Posted inଫୁରସତ

ଦୀପାବଳି ପୂର୍ବରୁ ମହିଳା କିଣିଲେ ଚକୋଲେଟ୍‌: ପ୍ୟାକେଟ୍‌ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ଭାରତରେ ଦୀପାବଳି ସମୟରେ ଲୋକମାନେ ପରସ୍ପର ପାଇଁ ଉପହାର କିଣିଥାନ୍ତି। ଏହି ଅବସରରେ ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ମିଠା କିମ୍ବା ଚକୋଲେଟ ଉପହାର ରୂପେ ଦେବାକୁ ପସନ୍ଦ କରିଥାନ୍ତି। ତେବେ ଚକୋଲେଟକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ କିଣିବା ପୂର୍ବରେ ଜଣେ ବ୍ୟକ୍ତି ୧୦ ଥର ଭାବିବ।
ୟୁକେର ୨୯ ବର୍ଷୀୟା ମହିଳା ଏମା ହୁଟ୍ଟୋ ଖାଇବା ପାଇଁ ରାସନ ଦୋକାନରୁ ଏକ ଚକୋଲେଟ କିଣିଥିଲେ। ଏହାକୁ ଖୋଲିବା ପରେ ଚକୋଲେଟରେ କିଛି ଧଳା ଧଳା ସେ ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ପରେ ଏମାଙ୍କ ହାତରୁ ଚକୋଲେଟର କିଛି ଖଣ୍ଡ ତଳେ ପଡ଼ିଯାଇଥିଲା। ସେଥିରେ ପୋକ ଚାଳୁଥିବା ହେଉଥିବା ସେ ଦେଖିଥିଲେ। ଚକୋଲେଟ ଉପରେ ପୋକର ଅଣ୍ଡା ମଧ୍ୟ ସାଲୁବାଲୁ ହୋଇଥିଲା। ତେବେ ଉକ୍ତ ଚକୋଲେଟକୁ ଏମା କିଣିବା ପୂର୍ବରୁ ତାହା ସମ୍ପୂର୍ଣ୍ଣ ରୂପେ ସିଲ୍‌ ହୋଇଥିଲା। ଚକୋଲୋଟର ସମାପ୍ତି ତାରିଖ ମଧ୍ୟ ଶେଷ ହୋଇ ନ ଥିଲା। ତେଣୁ ଏନେଇ ଏମା ଉକ୍ତ ଚକୋଲେଟ କମ୍ପାନୀ ନାମରେ ଅଭିଯୋଗ କରିଥିଲେ। ଏହାପରେ ସମସ୍ତ ଚକୋଲେଟର ପ୍ୟାକେଟକୁ ଜବତ କରାଯାଇ ଯାଞ୍ଚ କରାଗଲା। ଏ ନେଇ କମ୍ପାନୀ ଏମାଙ୍କୁ କ୍ଷମା ମାଗିବା ସହ ୧୦ ୟୁରୋ ତାଙ୍କୁ ଦେଇଥିଲେ। ତେବେ ଏମା ଜୀବନରେ ଆଉ କେବେ ଚକୋଲେଟ କିଣିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ...

ଆଗ୍ନେୟଗିରିରୁ ଉଦ୍‌ଗିରଣ ହେଉଛି ଘନନୀଳ ରଙ୍ଗ ଲାଭା: ଲୋକେ ଆତଙ୍କିତ

ଜାକର୍ତ୍ତା, ୧୩।୭: ଇଣ୍ଡୋନେସିଆର ଏକ ଆଗ୍ନେୟଗିରିରୁ ଘନନୀଳ ରଙ୍ଗର ଲାଭା ଉଦ୍‌ଗିରଣ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି...

ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି, ଫୋନ୍‌ ବି ହେବ ଚାର୍ଜ

ବିଜ୍ଞାନ ଯେଉଁସ୍ତରରେ ଅଗ୍ରଗତି କରୁଛି ତାହାର ନମୁନା ପୁଣି ଥରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏପରି ଏକ ଯନ୍ତ୍ର ବାହାର କରିଛନ୍ତି, ଯାହାକୁ ପିନ୍ଧି ଯେକୌଣସି...

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ...

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

ହସ୍ପିଟାଲକୁ ୫୦,୦୦୦ ମାସ୍କ ଦାନ କଲା ଏକ କମ୍ପାନି

ସ୍ବିଡେନ୍‌ର ସରକାରୀ ହସ୍ପିଟାଲ (ଗୋଥେନ୍‌ବର୍ଗସ୍ଥିତ ସାହଲଗ୍ରେନ୍‌ସ୍କା ବିଶ୍ୱବିଦ୍ୟାଳୟ)କୁ ଏକ ଆସବାବପତ୍ର କମ୍ପାନି ୫୦,୦୦୦ ମାସ୍କ ଦାନ କରିଛି। ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ...

Advertisement


Archives

Model This Week