କାରଗିଲ୍‌ ଯୁଦ୍ଧ ଭୋକିଲା ଲଢ଼ିଥିଲେ ପାକିସ୍ତାନୀ ସୈନ୍ୟ: ନଓ୍ବାଜ ଶରିଫ୍‌

ଲଣ୍ଡନ, ୨୬।୧୦: ଭାରତ ପାକିସ୍ତାନ ମଧ୍ୟରେ ୧୯୯୯ରେ ହୋଇଥିବା କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ସମୟରେ ପାକିସ୍ତାନୀ ସୈନ୍ୟଙ୍କ ପାଖରେ ଖାଇବାକୁ ଖାଦ୍ୟର ଅଭାବ ଥିଲା। ସେମାନେ ଭୋକିଲା ଯୁଦ୍ଧ ଲଢ଼ିଥିଲେ ବୋଲି ନଓ୍ବାଜ କହିଛନ୍ତି। କାରଗିଲ୍‌ ଯୁଦ୍ଧରେ ସୈନ୍ୟ ବାହିନୀର କୌଣସି ଦୋଷ ନ ଥିଲା। ଏହି ଯୁଦ୍ଧର ଆରମ୍ଭ କେତେକ ଜେନେରାଲ ଜାଣିଶୁଣି କରିଥିବା ସେ ଅଭିଯୋଗ କରିଛନ୍ତି। ଲଣ୍ଡନରେ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭମେଣ୍ଟ୍‌ର ତୃତୀୟ ରାଲିରେ ସେ ଏହା ପ୍ରକାଶ କରିଛନ୍ତି। ପାକିସ୍ତାନୀ ସୈନ୍ୟଙ୍କୁ ବିନା ଖାଦ୍ୟ ଏବଂ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଲଢ଼ିବାକୁ ପଠାଇ ଦିଆଯାଇଥିଲା। ଏହା ପଛରେ ଜେନେରାଲ ପରଭେଜ୍‌ ମୁଶାରଫ୍‌ଙ୍କ ହାତ ଥିଲା ବୋଲି ସେ କହିଛନ୍ତି। ୧୯୯୯ ଅକ୍ଟୋବର ୧୨ରେ ସେ କ୍ଷମତା ଦଖଲ କରିବା ସହିତ ଦେଶରେ ମାର୍ଶାଲ ଆଇନ ଲାଗୁକରିଥିବା ନେଇ ନଓ୍ବାଜ୍‌ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀ ଭଳି ବିନାଶ ପୃଥିବୀର ଅନ୍ୟ ଅଞ୍ଚଳରେ ମଧ୍ୟ ହେବ: ଡଚ ଭୂକମ୍ପ ବିଶେଷଜ୍ଞ…

କାଏରୋ,୧୩।୨ : ଡଚ ଭୂକମ୍ପ ବିଶେଷଜ୍ଞ ତଥା ବୈ ଜ୍ଞାନିକ ଫ୍ରାଙ୍କ ହୋଗର୍ବେଟ୍ସଙ୍କ ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତୁର୍କୀରେ ଭୂକମ୍ପ ହେବାର କିଛି...

ଆମେରିକାକୁ ଚାଇନା ଦେଖାଇଲା ନାଲି ଆଖି

ବେଜିଂ,୨।୬: ତାଇଓ୍ବାନ ସମ୍ପର୍କରେ ଆମେରିକା ଦେଇଥିବା ମନ୍ତବ୍ୟ ନେଇ ଚାଇନା ନାଲି ଆଖି ଦେଖାଇଛି। ଏଭଳି ମନ୍ତବ୍ୟ ଯୋଗୁ ଚାଇନା ଆମେରିକା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ...

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି...

ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…

ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ...

ପାକିସ୍ତାନର ପେଶାୱରରେ ପୋଲିସ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଡିଏସପି ସମେତ ୩ ପୋଲିସ ମୃତ

ପେଶାୱର,୧୪ ।୧: ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ପାକିସ୍ତାନର ପେଶାୱରରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଏହି...

‘ଉମରାହ’ ଉପରେ ସାମୟିକ କଟକଣା ଜାରି କଲା ସୌଦି

ରିୟାଧ,୨୭।୨: କରୋନା ସଂକ୍ରମଣ ଯୋଗୁ ସୌଦି ଏଠାକୁ ‘ଉମରାହ’ ପାଇଁ ଆସୁଥିବା ମୁସଲମାନ୍‌ ଶ୍ରଦ୍ଧାଳୁଙ୍କ ଉପରେ ସାମୟିକ କଟକଣା ଜାରି କରିଛି। ସ୍ଥିତିରେ ସୁଧାର ନ...

ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି।...

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର...

Advertisement
Archives

Model This Week