Posted inଜାତୀୟ

କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି କରୁଛି ଭାଜପା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୨୬।୧୦: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଶିବସେନାର ବାର୍ଷିକ ଦଶହରା ରାଲି ରବିବାର ଦାଦରର ସାବାର୍କ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିହାର ବିଧାନସଭା ନିର୍ବାଚନରେ ଭାଜପା ଦେଇଥିବା ପ୍ରତିଶ୍ରୁତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ଷିଥିଲେ। ସେ କହିଛନ୍ତି ଯେ ବିହାରରେ ଭାଜପା ସରକାର ଗଠନ କଲେ ମାଗଣା କରୋନା ଟିକା ଦେବାକୁ ପ୍ରତିଶୃତି ଦେଇଛି, ତେବେ ଅନ୍ୟ ରାଜ୍ୟର ଲୋକମାନେ ବାଂଲାଦେଶ କିମ୍ବା କାଜାଖସ୍ତାନରୁ ଆସିଛନ୍ତି କି? ଭାଜପାକୁ ଲାଜ ମାଡିବା ଉଚିତ୍‌, ଏହି ସଙ୍କଟ ସମୟରେ ରାଜନୀତି କରୁଛି। ଉଦ୍ଧବ ଠାକୁର କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ନୀତୀଶ କୁମାର ଆମ ସହିତ ଥିଲେ। ସେତେବେଳେ ସେ କହିଥିଲେ ଯେ ସେ ଦେଶବାସୀ ଏକ ଧର୍ମନିରପେକ୍ଷ ଚେହେରା ଚାହୁଁଛନ୍ତି, ତେବେ ଏହା ପରେ କ’ଣ ହେଲା? କିଏ କାହାକୁ ଟିକା ଦେଇଛି? ତେଣୁ ବିହାରବାସୀ ଭାବିଚିନ୍ତି ଭୋଟ ଦେବାକୁ ଅପିଲ୍‌ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆରମ୍ଭ ହେବ ଏମ୍‌ପିଲାଡ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍‌ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍‌ପିଲାଡ୍‌)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର...

‘କରୋନା ଭ୍ୟାକ୍ସିନ କରିବ ନପୁସଂକ’ ବିଧାୟକଙ୍କ ଟିପ୍ପଣିର ଉତ୍ତର ଦେଲା ଡିସିଜିଆଇ

ନୂଆଦିଲ୍ଲୀ,୩ ।୧: ଦେଶ ପ୍ରାୟ ୧ ବର୍ଷ ହେବ କରୋନା ମହାମାରୀ ସହ ଲଢି ଚାଲିଥିବା ବେଳେ ରବିବାର ସ୍ୱେଦେଶୀ ଭ୍ୟାକ୍ସିନକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର...

ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ବାରମୁଳା ଜିଲାର ପାଲହାଲନ...

ପାଲିଙ୍କିରେ ବୁହାହେଲେ ବାବୁ

ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ...

ଏନ୍‌ଡିଏ ସରକାର ଗଢିପାରେ ହେଲେ ପ୍ରକୃତ ବିଜୟୀ ହେଉଛନ୍ତି ତେଜସ୍ୱୀ: ଶିବସେନା

ମୁମ୍ବାଇ,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏକ ଷ୍ଟାଟିିସକାଲ ଗେମ୍‌ରେ ନ୍ୟାଶନାଲ ଡେମେକ୍ରାଟିକ ଆଲାଏନ୍ସ(ଏନ୍‌ଡିଏ) ବିଜୟ ଲାଭ କରିଛି ସତ । ହେଲେ ରାଷ୍ଟ୍ରୀୟ ଜନତା...

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର...

ସିଆଚେନ୍‌-ଡୋକଲାମ୍‌ରେ ଭୋକରେ ରହୁଛନ୍ତି ଯବାନ: ମିଳୁନି ଖାଦ୍ୟ ପଦାର୍ଥ

ନୂଆଦିଲ୍ଲୀ,୪।୨: ଭାରତ-ଚାଇନା ସୀମାରେ ସମୁଦ୍ର ପତ୍ତନଠାରୁ ୯ ହଜାରରୁ ଅଧିକ ଫୁଟ ଉଚ୍ଚରେ ଦେଶ ସୁରକ୍ଷାରେ ସେନା ଯବାନ ମୁତୟନ ରହିଛନ୍ତି। ଏଠାରେ ଥିବା ସିଆଚେନ୍‌...

Advertisement


Archives

Model This Week