ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା ଫ୍ରେଞ୍ଚ୍‌ ମହିଳା ଅଶୀଳ ଫଟୋ ଶୁଟ୍‌ କରି ଗିରଫ ହୋଇଥିଲେ। ଫ୍ରାନ୍ସର ମହିଳାଙ୍କୁ ଭିଡିଓ ଶୁଟ୍‌ କରିବାରେ ସହାୟତା କରିଥିବା ଅଭିଯୋଗରେ ଆମେରିକୀୟ ମହିଳାଙ୍କୁ ପୋଲିସ ଖୋଜୁଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ହୋଇଥିବା ଆମେରିକୀୟ ମହିଳାଙ୍କ ନାମ ଟୋରି ଲୋନିଟ୍‌ ବୋଲି ଜଣାପଡ଼ିଛି। ଏହାପରେ ସ୍ଥାନୀୟ ମୁନିକିରେତି ପୋଲିସ ପକ୍ଷରୁ ଟୋରିଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଯେଉଁଠାରେ ସେ ୨ ହଜାର ଟଙ୍କା ଜରିମାନ ଦେଇ ମୁକ୍ତ ହୋଇଥିଲେ। ତେବେ ଫ୍ରାନ୍ସ ମହିଳାଙ୍କ ବିରୋଧରେ ତଦନ୍ତ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଫ୍ରାନ୍ସ ମହିଳାଜଣଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେ ଏବେ ଋଷିକେଶରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଶିବସେନା, ଏନ୍‌ସିପି, କଂଗ୍ରେସର ବୈଠକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଶିବସେନା ସହ ମେଣ୍ଟ କରୁଥିବା ଏନ୍‌ସିପି ଓ କଂଗ୍ରେସକୁ ନେଇ ଶୁକ୍ରବାର ଏକ ବୈଠକର...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୩୬ ହଜାରରୁ ଅଧିକ ଚିହ୍ନଟ, ୪୮୮ ମୃତ୍ୟୁ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ କମିବାରେ ଲାଗିଛି। ମଙ୍ଗଳବାର ଦେଶରେ ସଂକ୍ରମଣ ମାମଲା ପ୍ରାୟ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ...

ବେପରୁଆ ଭାବେ କରୋନା ରୋଗୀଙ୍କ ମୃତଦେହକୁ ଅଟୋରିକ୍ସାରେ ବୁହାଗଲା

ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ...

ଅର୍ଣ୍ଣବଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌କୁ ନେଇ ଝଡ଼

ନୂଆଦିଲ୍ଲୀ, ୧୮।୧: ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟେଲିଭିଜନ ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ...

୭ ରାଜ୍ୟରେ ୪୩ ପୋଲ: ସୀମାରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ...

Advertisement
Archives

Model This Week