ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଏହି ବ୍ୟବସାୟୀ
କଟକ ଅଫିସ,୧୬ା୭: କରୋନା ମହାମାରୀ ଆରମ୍ଭ ହେବା ସମୟରେ ନିଜର ସୁରକ୍ଷା ପାଇଁ ଲୋକେ ମୁହଁରେ ଯେଉଁ ମାସ୍କ ପିନ୍ଧୁଥିଲେ, ତାହା ଏବେ ଫ୍ୟାଶନର ରୂପ ନେଲାଣି। ବଜାରରେ ଏବେ ଅନେକ ଅଭିନବ ଓ ଆକର୍ଷଣୀୟ ରୂପର ମାସ୍କ ମିଳୁଛି। କିନ୍ତୁ…
ନ୍ୟାୟ ପାଇଁ ଗଛରେ ଚଢ଼ିଲେ ମହିଳା
ଛିନ୍ଦବାଡା, ୧୬।୭- ନ୍ୟାୟ ନ ପାଇବାରୁ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଛିନ୍ଦାବାଡା ଜିଲା ପରାସିଆ ତହସିଲ ପରିସରରେ ଦେଖିବାକୁ ମିଳିଛି। ଶେଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ବହୁକଷ୍ଟରେ ମହିଳାଙ୍କୁ ଗଛରୁ ଓହ୍ଲାଇବାରେ…
ଲକ୍ଡାଉଡ୍ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ
କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରିରହିଛି। କେତେକ ସ୍ଥାନରେ ଲକ୍ଡାଉନ୍ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍ଡାଉନ୍ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍ଡାଉନ୍ ନିୟମ ନ…
ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତି ଦଳରୁ ବାଦ୍ ପଡ଼ିଥିବା ୪ ଭାରତୀୟ ଖେଳାଳି
ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ ପରିଶ୍ରମ କରିଥାନ୍ତି। ତେବେ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପରେ ଜାତୀୟ ଦଳ…
ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ
ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍ ମ୍ୟାକ୍ସଓ୍ବେଲ ଓ ଉସ୍ମାନ ଖ୍ବାଜାଙ୍କୁ ସାମିଲ କରାଯାଇଛି। ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍କୁ…
କାର୍ ନମ୍ବର କୋଭିଡ୍-୧୯
୨୦୨୦ ସବୁଠାରୁ ଖରାପ ବର୍ଷ କହିଲେ କିଛି ଭୁଲ ହେବ ନାହିଁ। କାରଣ ଏହି ବର୍ଷ କରୋନା (କୋଭିଡ୍-୧୯) ସଂକ୍ରମଣ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। କରୋନା ବା…
କଂଗ୍ରେସର ଲଢ଼େଇ ଏଭଳି ଚିନ୍ତାଧାରା, ଅନ୍ୟାୟ ବିରୋଧରେ: ରାହୁଲ
ଭୋପାଳ,୧୬।୭: ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ଜମିକୁ ଖାଲି କରିବାକୁ ଯାଇଥିବା ପୋଲିସର ବର୍ବରକାଣ୍ଡକୁ ନେଇ ଚାରିଆଡୁ ପ୍ରତିକ୍ରିୟା ମିଳୁଛି। ଏହି କ୍ରମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ମତ ରଖିଛନ୍ତି। ତାଙ୍କର ଲଢ଼େଇ ଏଭଳି ଚିନ୍ତାଧାରା ଏବଂ…
ଅଧିକ ବିୟର ପିଉଛନ୍ତି କି … ଭାଙ୍ଗିଯାଇପାରେ ପିତା ହେବାର ସ୍ବପ୍ନ
ବର୍ତ୍ତମାନର ସମୟରେ ଯୁବପିଢ଼ୀ ବିୟର ପିଇବାକୁ ଭଲ ପାଆନ୍ତି। ଏହି ଅଭ୍ୟାସ ସେମାନଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ। ଅଧିକ ପରିମାଣର ବିୟର ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏକ ଗବେଷଣାରେ ଏହା ଦାବି କରାଯାଇଛି ଯେ, ବହୁ ପରିମାଣରେ…
ବିନା ଟାୟାରରେ ଚଲାଇଲେ କାର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଡ୍ରାଇଭିଂ ଶିଖୁଥିଲେ ଟାୟାର ବଦଳାଇବା ମଧ୍ୟ ଶିଖିଯାଆନ୍ତୁ। ନ ହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମିତି କିଛି ମେଲବର୍ଣ୍ଣର ଜଣେ ଯୁବକଙ୍କ ସହ ଘଟିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜୁଲାଇ ୧୪ରେ ୟାରା ରୋଡ୍ରେ ଏକ କାର ଯୋଗୁ ରାସ୍ତା…
ଧକ୍ ଧକ୍ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି
ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ଧକ୍ଧକ୍ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ ନ ଥିଲେ ବି ତାଙ୍କ ପ୍ରଶଂସକ ଏବେ ବି କମ୍ ନାହାନ୍ତି। ସ୍ବାମୀ ଡାକ୍ତର…
୪୭ ବର୍ଷରେ ପଦାର୍ପଣ କଲେ ସନ୍ ପୋଲକ୍
ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍ରାଉଣ୍ଡର ସନ୍ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ବିବେଚନା କରାଯାଏ। ନିଜର ଲାଇନ୍ ଓ ଲେନ୍ଥ…
କରୋନା କାଳରେ ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏପରିସ୍ଥଳେ ନିଜକୁ ସୁରକ୍ଷିତ ରଖିବା ପାଇଁ…
Archives


