ସ୍କିନ୍‌ଟୋନ୍‌ ଅନୁସାରେ ଲିପ୍‌ଷ୍ଟିକ୍‌

ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ ମେକ୍‌ଅପ୍‌ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଲିପ୍‌ଷ୍ଟିକ୍‌ ଯଦି ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ ନ କରେ ତେବେ ସୁନ୍ଦର ମେକ୍‌ଅପ୍‌ ବି ଲାଗିଥାଏ ଖରାପ। ତେଣୁ ନିଜ ସ୍କିନ୍‌ଟୋନ୍‌ ଅନୁସାରେ କିପରି ଲିପ୍‌ଷ୍ଟିକ୍‌ ବ୍ୟବହାର କଲେ ଆକର୍ଷଣୀୟ ଲୁକ୍‌ ପାଇପାରିବେ ଜାଣି ରଖନ୍ତୁ ଟିପ୍ସ…

– ଯଦି ଆପଣଙ୍କ ସ୍କିନ୍‌ଟୋନ୍‌ ନ୍ୟୁଟ୍ରାଲ୍‌ ଅର୍ଥାତ୍‌ ଅଧିକ ଗୋରା କିମ୍ବା କଳା ନୁହେଁ ତେବେ ଆପଣଙ୍କୁ ପିଙ୍କ୍‌ ଏବଂ ରେଡ଼୍‌ କଲର ପରଫେକ୍ଟ ସୁଟ୍‌ କରିବ। ତେବେ ଗ୍ଲସି ଅପେକ୍ଷା ମ୍ୟାଟ୍‌ ଲିପ୍‌ଷ୍ଟିପ୍‌ ବ୍ୟବହାର କଲେ ଆପଣ ଅଧିକ ସୁନ୍ଦର ଦିଶିବେ।
– ଗହମ ରଙ୍ଗ ବା ହ୍ବେଟିସ୍‌ କଲର ସ୍କିନ୍‌ଟୋନ୍‌କୁ ଲାଇଟ୍‌ ଏବଂ ଡିପ୍‌ ଉଭୟ ସେଡ୍ସର ଲିପ୍‌ଷ୍ଟିକ୍‌ ମାନିଥାଏ। ତଥାପି ଏହାକୁ ଲଗାଇବା ସମୟରେ ସ୍କିନ୍‌ ଯେପରି ବ୍ରାଇଟ୍‌ ଲାଗେ ସେଥିପ୍ରତି ଧ୍ୟାନ ଦେବେ, ନଚେତ୍‌ ଲିପ୍‌ଷ୍ଟିକ୍‌ ପାଇଁ ଓଠ ହାଇଲାଇଟ୍‌ ହେଉଥିବା ବେଳେ ମୁହଁ ଡଲ୍‌ ଲାଗିବ।
– ଶ୍ୟାମଳ ରଙ୍ଗ ତ୍ୱଚାକୁ ମେରୁନ୍‌ ଏବଂ ହାଲ୍‌କା ବ୍ରାଉନ୍‌ ସେଡ୍ସ ଲିପ୍‌ଷ୍ଟିକ୍‌ ବହୁତ ସୁନ୍ଦର ଲାଗିଥାଏ। ଏହା ମୁହଁକୁ ବ୍ରାଇଟ୍‌ ଏବଂ ଆଇକ୍ୟାଚି ଲୁକ୍‌ ଦେବାରେ ସାହାଯ୍ୟ କରିଥାଏ।
– ଗୋରା ସ୍କିନ୍‌ଟୋନ୍‌ ପାଇଁ ପ୍ରାୟ ସବୁ ପ୍ରକାର ସେଡ୍ସର ଲିପଷ୍ଟିକ୍‌ ଭଲ ଲାଗିଥାଏ। ତେଣୁ ଆପଣ ଚାହିଁଲେ ନିଜ ଆଉଟଫିଟ୍‌କୁ ମ୍ୟାଚ୍‌ କଲା ଭଳି ଲିପ୍‌ଷ୍ଟିକ୍‌ ବାଛି ପାରିବେ। ତଥାପି ଯଦି ବାଛିପାରୁ ନାହାନ୍ତି ତେବେ ବେବି ପିଙ୍କ୍‌, ନ୍ୟୁଡ଼୍‌ ପିଙ୍କ, ହାଲକା ଲାଲ କିମ୍ବା ଲାଇଟ୍‌ ଭାଓଲେଟ୍‌ କଲରର ଲିପ୍‌ଷ୍ଟିକ୍‌ ଲଗାନ୍ତୁ ସୁନ୍ଦର ଲାଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri