ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହତ୍ୟା

ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ‘ଥେନମୋଝି ବିଏ’ରେ ଖଳନାୟ ଚରିତ୍ରରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ୪ଜଣ ସନ୍ଦିଗ୍ଧ ଥିବା ଦେଖିବାକୁ ମିଳୁଛି। ଏହାକୁ କେନ୍ଦ୍ରକରି ପୋଲିସ ଘଟଣାର ତଦନ୍ତ ଚଳାଇଛି।
ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଲଭାରାଥିନମ ଶନିବାର ଶୁଟିଂ ପାଇଁ ସେଟ୍‌କୁ ଯାଇ ନ ଥିଲେ। ବନ୍ଧୁ ମଣିଙ୍କ ସହ ଜଣେ ସହାୟକ ନିର୍ଦ୍ଦେଶକଙ୍କ ନିକଟକୁ ସେ ଯାଇଥିଲେ। ରବିବାର ସକାଳେ ଏକ ଫୋନ୍‌ କଲ୍‌ ଆସିବାରୁ ସେ ଘରୁ ଚାଲିଯାଇଥିଲେ। କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
ସେଲଭାରାଥିନମ ଗତ ୧୦ ବର୍ଷ ଧରି ଭାରତରେ ରହୁଥିବା ଶ୍ରୀଲଙ୍କା ଶରଣାର୍ଥର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…

ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ...

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ...

ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ...

ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା...

‘ମୁଁ ବାପା ହେବାକୁ ଯାଉଛି’

ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍‌ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ...

ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍‌ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍‌ ଏକ ବିନ୍ଦାସ...

ଦ ଜୋୟା ଫ୍ୟାକ୍ଟର: ସୋନମ କପୁର ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌...

୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି।...

Advertisement
Archives

Model This Week