Home Left

ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର

କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। କଳା ପ୍ରଦର୍ଶନ କରିବାକୁ ଦେଶ ଏବଂ ବିଦେଶର କୋଣ ଅନୁକୋଣକୁ ଯାଇଥାନ୍ତି। ଏହି ଶିଖରରେ…

ତ୍ୱଚାକୁ ଗ୍ଲୋ କରିବ କଖାରୁ

କଖାରୁରେ ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ ବ୍ୟବହାର କରି କିପରି ସୁନ୍ଦର ଆଉ ଗ୍ଲୋଇଂ ସ୍କିନ୍‌ ପାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ… ଖଣ୍ଡ ଛୋଟ କଖାରୁକୁ ଭଲଭାବେ ପେଷ୍ଟ କରି ସେଥିରେ ୨ ବଡ଼ ଚାମଚ ଦହି…

ଦରମା ମାଗିବାରୁ ଯୁବତୀଙ୍କ ପଛରେ କୁକୁର ଛାଡ଼ିଲେ ମାଲିକ

ନୂଆଦିଲ୍ଲୀ, ୭।୭: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସଞ୍ଚିତ ଥିବା ଟଙ୍କା ସରିବାରେ ଲାଗିଛି। ଦିଲ୍ଲୀରେ ଜଣେ ଯୁବତୀ ସେ କାମ କରୁଥିବା ମାଲିକଙ୍କୁ ଦରମା ମାଗିଥିଲେ। ମାଲିକ ଯୁବତୀଙ୍କୁ ପ୍ରଥମେ ଶାରୀରିକ ସମ୍ପର୍କ…

ବତକ ରାସ୍ତା ପାର୍‌ କରିବା ପାଇଁ ଅଟକିଲା ଟ୍ରାଫିକ୍‌

ଆଜିକାଲି ସ୍ବାର୍ଥପର ଦୁନିଆରେ କେହି କାହାକୁ ସହାୟତା କରିବା ବଡ ମୁସ୍କିଲ କାମ ବୋଲି ଧରାଯାଏ। କିନ୍ତୁ ଆଜିବି ଅନେକ ଲୋକ ଅଛନ୍ତି, ଯିଏ କି ନିଜ ମାନବିକତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥାନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଏମିତି ଘଟଣା…

ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ। – ଏହି ଆସନ କରିବା ପାଇଁ ପ୍ରଥମେ ଫ୍ଲେଙ୍କ୍‌ ପୋଜ୍‌ କରନ୍ତୁ। – ଧୀରେ ଧୀରେ ଡାହାଣ…

ମୁଡ୍‌ ରହିବ ଠିକ୍‌…

କରୋନା କଟକଣାରେ ମହିଳାମାନେ ଘରେ ରହି ବିଭିନ୍ନ ପ୍ରକାରର କାମର ଚାପରେ ଚିନ୍ତିତ ହୋଇ ପଡୁଛନ୍ତି। ଫଳରେ ଧୀରେ ଧୀରେ ଅନେକଙ୍କ ଶରୀର ମଧ୍ୟ ଅସୁସ୍ଥ ହେଉଛି। ହେଲେ ଏ ପରିସ୍ଥିତିରେ କିଛି ଖାଦ୍ୟ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରିବ……

ଗରିବଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ଏହି ବୃଦ୍ଧ ଦମ୍ପତି

କେରଳର ଥ୍ରିସୁରର ଥଙ୍ଗାଲୁରୁରେ ଜଣେ ବୃଦ୍ଧ ଦମ୍ପତି ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାଟି ଭର୍ଗିସ୍‌(୮୦ ବର୍ଷ)ଏବଂ ଫିଲୋମେନା ନିଜ ଜମିରେ ଘର ନିର୍ମାଣ କରୁଛନ୍ତି। ୫ଟି ଗରିବ ପରିବାରକୁ ଦାନ ଦେବା ପାଇଁ ସେ ଏହି ଘର ନିର୍ମାଣ…

ବାସନରୁ ଦୂରାନ୍ତୁ ଗନ୍ଧ

ବେଳେବେଳେ ରୋଷେଇ କରିବା ପରେ ବାସନରେ ଗନ୍ଧ ରହିଯାଇଥାଏ। ଏହି ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ହେଉଥିବା ପାତ୍ରରେ ତିନି ଚାରି କପ୍‌ ପାଣି ଦେଇ ସେଥିରେ କିଛି ଡାଳଚିନି ଗୁଣ୍ଡ କିମ୍ବା ଖଣ୍ଡ…

ଏହି ଖେଳାଳିଙ୍କୁ ନିଜ ଜର୍ସି ଦେଇ ଧୋନୀ ନେଇଥିଲେ ଅବସର

କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମ.ଏସ ଧୋନୀ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ସାଥୀ ଡ୍ବେନ ବ୍ରାଭୋ ତାଙ୍କ ଜନ୍ମଦିନରେ ଏକ ଗୀତ ରିଲିଜ କରି ଉପହାର ଦେଇଥିବାବେଳେ ସୁରେଶ ରାଇନା ଏକ…

କଟକଣାରେ ୱେଡ୍‌ଲକ୍‌

ବାହାଘର। ସମସ୍ତଙ୍କ ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ଉତ୍ସବ। ଏକଥା ଉଠିବା ମାତ୍ରେ ମନକୁ ଚାଲିଆସେ ଏକ ସୁନ୍ଦର ଭବ୍ୟ ଆୟୋଜନଭରା ବିଶାଳ ସେଲିବ୍ରେଶନ୍‌। ଖାସ୍‌ କରି କୁଆଁରୀ ଝିଅଟିଏ ପାଇଁ ଏହା ଦ୍ୱିତୀୟ ଜୀବନର ଅୟମାରମ୍ଭ। ଦ୍ୱିତୀୟ ଜୀବନର ଏହି…

ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରୁଛି ଚାଇନା

କାଠମାଣ୍ଡୁ, ୭।୭: ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା ସୃଷ୍ଟି କରିବା ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଚାଇନାର ସ୍ବୟଂସେବୀ ଶିକ୍ଷକ ନେପାଳୀ ପିଲାଙ୍କ ମନରେ ଭାରତ ବିରୋଧୀ ବିଷମଞ୍ଜି ବୁଣୁଛନ୍ତି। ନେପାଳର ୧୩୬ ସ୍କୁଲରେ ଚାଇନା…

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri