Home Left

୧୧୨ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମାତ୍ର ୨ ନର୍ସ

ବେଙ୍ଗାଲୁରୁ,୧୯।୭: କର୍ନାଟକରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବେଙ୍ଗାଲୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ୨୨ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବଢୁଥିବା ମାମଲା ମଧ୍ୟରେ ରାଜ୍ୟର ଜଣେ ମନ୍ତ୍ରୀ ହଠାତ୍‌ ରାତିରେ କେସି ଜେନେରାଲ…

ତହସିଲଦାରଙ୍କୁ ଆକ୍ରମଣ ମହଙ୍ଗା ପଡିଲା : ଜେଲ ଗଲେ ଅଧ୍ୟାପକ

ବାଲିଗୁଡା,୧୯ା୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚତ୍ ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିଗୁଡା…

ଚରିତ୍ରକୁ ସନ୍ଦେହ କରି ଝିଅକୁ ପିଟି ପିଟି ମାରିଦେଲା ବାପା

ବେମେତରା, ୧୯।୭: ଝିଅର ଚରିତ୍ରକୁ ସନ୍ଦେହ କରି ଜଣେ ବାପା କେତେ ହିଂସ୍ରରୂପ ଧାରଣ କରିବାରେ ତାହା ଛତିଶଗଡ଼ର ବେମେତରା ଜିଲାରେ ଦେଖିବାକୁ ମିଳିଛି। ବେମେତରାର ନାନ୍ଦଲ ଗ୍ରାମର ହରିଶଙ୍କର ସାହୁ କିଛିଦିନ ହେବ ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅର…

ଏହି ବ୍ୟାଙ୍କର ପାଉଛନ୍ତି ସର୍ବାଧିକ ଦରମା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୧୯।୭: ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ବେତନ ପାଇଥିବା ବ୍ୟାଙ୍କ୍‌ରଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ। ଗତ ବର୍ଷ ତୁଳନାରେ ତାଙ୍କ ଦରମା ଏବଂ ଅନ୍ୟାନ୍ୟ ମିଶିକି ୨୦୧୯-୨୦ ଆର୍ଥିକ ବର୍ଷରେ ୩୮ ପ୍ରତିଶତ…

କାତପଡ଼ା, ହଳଦିଆପଡ଼ା ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌

କଣାସ,୧୯ା୭(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କାତପଡ଼ା ଓ ହଳଦିଆପଡା ଗ୍ରାମରେ ରବିବାର ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଉକ୍ତ ଦୁଇ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଚିହ୍ନଟ…

ନାବାଳିକା ଅପହରଣ କରିନେଇଥିଲେ ଏହି ଯୁବକ, ଆଉ ତା’ପରେ

ଅମୃତସର,୧୯।୭: ପଞ୍ଜାବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏକ ଫଟୋରେ ଜଣେ ଯୁବକ ଗଛରେ ବନ୍ଧା ହୋଇଥିବା ଦେଖାଯାଇଛି। ବ୍ୟକ୍ତିଙ୍କ ବେକରେ ଜୋତାର ମାଳ ପଡିଛି। ଗ୍ରାମବାସୀ ଯୁବକଙ୍କୁ ଘେରି ରହିଛନ୍ତି। କୁହାଯାଉଛି ଯେ ଏହି ଯୁବକ ଜଣେ ନାବାଳିକାଙ୍କୁ…

ଦେଶରେ ସାଇକେଲ୍‌ର ପଡିପାରେ ଅଭାବ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି। ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଲୋକ କାମଧନ୍ଦା ନ ପାଇଁ ଭୋକ ଉପାସରେ…

ଜମିରେ ପଶିବାରୁ ଓଟର ଦୁଇ ଗୋଡ଼ କାଟି ମାରିଦେଲେ

ଚୁରୁ, ୧୯।୭- ପଶୁଙ୍କ ପ୍ରତି ମଣିଷର କ୍ରୁରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକି ମାନବିକତାକୁ ଲଜ୍ଜିତ କରିଛି। ମରୁଭୂମିର ଜାହାଜ ଭାବେ ପରିଚିତ ଗାଟିଏ ଓଟ ଜମିରେ ପଶିବାରୁ କିଛି ଲୋକ ଏହାର ଦୁଇଟି ଯାକ ଆଗ…

କରୋନା ନେଲା ଏହି ପ୍ରଖ୍ୟାତ ଅଭିନେତାଙ୍କ ଜୀବନ

କରୋନାରେ ପ୍ରସିଦ୍ଧ କନ୍ନଡ ଅଭିନେତା ହୁଲିଭାନ ଗଙ୍ଗାଧରାୟାଙ୍କର ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ ହସ୍ପିଟାଲ ତାଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟ ଓ…

ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରାଯାଇଛି। ତେବେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କିଛିଟା…

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ। ବର୍ତ୍ତମାନ ପାଇଁ ସରକାର ଲକ୍‌ଡାଉନ୍‌ ଯୋଗୁ ଅର୍ଥନୀତିରେ ହୋଇଥିବା…

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତାମିଲନାଡ଼ୁର ଏହି କ୍ରିକେଟର୍‌ ଅନ୍ତର୍ଜାତୀୟସ୍ତରରେ କିନ୍ତୁ ପ୍ରଦର୍ଶନର ଛାପ ଛାଡ଼ିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri