ଅନ୍ୟର ଭୁଲ ବଦଳାଇ ଦେଲା ଭାଗ୍ୟ: ଜିତିଲେ ୯ କୋଟି ଟଙ୍କା
ବେଳେ ବେଳେ ଭୁଲ ଅନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆମେରିକାର ମିଚିଗନ ଶହରର ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଲଟେରି କ୍ଲର୍କ ଏକ ଭୁଲ ଲଟେରି ଟିକଟ ଦେଇଦେଲେ। ଏବେ ଏହି ଭୁଲ ଟିକେଟରେ ବ୍ୟକ୍ତି ଜଣଙ୍କ…
କେନ୍ଦୁଝରରେ ପୁଣି ୧୦ କରୋନା ପଜିଟିଭ୍ ଚିହ୍ନଟ: ୮ ରହିଛନ୍ତି ସ୍ଥାନୀୟ ଅଞ୍ଚଳର
କେନ୍ଦୁଝର,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ସେମାନେ ପୂର୍ବରୁ କରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥବା ଜଣାପଡ଼ିଛି।…
ଦୁଇ ହାତୀ ଛୁଆଙ୍କ ମଧ୍ୟରେ ଲଢେଇ
ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହଁରେ କନା ଗୁଡାଇ ବୁଲୁଛି ତ ଆଉବେଳେ ବାଘ ମଣିଷ ଭିତରେ ଥିବା ଭଲ ପାଇବାର ସମ୍ପର୍କ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ…
ପାରିବାରିକ କଳହର କରୁଣ ପରିଣତି : ଦୁଇ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ପବିତ୍ରନଗର,୧୬।୭(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା…
ବାର୍ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଏମ୍ଡବ୍ଲ୍ୟୁ କାର୍ ଜବତ, ୬ ଗିରଫ
ଖୋର୍ଦ୍ଧା ଅଫିସ,୧୬ା୭: ଜଣେ ବାର୍ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା ପୋଲିସ ଗୁରୁବାର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ମିକୁ ଓରଫ୍ ମୃତ୍ୟୁଞ୍ଜୟ ନାୟକ, ସାନଭାଇ ଚିକୁ ଓରଫ୍ ଧନଞ୍ଜୟ ନାୟକ, ନୂଆପଲ୍ଲୀ ବେହେରାବସ୍ତିର…
ମାନିନେଲେ ପାକିସ୍ତାନ ସରକାର
ନୂଆଦିଲ୍ଲୀ,୧୬।୭: ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଦ୍ୱିତୀୟ କନସୁଲାର ଆକ୍ସେସ ଦେକାବୁ ଶେଷରେ ରାଜି ହୋଇଛନ୍ତି ପାକିସ୍ତାନ ସରକାର। କୁଳଭୂଷଣଙ୍କ ମାମଲାରେ ଭାରତ ଯୁକ୍ତି ବିହିନ କନ୍ସୁଲାରର ଆକ୍ସେସ ପାକିସ୍ତାନଠାରୁ ଚାହୁଁଥିଲା। ଆଉ ଶେଷରେ ଏହାକୁ ପାକିସ୍ତାନ…
କୋଭିଡ ନିୟମ ଉଲ୍ଲଂଘନ, ଦାରିଙ୍ଗବାଡ଼ିର ଚାରିଛକରେ ତେଜରାତି ଦୋକାନ ସିଲ୍
ଦାରିଙ୍ଗବାଡ଼ି,୧୬।୭(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଚାରିଛକଠାରେ କୋଭିଡ ନିୟମ ଉଲ୍ଲଂଘନ ହୋଇଛି। ଏନେଇ ଗୁରୁବାର ଏକ ତେଜରାତି ଦୋକାନକୁ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ନିତିସ କୁମାର ତ୍ରିପାଠୀ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ୍ କରିଦେଇଛନ୍ତି । ପରବର୍ତ୍ତୀ ସମୟରେ କନ୍ଧମାଳ ଜିଲାପାଳଙ୍କ…
କରୋନା ପ୍ରୋଟୋକଲ୍ ଉଲ୍ଲଂଘନ କରି ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଆର୍ଚର
ମାଞ୍ଚେଷ୍ଟର,୧୬।୭(ପି.ଟି.): ଗୁରୁବାରଠାରୁ ଆରମ୍ଭ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବାଦ୍ ପଡିଛନ୍ତି। ଦଳର ଜୈବ ନିରାପତ୍ତା ନିୟମ ବା ପ୍ରୋଟୋକଲର ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଏବେ…
କରୋନା ରୋଗୀଙ୍କ ମେଡିକାଲ ବିଲ୍ ଆସିଲା ୧ କୋଟି ୫୨ ଲକ୍ଷ
କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ ପ୍ରାଇଭେଟ୍ ହସ୍ପିଟାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଏମିତିରେ ଦୁବାଇର ଏକ ପ୍ରାଇଭେଟ ହସ୍ପିଟାଲରେ…
‘କଭି ଅଲବିଦା ନା କେହେନା’
ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ। ତାଙ୍କୁ ପୋଲିସ ସେବା ଭବନରେ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅପରାହ୍ନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଗରିକା ସହଯୋଗ ପାଇଁ ପୋଲିସ ଅଧିକାରୀ, ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି।…
ଧାମନଗର ଏନ୍ଏସି ୩ ଦିନ ଶଟ୍ଡାଉନ୍, ଜାଣନ୍ତୁ ଏସବୁ ସେବା ଚାଲୁ ରହିବ
ଧାମନଗର,୧୬ା୭(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବାକୁ ଧାମନଗର ଏନ୍ଏସିକୁ ୩ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସକାଳ ୫ଟାରୁ ଏହି ଶଟ୍ଡାଉନ୍ ଆରମ୍ଭ…
ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀ ଅମିତ ଶାହଙ୍କୁ ଲେଖିଲେ ଏମିତି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସୋସିଆଲ ମିଡିଆରେ ଟ୍ରୋଲ୍ର ଶିକାର ହୋଇଥିବା ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ରିୟା କିଛି ମିନିଟ୍ ପୂର୍ବରୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ…
Archives


