ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଗାବ୍ରିଏଲ
ମାଞ୍ଚେଷ୍ଟର,୩।୭ (ପି.ଟି.): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କୁ ଦଳରେ ସାମିଲ କରିଛି ଓ୍ବେଷ୍ଟଇଣ୍ଡିଜ। ଗୋଇଠିରେ ଅସ୍ତ୍ରୋପଚାର କରାଇଥିବା ଗାବ୍ରିଏଲ୍ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଆସନ୍ତା…
ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ
ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍ ପ୍ରିମିୟର ଲିଗ୍ ହାସଲ କରିଥିବା ଲିଭରପୁଲ ଏକ ବୃହତ୍ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍ ପ୍ରିମିୟର ଲିଗ୍ର ଏକ ମ୍ୟାଚ୍ରେ ମାଞ୍ଚେଷ୍ଟର ସିଟି ୪-୦ରେ ଲିଭରପୁଲ୍କୁ ହରାଇଛି। ଦୀର୍ଘ ୩ ଦଶନ୍ଧି ପରେ…
ମାତ୍ର ୧୩ ବର୍ଷରେ ବିବାହ କରିଥିଲେ ସରୋଜ
ମୁମ୍ବାଇ: ଡ୍ୟାନ୍ସ ପାଇଁ ବଲିଉଡ୍ରେ ବେଶ୍ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍ ଶୁକ୍ରବାର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସରୋଜ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ଙ୍କଠାରୁ ଆରମ୍ଭ କରି ଅନେକ ନାମକରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସରୋଜଙ୍କ ବୃତ୍ତିଗତ…
ବୁଗୁଡା ସହରକୁ ଶଟ୍ଡାଉନ ଘୋଷଣା ପାଇଁ ଦାବି
ବୁଗୁଡା, ୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ସତ୍ତ୍ୱେ ମଧ୍ୟ କିଛି ଅମାନିଆ ଅଛନ୍ତି ଯେଉଁମାନେ କୋଭିଡ୍ ନିୟମକୁ ମାନୁ ନାହାନ୍ତି। ଏ ନେଇ ଜିଲାପାଳ ବିଜୟ ଅମୃତା…
ଏଥିପାଇଁ ଇସ୍ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍
ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ସମସ୍ତ କଳାକାର…
୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ
ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ ତ ଆଉ କେଉଁଠି ଫଳ ବିକ୍ରି ହୋଇଥାଏ। କିନ୍ତୁ ଦୁବାଇରେ ଆମ୍ବ ପାଇଁ ଅର୍ଡର…
ମୋଦିଙ୍କ ଲେହ ଗସ୍ତକୁ ଦେଖି ଅଡୁଆରେ ପଡିଗଲାଣି ଚାଇନା
ନୂଆଦିଲ୍ଲୀ,୩।୭: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଲେହ ଗସ୍ତ କରିଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ ଦେଖି ଏବେ ଏକ ପ୍ରକାର ଅଡୁଆରେ ପଡିଗଲାଣି…
କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ
ବ୍ୟାଂକକ୍,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ତେବେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ନ ହୋଇଥିବାରୁ…
ମୋଦିଙ୍କୁ ଶହୀଦ ପତ୍ନୀଙ୍କ ଅନୁରୋଧ: ଆମକୁ ବିଜୟୀ ହେବାକୁ ପଡିବ
ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି। ଲଦ୍ଦାଖର ଗଳଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଜୁନ୍ ୧୫ରେ ଭାରତୀୟ ସେନାର କମାଣ୍ଡିଙ୍ଗ ଅଫିସରଙ୍କ…
ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ
ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୭୪ଜଣ କେବେଳ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ଗୁଣୁପୁର ବ୍ଲକ…
ପାକିସ୍ତାନରେ ପବ୍ଜି ହେଲା ବ୍ୟାନ୍, ଜାଣନ୍ତୁ କାରଣ
ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍ଲାଇନ୍ ଗେମ୍ ପବ୍ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ ପ୍ରାୟ ହୋଇଯାଉଛନ୍ତି। ଏପରିକି କେହି କେହି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଏ ନେଇ…
ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ଫସିଲେ ଜଣେ ବ୍ୟକ୍ତି
ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲା ଅତାବିରାରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଜଣେ ଡାକ୍ତରଙ୍କ ସ୍ତ୍ରୀ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ଜଣଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ଅତାବିରା ତହସିଲଦାର ହୃଦାନନ୍ଦ ଅଢା ଏତଲା…
Archives


