କରୋନାରୁ ମୁକ୍ତି ପାଇବା ପାଇଁ ପବ୍ ମାଲିକ ବାର୍ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ
କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ଅଣଦେଖା କରୁଛନ୍ତି। ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ,…
ଯୋଗୀଙ୍କ ବାସଭବନରେ ପହଞ୍ଚିଲା କରୋନା
ଲକ୍ଷ୍ନୌ,୧୬।୭: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦିନକୁ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା କବଳରୁ ସାଧାରଣ…
ପ୍ଲାଜ୍ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର
ବେଙ୍ଗାଲୁର, ୧୬।୭: ପ୍ଲାଜ୍ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ପ୍ଲାଜ୍ମା ଥେରାପିରେ ଚିକିତ୍ସା କରାଯିବ। ତେବେ ପ୍ଲାଜ୍ମା ଦାନ କରୁଥିବା…
ରଣବୀର କପୁରଙ୍କୁ କାମୁଡ଼ିଲା ପୋଷା କୁକୁର: ଯିବାକୁ ପଡିଲା ମେଡିକାଲ
ରଣବୀର କପୁରଙ୍କ ପଶୁମାନଙ୍କ ପ୍ରତି ଭଲ ପାଇବା ଲୁଚା ଛପା ନୁହେଁ। ତାଙ୍କ ଘରେ ଅନେକ କୁକୁର ଏବଂ ବିଲେଇ ଅଛନ୍ତି। ଯାହାଙ୍କ ଫଟୋ ଅନେକ ସମୟରେ ସୋସିଆଲ ମଡ଼ିଆରେ ଭାଇରାଲ ହୋଇଥାଏ। ତେବେ ରଣବୀରଙ୍କୁ ନେଇ ଏପରି ଏକ ଖବର…
୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ
ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି ସାଇକେଲ ଚଳାଇ ପିତାଙ୍କୁ ଲକ୍ଡାଉନ୍ ସମୟରେ ଘରକୁ ଆଣିଥିଲେ। ସେ ଗୁଡଗାଓଁ ରୁ ପିତାଙ୍କୁ…
ରିୟାଙ୍କୁ ମିଳୁଛି ବଳାତ୍କାର ଏବଂ ହତ୍ୟାର ଧମକ: ପୋଷ୍ଟ ଶେୟାର କରି ରଖିଲେ ଏଭଳି ଜବାବ
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ ଏକପ୍ରକାର ସ୍ପଷ୍ଟ କରିଛି। ହେଲେ ଏହାକୁ ମାନିବାକୁ ପ୍ରଶଂସକ ଏକ ପ୍ରକାର ନାରାଜ। ଘଟଣାକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ ସେମାନେ ପ୍ରେମିକା…
ପିଲା ବେଳର ଫଟୋ ଶେୟାର କରି ବାପାଙ୍କ ପାଇଁ ଏଭଳି କହିଲେ ସାରା
ମୁମ୍ବାଇ: ଚଳିତ ଦିନରେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ବେଳେ ପ୍ରାୟ ସମୟରେ ଇନ୍ଷ୍ଟାଗ୍ରାମରେ ନିଜର ପୁରୁଣା ଦିନକୁ ମନେପକାଇ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ବଲିଉଡ୍ ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାଁ…
ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି କାଳିଚରଣଙ୍କ ଶିବତାଣ୍ଡବ ସ୍ତୋତ୍ର ପାଠ: ଶୁଣିଲେ ଟାଙ୍କୁରି ଉଠିବ ଲୋମ…
ଚାଲିଛି ଶ୍ରାବଣ ମାସ। ପ୍ରଭୁ ଶିବଙ୍କ ପ୍ରୀୟ ମାସ। ଏହି ମାସରେ ଭକ୍ତମାନେ ଶିବଙ୍କୁ ଆରାଧନା କରିବା ପାଇଁ ପ୍ରତ୍ୟେକ ସୋମବାର ପବିତ୍ର ପୁଷ୍କରିଣୀର ଜଳ ଆଣି ଶିବଲିଙ୍ଗରେ ଢ଼ାଳିଥାନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ନିରାଶ ହେବାକୁ…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା: ସଙ୍ଗୀତା ସମସ୍ତଙ୍କ ପାଇଁ ଉଦାହରଣ ଟୁଇଟ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଶିକ୍ଷୟିତ୍ରୀ ତଥା କରୋନା ଯୋଦ୍ଧା ସଙ୍ଗୀତା ପାଣିଗ୍ରାହୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ କରି କହିଛନ୍ତି ଯେ, କୋଭିଡ ଯୁଦ୍ଧରେ ଆଗଧାଡ଼ିର…
ହାଇକୋର୍ଟ ଗଲେ ପାଇଲଟ
ଜୟପୁର,୧୬।୭: ରାଜସ୍ଥାନ ରାଜନୀତିରେ ସଙ୍କଟ ଲାଗି ରହିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ପରେ ଏବେ ସେଠାରେ ରାଜନୀତି ଭିନ୍ନ ମୋଡ ନେଇଛି। ତେବେ ସଚିନଙ୍କ ସମେତ ୧୮ ବିଧାୟକ ଏବେ ହାଇକୋର୍ଟ ଯାଇଥିବା ଜଣାପଡିଛି। ବାଚସ୍ପତିଙ୍କ ନୋଟିସକୁ…
ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ
ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ ବାରି…
ମିସ୍ କଲ୍ରୁ ପ୍ରେମ, ପରେ ଥାନା; ଶେଷରେ ମନ୍ଦିରରେ ପହଞ୍ଚିଲା ଏହି ପ୍ରେମକାହାଣୀ
ମିରଟ: ମିସ୍ କଲରୁ ସୃଷ୍ଟି ହୋଇଥିଲା ପ୍ରେମ। ପରେ ଘଟଣା ପହଞ୍ଚିଥିଲା ଥାନାରେ। ପ୍ରାୟ ୩ ବର୍ଷ ପ୍ରେମସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ବିବାହ କରିଦେବାକୁ ମନା କରିବାରୁ ପ୍ରେମିକା ଜଣକ ହଙ୍ଗାମା କରିଥିଲେ। ଫଳରେ ମାମଲା ଥାନାକୁ ଯାଇଥିଲା। ପୋଲିସ…
Archives


