ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ
ଡେରାବିଶ,୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୃଷ୍ଣନଗର ପିଞ୍ଛାପାଟିଆ ଗାଁରେ ସୋମବାର ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କୁ ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ଏକ ବିଦ୍ୟାଳୟ ଗୃହରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଛି।…
୪ଟି ପର୍ଯ୍ୟାୟରେ ହେବ କଟକ ଦୁର୍ଗାପୂଜା ଭସାଣ
କଟକ ଅଫିସ,୨୬।୧୦-କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଦଶହରା। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ…
ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଶୀଳ ପ୍ରଧାନଙ୍କ ପୁଅ ଯାଦବ। ଦୁର୍ଘଟଣା ପରେ…
କୋମ୍ବିଂବେଳେ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ
ମାଲକାନଗିରି,୨୬ା୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରୁ ସୋମବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୋଇନ୍ଦା ସୂଚନା ଅଧାରରେ ବିଏସ୍ଏଫ୍(୯ମ ବାଟାଲିଅନ୍) ଏବଂ ଏସ୍ଓଜି ପକ୍ଷରୁ ମିଳିତ ଅପରେଶନ ଆରମ୍ଭ…
ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ
ଲୋଇସିଂହା,୨୬।୧୦(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକଳି ଗ୍ରାମର ପରେଶ ପଧାନ(୨୧) ବୋଲି…
ବ୍ଲାକ୍ରୋଜରେ ପିଟିହୋଇ ବୁଡ଼ିଲା ବୋଟ୍ ୫ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ
ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜରେ ବୁଡିରହିଥିବା ବ୍ଲାକ୍ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ମା’ ମିନୁ ନାମକ ମାଛଧରା ବୋଟ୍ ମାଛଧରା ବନ୍ଦରକୁ ଫେରିବା ବେଳେ ଜାହାଜରେ ପିଟିହୋଇ ବୁଡିଯାଇଛି। ଫଳରେ ବୋଟ୍ରେ ଥିବା ୭ ମସ୍ୟଜୀବୀ…
ମୁମ୍ବାଇ ରାସ୍ତାରୁ ଫଳ କିଣିଲେ ଏହି ଅଭିନେତ୍ରୀ
ଏବେ ସମ୍ପୂର୍ଣ୍ଣ ଭାବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଜନତାଙ୍କ ପରି ବଲିଉଡ୍ କଳାକାରଙ୍କୁ ମଧ୍ୟ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳୁଛି। କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ କିଣାକିଣି କରୁଥିବାର ନଜରକୁ…
ବରଗଡ଼ରୁ ପୁଣି ୪୯ ଜଣଙ୍କୁ କରୋନା: ଆଜିବି ରହିଛନ୍ତି ଜଣେ ଶିଶୁ
ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ଜିଲାରେ ପୁଣି ୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
୪୮ କେଜି ଗଞ୍ଜେଇ ଜବତ, ୨ ଗିରଫ
ଦାରିଙ୍ଗବାଡ଼ି,୨୬।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ରବିବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କ.ନୂଆଗାଁ ଥାନା ଗୁଞ୍ଜିବାଡ଼ିର ମିଥୁନ ଦିଗାଳ ଓ ଜଗତସିଂହପୁର ଜିଲା ଆଳିପିଙ୍ଗଳର ଉଲ୍ଲାସ ଚନ୍ଦ୍ର…
୪୮ ବର୍ଷରେ ପୁଣିଥରେ ମା’ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ!
ବଲିଉଡ୍ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ହେଲେ ମନ୍ଦିର ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ ନାହାନ୍ତି। ମନ୍ଦିରା ଏବଂ ତାଙ୍କ ସ୍ବାମୀ ରାଜ କୌଶଲ ଏକ କନ୍ୟାକୁ ପୋଷ୍ୟ ସନ୍ତାନ…
ଦିଲ୍ଲୀରେ ପହଞ୍ଚିଲେ ମାଇକ୍ ପୋମ୍ପିଓ-ମାର୍କ ଏସ୍ପର
ନୂଆଦିଲ୍ଲୀ, ୨୬।୧୦: ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସି ସୋମବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗସ୍ତ ସମୟରେ ସେମାନେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ…
ପରୀ ହତ୍ୟାକାଣ୍ଡ ଘଟଣା: ମା’ ବାପାଙ୍କୁ ଆକ୍ରମଣ କରି ୧୪ ଗିରଫ
ନୟାଗଡ଼ ଅଫିସ,୨୬।୧୦: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗାଁରେ ଘଟିଥିବା ପରୀ ହତ୍ୟାକାଣ୍ଡ ଧୀରେଧୀରେ ବିବାଦୀୟ ହୋଇଚାଲିଛି। ଏଭଳିସ୍ଥଳେ ମୃତ ପରୀଙ୍କ ମା’ ବାପାଙ୍କୁ ଆକ୍ରମଣ କରିଥିବା ୧୪ ଆକ୍ରମଣକାରୀ ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ପୋଲିସ ୧୨…

