା ଅଲ୍ଆଉଟ୍
ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍ ହାସଲ କରିଥିଲା। ୧୯୮୩ ଜୁନ୍ ୨୫ରେ ଫାଇନାଲ୍ ମ୍ୟାଚ୍ରେ ଲଗାତାର ଦୁଇଥର ଚମ୍ପିୟନ ରହିଥିବା ଓ୍ବେଷ୍ଟଇଣ୍ଡିଜ୍କୁ ହରାଇଥିଲା। ମ୍ୟାଚ୍ ପ୍ରଥମରୁ ସମସ୍ତେ ଭାବୁଥିଲେ ଯେ, ଓ୍ବେଷ୍ଟଇଣ୍ଡିଜ୍ ପୁଣିଥରେ…
ଇରାନରେ ବଳି ପଡୁଛନ୍ତି ମହିଳା
ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଦେଶର ଚେଇଁ ଶୋଇଥିବା ସଭ୍ୟ ସମାଜର ନିଦ ଭାଙ୍ଗିଛି। ଅଭିଯୁକ୍ତ…
ହାଜତରେ ବାପ-ପୁଅଙ୍କ ମୃତ୍ୟୁ
ତୁତିକୋରିନ୍ (ତାମିଲନାଡ଼ୁ), ୨୫ା୬: ତାମିଲନାଡ଼ୁର ସଥନକୁଲମ୍ ପୋଲିସଷ୍ଟେଶନରେ ବାପା-ପୁଅଙ୍କ ହାତଜ ମୃତ୍ୟୁକୁ ନେଇ ପରିସ୍ଥିତି ସରଗରମ୍ ହୋଇପଡ଼ିଛି। ଏହାକୁ ବିରୋଧ କରି ବୁଧବାର ଜିଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ପକ୍ଷରୁ ଏନେଇ…
ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର
ଚେନ୍ନାଇ, ୨୫ା୬: ବିଜେଡି ଏମ୍ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ ସେମାନଙ୍କ ବିଭିନ୍ନ କାର୍ଯ୍ୟଦକ୍ଷତାକୁ ଭିତ୍ତିକରି ଏଭଳି ସମ୍ମାନ ପ୍ରଦାନ କରାଯାଉଥିବା ପ୍ରାଇମ୍ ପଏଣ୍ଟ ଫାଉଣ୍ଡେଶନ…
ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ
ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ଅନୁମୋଦନ ଫଳରେ ମହାକାଶ ସମ୍ପତ୍ତି ସମସ୍ତଙ୍କ ପାଇଁ ମୁକ୍ତ ରହିବ ଏବଂ…
ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର
ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ କୁନ୍ତଳା ମାଝି ଓ ତାଙ୍କ ସ୍ବାମୀ ହେମସାଗର ମାଝି ମା’ବାପା ଭାବେ ଏହି ପ୍ରେମୀଯୁଗଳଙ୍କ…
ଆଜିଠୁ ଭକ୍ତ ପାଇବେ ମହାପ୍ରସାଦ
ପୁରୀ ଅଫିସ,୨୫ା୬: ଜନ୍ମବେଦିରେ ମହାପ୍ରଭୁ ବିଜେ କରିବା ପରେ ଆଡ଼ପ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହୋଇଥାଏ। ସେହିପରି ଆଡ଼ପ ଅବଢ଼ା ପାଇବାକୁ ସମସ୍ତେ ଚାହିଁ ରହିଥାନ୍ତି। ହେଲେ ଏଥର ମହାମାରୀ କରୋନା ସବୁଥିରେ ବ୍ୟତିକ୍ରମ ସୃଷ୍ଟି କରିଛି। ବିନା…
ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ
ପୁରୀ ଅଫିସ,୨୫ା୬: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଏପଟେ ଶ୍ରୀମନ୍ଦିର ଖଁା ଖଁା। ଏମିତି ବି ୩ ମାସରୁ ଊର୍ଦ୍ଧ୍ୱ ହେଲାଣି କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ରନ୍ଧାଯାଉନି ଷାଠିଏ ପଉଟି। ଫାଙ୍କା ପଡ଼ିିଛି ଶ୍ରୀମନ୍ଦିର…
କୋଣାର୍କରେ ପ୍ରଥମଥର ୪ ପଜିଟିଭ୍
କୋଣାର୍କ,୨୫ା୬(ଡି.ଏନ୍.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର ୧ଜଣ ପ୍ରବାସୀ ବୋଲି ଜଣାପଡ଼ିଛି। ୧୩ନଂ ୱାର୍ଡ ବେରୁହଁ ଗ୍ରାମର ୨ଜଣ ଏବଂ ଅନ୍ୟ…
ହୋମ୍ କ୍ୱାରାଣ୍ଟାଇନ୍ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ
ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ କହିବା ସହିତ ହୋମ୍ କ୍ୱାରାଣ୍ଟାଇନ ବା ଗୃହ ସଙ୍ଗରୋଧ ନିୟମ…
ଜେଲରେ ବିସ୍ଫୋରକ ରୂପ ନେବ କରୋନା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଓଡ଼ିଶା ଜେଲ୍ରେ ପଶିଲାଣି ମହାମାରୀ କରୋନା। ପୁରୀ, ରାଉରକେଲା ଓ ବ୍ରହ୍ମପୁର ଜେଲ୍ର ୧୦ କଏଦୀଙ୍କଠାରେ କୋଭିଡ୍-୧୯ ପଜିଟିଭ୍ ଠାବ ପରେ ଜେଲ୍ରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ଏଯାଏ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍…
ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ହଡ଼ପ ଘଟଣା: ୧୦ ଅଧିକାରୀ, ୩ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ
ବାରିପଦା ଅଫିସ, ୨୫ା୬: ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନ ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ହଡ଼ପ ଘଟଣାରେ ୧୦ ସରକାରୀ ଅଧିକାରୀ ଓ ୩ ସରପଞ୍ଚଙ୍କ ନାମରେ ମାମଲା ରୁଜୁ ପାଇଁ ଜିଲାପାଳ ବିନୀତ ଭରଦ୍ୱାଜ…
Archives


