କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ
କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ…
ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏବେ…
ସାର୍କକୁ ପଞ୍ଝାରେ ଧରି ସମୁଦ୍ର କୂଳରେ ଉଡିଲା ପକ୍ଷୀ
ପକ୍ଷୀ ଆକାରଠାରୁ ସାର୍କର ଆକାର ବିଶାଳକାୟ। ତେବେ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଶିକାରୀ ପକ୍ଷୀ ସାର୍କ ମାଛକୁ ତାର ପଞ୍ଝାରେ ଧରି ଆମେରିକା ମାୟର୍ଟଲ ସମୁଦ୍ରକୂଳରେ ଉଡୁଥିବା ଦେଖିବାକୁ…
ଜୁଲାଇ ଶେଷ ପର୍ଯ୍ୟନ୍ତ ବିଦେଶକୁ ଉଡିବନି ବିମାନ
ନୂଆଦିଲ୍ଲୀ,୩।୭: କରୋନା ଭାଇରସର ସଂକ୍ରମଣକୁ ଦେଖି ଡିଜିସିଏ ପକ୍ଷରୁ ଭାରତକୁ ଆସୁଥିବା ଓ ଭାରତରୁ ବିଦେଶକୁ ଯାଉଥିବା ସମସ୍ତ ଇଣ୍ଟରନ୍ୟାଶନାଲ କମର୍ସିଆଲ ଫ୍ଲାଇଟର ଉଡାଣକୁ ରଦ୍ଦ କରି ଦିଆଯାଇଛି। ଶୁକ୍ରବାର ଜାରି କରାଯାଇଥିବା ଏହି ସୂଚନା ଅନୁଯାୟୀ, ଭାରତରେ ବେଳକୁ ବେଳ…
କୋଭିଡ୍-୧୯: ୨୦୨୦ ହିରୋ ଇଣ୍ଡିଆନ ଓପନ୍ ଗଲ୍ଫ ଟୁର୍ନାମେଣ୍ଟ ବାତିଲ
ନୂଆଦିଲ୍ଲୀ,୩।୭(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟ ବାତିଲ ହୋଇଛି। ଶୁକ୍ରବାର ହିରୋ ଇଣ୍ଡିଆନ୍ ଗଲ୍ଫ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି ଭାରତୀୟ ଗଲ୍ଫ ୟୁନିୟନ ଅଧ୍ୟକ୍ଷ ଦେବାଙ୍ଗ ଶାହା କହିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ…
ବାହା ହେଲେ ଉର୍ବଶୀ !
ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏହି ନାୟିକା ବିଗ୍ ବସ୍ ୮ର ଓ୍ବିନର ଗୌତମ ଗୁଲାଟିଙ୍କୁ ବିବାହ କରିଥିବା ସୋସିଆଲ…
ରିଲିଜ୍ ହେବ ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’
ମୁମ୍ବାଇ: ବଲିଉଡ୍ର ଡାର୍ଟି ଗର୍ଲ ବିଦ୍ୟା ବଲାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ୍ ଡେଟ୍କୁ ନେଇ ନିର୍ମାତା କିଛି ସୂଚନା ଦେଇଛନ୍ତି। ଗୁରୁବାର ଆସିଥିବା ଏହି ସୂଚନା ଅନୁଯାୟୀ ଫିଲ୍ମଟି ଜୁଲାଇ ୩୧ରେ ଆମେଜନ ପ୍ରାଇମ ଭିଡିଓରେ ରିଲିଜ…
ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍
ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍ଡାଉନ ଓ ଶଟ୍ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚ ମାସରୁ ଏହି ଧାରା ଜାରିରହିଥିବା ବେଳେ ଲୋକମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ…
ସ୍ମିଥ୍, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍
ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍ ବୋଲି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ କହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ ଏକ…
କଟକ ସହରରେ ୫୯ ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୩।୭: କଟକ ମହାନଗର ନିଗମ ଅଞ୍ଚଳରୁ ଶୁକ୍ରବାର ୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍ରୁ ୫୬, ହୋମ୍ କ୍ୱାରାଣ୍ଟାଇନ୍ରୁ ଜଣେ ଓ ଅନ୍ୟ ୨ଟି ଲୋକାଲ କେସ୍ ରହିଛି। ଲୋକାଲ କଣ୍ଟାକ୍ଟ କେସ୍ରେ ଶଙ୍କରପୁର ଓ ନିମଚଉଡ଼ି ଅଞ୍ଚଳର…
ସାମ କୁରାନଙ୍କ କୋଭିଡ୍-୧୯ ଟେଷ୍ଟ
ସାଉଥାମ୍ପଟନ,୩।୭(ପି.ଟି.): ଇଂଲଣ୍ଡ ଅଲରାଉଣ୍ଡର ସାମ୍ କୁରାନଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଛି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଏହି ଟେଷ୍ଟ କରାଯାଇଛଇ ବୋଲି କୁହାଯାଇଛି। ସେ ଇଣ୍ଟ୍ରା- ସ୍କାଡ୍ ଓ୍ବାର୍ମ- ଅପ୍ ମ୍ୟାଚ୍ରେ ଅଂଶଗ୍ରହଣ କରିବେ ନାହିଁ। ଗୁରୁବାର ସେ ତାଙ୍କ…
କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ
କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ ମୋତେ ବାରମ୍ବାର ତୁଳନା କରାଯାଉଛି। ଏ ନେଇ ବାବର ଆପତ୍ତି ଉଠାଇଛନ୍ତି। ବରଂ ନିଜ…
Archives


