ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍ ଥିଲେ ଧୋନୀ
ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ। କିନ୍ତୁ ଯେତେବେଳେ ହୃଦୟ ଆଘାତ ହୁଏ। ସେତେବେଳେ ଶକ୍ତିଶାଳୀ ବ୍ୟକ୍ତି ମଧ୍ୟ ମହମ ପରି…
ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ଫ୍ୟାନ୍ସ୍ଙ୍କୁ କଲା ଭାବୁକ
ମୁମ୍ବାଇ, ୭।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସ୍ମାନେ ଭାବୁକ ହୋଇଯାଇଛନ୍ତି। ରିଲ୍ ଲାଇଫ୍ରେ ଜୀବନ ସଂଘର୍ଷକୁ ଖାତିର କରୁ ନ ଥିବା ସୁଶାନ୍ତ…
କରୋନା ଛଡ଼ାଉଛି ଆଘ୍ରାଣ କ୍ଷମତା
ପ୍ୟାରିସ,୭ା୭: ମହାମାରୀ କରୋନା ଯୋଗୁ ସାରା ବିଶ୍ୱବାସୀ ଦୁର୍ଦ୍ଦଶାରେ ଜିଉଁଛନ୍ତି। ଅଦ୍ୟାବଧି ୧.୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୫ ଲକ୍ଷ ୪୦ ହଜାର ଲୋକଙ୍କ ଜୀବନଗଲାଣି। ହେଲେ ଯେଉଁମାନେ କରୋନାରୁ ଆରୋଗ୍ୟ ହେଉଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ…
ଜାପାନ ବନ୍ୟାରେ ୪୦ ମୃତ
ଟୋକିଓ,୭ା୭: ଜାପାନର ଦକ୍ଷିଣ ଭାଗରେ ତିନିଦିନ ଧରି ପ୍ରବଳ ବର୍ଷା ସହ ବନ୍ୟା ଆସିବା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ନିଖୋଜ ଅଛନ୍ତି। ନଦୀ ପାର୍ଶ୍ୱରେ ଥିବା ଏକ ନର୍ସିଂହୋମ୍ର ୧୪ ଜଣ ବନ୍ୟାଜଳରେ ଭାସିଯାଇଛନ୍ତି।…
ଦାବେନ୍ଦରଙ୍କୁ ପାକ୍ ବ୍ୟବହାର କରୁଥିଲା
ନୂଆଦିଲ୍ଲୀ,୭।୭: ଜମ୍ମୁ-କଶ୍ମୀରର ନିଲମ୍ବିତ ଡିଏସ୍ପି ଦାବେନ୍ଦର ସିଂଙ୍କ ସମେତ ୬ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତ ଶାଖା(ଏନ୍ଆଇଏ) ସୋମବାର ଚାର୍ଜଶିଟ୍ ଦାଖଲ କରିଛି। ଏମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ ବୋଲି ଅଭିଯୋଗ କରାଯାଇଛି। ପାକିସ୍ତାନ ଅଧିକାରୀଙ୍କ ସହ ସିଂ ଯୋଗାଯୋଗ…
ଲକ୍ଡାଉନ ନିୟମ ଉଲ୍ଲଂଘନ ପରେ ରାଜନୈତିକ ବିବାଦ: ଗାଷ୍ଠୀକନ୍ଦଳ, ଏମ୍ପିଙ୍କ ଦୋଷ ଲୁଚାଇବାକୁ କମିଶନରଙ୍କୁ ଟାର୍ଗେଟ
ଭୁବନେଶ୍ୱର,୭।୭(ବ୍ୟୁରୋ): ଭାଜପା ପକ୍ଷରୁ ବିଏମ୍ସି କମିଶନରଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ବିଜେଡି ପଲଟା ଆକ୍ରମଣ କରିଛି। ଭାଜପା ଭୁବନେଶ୍ୱର ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବଂ ଏମ୍ପି ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ଦଳ…
କାମ୍ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ
କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨ ସମ୍ପର୍କୀୟଙ୍କୁ ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ପଶ୍ଚିମବଙ୍ଗର ପୂର୍ବ…
ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି
ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍ଲାଇନ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଶେଷବର୍ଷ ପରୀକ୍ଷା କରାଇବା ବାଧ୍ୟତାମୂଳକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…
ବିଏମ୍ସିର ମଲ୍ ପ୍ରେମ ଅଭିଯୋଗ ଆଣିଲା ଭାଜପା
ଭୁବନେଶ୍ୱର,୭।୭(ବ୍ୟୁରୋ): ସର୍ବସାଧାରଣ ଜମିକୁ ଏକ ଘରୋଇ ମଲ୍ ହାତକୁ ବିଏମ୍ସି ଟେକିଦେଇଛି। ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପି ଦେବାକୁ ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧାରୀ ଚେଷ୍ଟା କରୁଥିବା ଭାଜପା ନେତା ବାବୁ…
ସେନାକୁ ଶ୍ରେୟଦେଲା କଂଗ୍ରେସ
ନୂଆଦିଲ୍ଲୀ,୭।୭: ଶେଷରେ ଚାଇନା ସୈନ୍ୟ ଏଲ୍ଏସିରୁ ୨ କିଲୋମିଟର ପଛକୁ ହଟିଛି। ଏଥିଲାଗି ସବୁ ଶ୍ରେୟ ଭାରତୀୟ ସେନାକୁ ଦେଇଛି କଂଗ୍ରେସ। ପୂର୍ବ ଲଦାଖରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଟିଙ୍କୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ପିଏଲ୍ଏ…
୨ ସୀମାନ୍ତ ପୋଷ୍ଟ ହଟାଇଲା ନେପାଳ
ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି। ଏହି ସୀମାନ୍ତ ପୋଷ୍ଟରେ ନେପାଳ ସଶସ୍ତ୍ର ପ୍ରହରି (ଏନ୍ଏସ୍ପି) ଜଗିରହିଥିଲେ। ଭାରତ ବିରୋଧୀ ମନୋଭାବ…
ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା
ଇସ୍ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ଆଇସୋଲେଶନରେ ରହିଥିଲେ। ଗତ ଶୁକ୍ରବାର ପାକ୍ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶିଙ୍କଠାରେ…
Archives


