Home Left

ଏକମାତ୍ର ପୁଅ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା

ବମ୍ବେ: ଇତିମଧ୍ୟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ପରିବାରଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଘୁରି…

ଚାଇନାକୁ ଡବଲ ଝଟ୍‌କା: କେନିଆ ରଦ୍ଦ କଲା ରେଲଓ୍ବେ ପ୍ରୋଜେକ୍ଟ

ନାଇରୋବି,୨୫।୬: ଆମେରିକା, ଅଷ୍ଟ୍ରେଲିଆ ଓ ଭାରତର ଟାର୍ଗେଟରେ ଥିବା ଚାଇନାକୁ ଏବେ ଲାଗିଛି ଡବଲ ଝଟ୍‌କା। ଚାଇନାର ଗତିବିଧିକୁ ଦେଖି ଏବେ କେନିଆ ଅରବ ଡଲାରର ଏକ ରେଲଓ୍ବେ ପ୍ରୋଜେକ୍ଟକୁ ରଦ୍ଦ କରିଦେଇଥିବା ଜଣାପଡିଛି। କେନିଆ ଅଦାଲତରେ ଏହି ପ୍ରୋଜେକ୍ଟକୁ ବେଆଇନ…

କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର ପରିବାରରେ ଝିଅଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ଅନୁମତି ନ ଥିଲା। ତେବେ ଏହି…

୧୯୮୩ ବିଶ୍ୱକପ୍‌ ବିଜେତା ଦଳର ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣନ୍ତି କି

୧୯୮୩, ଜୁନ ୨୫ରେ ସେତେବେଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ। ଆଉ ଏହା ଥିଲା ଭାରତର ପ୍ରଥମ ବିଶ୍ୱକପ ବିଜୟ। ଏହାରି ଭିତରେ ବିତିଯାଇଛି ୩୭ ବର୍ଷ। କିନ୍ତୁ ଜୁନ…

ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି ସର୍ତ୍ତ ରଖି ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମାତ୍ର ରଥଯାତ୍ରା ପହଣ୍ଡି ସମୟରେ…

କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍‌ ସୁରଜେଓ୍ବାଲା

ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ ଲାଗି ଏଭଳି କରିଥିବା ଶାହା ଟୁଇଟ୍‌ କରିଥିଲେ। ଏହାର ଜବାବରେ କଂଗ୍ରେସ ପକ୍ଷରୁ ପ୍ରବକ୍ତା…

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା ବଢ଼ିବାରେ ଲାଗିଛି। ଦିଲ୍ଲୀର ୩ ହଜାର ହୋଟେଲ ଏବଂ ଗେଷ୍ଟ ହାଉସ୍‌ରେ ଚାଇନା ନାଗରିକଙ୍କୁ…

ଡରିଲେନି ପ୍ରଧାନମନ୍ତ୍ରୀ: ପୁଅସହ ଗଲେ ଆଇସ୍‌କ୍ରିମ ଖାଇବାକୁ

ଓଟାଓ୍ବା,୨୫।୬: କରୋନା ମହାମାରୀର ସଂକ୍ରମଣକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ନିୟମ ଜାରି କରାଯାଇଥିଲା। ହେଲେ ଏବେ ଅଧିକାଂଶ ଦେଶରେ ଏହି ନିୟମରେ କୋହଳ କରାଗଲାଣି। ଏହି ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କରୋନା ମହାମାରୀକୁ ଭୟ ନ…

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ କରିଥିଲେ କି କୌଣସି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିପାରୁ ନାହାନ୍ତି।…

ଥାନାରେ ପହଞ୍ଚି ଯୁବକ କହିଲେ ମୁଁ କରୋନା ପଜିଟିଭ୍‌, ପୋଲିସ୍‌ ହେଲେ ଆଶ୍ଚର୍ଯ୍ୟ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ କରୋନା ରିପୋର୍ଟ ନେଇ ପୋଲିସ ଥାନାରେ ପହଞ୍ଚି କହିଥିଲେ ମୁଁ କରୋନା ପଜିଟିଭ୍‌। ଏହା ଦେଖି ପୋଲିସ୍‌ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଥାନାରୁ ବାହାରକୁ ପଳାଇ…

ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରିପାରିନାହାନ୍ତି। ଏହାର ପ୍ରତିବାଦରେ ଗୁରୁବାର ଜିଲାର…

ଗଞ୍ଜାମରେ ପୁଣି ୫୮ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲାରେ ୫୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫୧ଜଣ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri