ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା ଫ୍ରେଞ୍ଚ୍‌ ମହିଳା ଅଶୀଳ ଫଟୋ ଶୁଟ୍‌ କରି ଗିରଫ ହୋଇଥିଲେ। ଫ୍ରାନ୍ସର ମହିଳାଙ୍କୁ ଭିଡିଓ ଶୁଟ୍‌ କରିବାରେ ସହାୟତା କରିଥିବା ଅଭିଯୋଗରେ ଆମେରିକୀୟ ମହିଳାଙ୍କୁ ପୋଲିସ ଖୋଜୁଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ହୋଇଥିବା ଆମେରିକୀୟ ମହିଳାଙ୍କ ନାମ ଟୋରି ଲୋନିଟ୍‌ ବୋଲି ଜଣାପଡ଼ିଛି। ଏହାପରେ ସ୍ଥାନୀୟ ମୁନିକିରେତି ପୋଲିସ ପକ୍ଷରୁ ଟୋରିଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଯେଉଁଠାରେ ସେ ୨ ହଜାର ଟଙ୍କା ଜରିମାନ ଦେଇ ମୁକ୍ତ ହୋଇଥିଲେ। ତେବେ ଫ୍ରାନ୍ସ ମହିଳାଙ୍କ ବିରୋଧରେ ତଦନ୍ତ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଫ୍ରାନ୍ସ ମହିଳାଜଣଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେ ଏବେ ଋଷିକେଶରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେପି ନଡ୍ଡା, ଅମିତ ମାଲବିୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରିୟଙ୍କ ଖାର୍ଗେ

ବେଙ୍ଗାଲୁରୁ, ୧୯।୬: କର୍ନାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ସେଲ ପ୍ରଭାରୀ ଅମିତ ମାଲବିୟ ଏବଂ ଚଣ୍ଡିଗଡ଼...

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି,...

ପାଇଲଟଙ୍କୁ ଓହ୍ଲାଇଦେଲା କଂଗ୍ରେସ

ଜୟପୁର/ନୂଆଦିଲ୍ଲୀ,୧୫ା୭: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା। ରାଜସ୍ଥାନରେ ଗେହଲଟ ସରକାର ରୂପକ ବିମାନରୁ ସହଚାଳକ (କୋପାଇଲଟ) ସଚିନ ପାଇଲଟଙ୍କୁ ଓହ୍ଲାଇଦେଇଛି କଂଗ୍ରେସ।...

ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ସେନା ଯବାନ ଶହୀଦ୍‌

ଶ୍ରୀନଗର,୨୭।୭: ଉତ୍ତର କଶ୍ମୀର କୁପଓ୍ବାରା ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି...

ପାହାଡଶ୍ରୀଗିଡ଼ାରେ ଚାଞ୍ଚଲ୍ୟ: ବାପାଙ୍କୁ କଚାଡ଼ି ହତ୍ୟା କଲା ସାନପୁଅ

ସରଣ୍ଡା,୧୪।୧୧(ଡି.ଏନ୍‌.ଏ.)- ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗୀଡା ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବରଗଡ଼ ଥାନା...

ବିଦାୟ ନେଲେ ପିତା ରାଜୀବଙ୍କ ଘନିଷ୍ଠ ବନ୍ଧୁ: କାନ୍ଧ ଲଗାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୨: କଂଗ୍ରେସ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ୍‌କ ଘନିଷ୍ଠ ବନ୍ଧୁ କୁହାଯାଉଥିବା କ୍ୟାପଟେନ ସତିଶ ଶର୍ମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ...

ସାଦା ପୋଷାକରେ ଭାରତ ସୀମାରେ ପ୍ରବେଶ କଲେ ଚାଇନା ସେନା!

ଲଦ୍ଦାଖ,୨୧ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଚାଲିଥିଲେ ବି ଚାଇନା ସେନା ସବୁବେଳେ ଅନୁପ୍ରବେଶ ଉଦ୍ୟମ ଜାରି...

ହସିହସି କହୁଥିବା କଥା ଅପରାଧ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୨୬।୩ : ଦିଲ୍ଲୀ ହାଇକୋର୍ଟ ହେଟ୍‌ ସ୍ପିଚ୍‌ ମାମଲାର ବିଚାର କରି କହିଛନ୍ତି ଯେ, ହସିହସି କହୁଥିବା କଥା ଅପରାଧ ନୁହେଁ। ମାତ୍ର କିଛି...

Advertisement
Archives

Model This Week