Home Left

କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ

ମୁମ୍ବାଇ,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ସ୍ଥିତିରେ କରୋନା ଯୁଦ୍ଧରେ ଜିତିକରି ଫେରୁଥିବା ବ୍ୟକ୍ତିଙ୍କୁ ଘରର ସଦସ୍ୟ…

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ ୧୫ଜଣ ସ୍ଥାନୀୟ ଅଞ୍ଚଳର। ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡା ଅଞ୍ଚଳର ୮ ବର୍ଷର ବାଳକ,…

ସୁଇମିଂକୁ ଡରନ୍ତି ତାପସୀ!

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ତାପସୀ ପନ୍ନୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କର ଏକ ଫଟୋ ଶେୟାର କରି ବିଗତ ଦିନର ଅନୁଭୂତି ସମ୍ପର୍କରେ କହିଛନ୍ତି। ଅସଲରେ ସେ ସୁଇମିଂ କରିବାକୁ ଖୁବ୍‌ ଭୟ କରନ୍ତି। ସେ…

ବିନା ମାସ୍କରେ ଦୋକାନରେ ପଶୁଥିଲେ ମହିଳା: ରୋକିବାରୁ ଘଟାଇଲେ ଏମିତି କାଣ୍ଡ…

ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକାଂଶ ଲୋକ ସେମାନଙ୍କ ଦୈନଦିନ ଜୀବନରେ ମାସ୍କ ବ୍ୟବହାରକୁ ସାମିଲ କରିସାରିଲେଣି। ହେଲେ ଏବେବି ଅନେକେ ଅଛନ୍ତି ଯେଉଁମାନେ ଏଦିଗରେ ଆଦୌ ସଚେତନ ନୁହନ୍ତି। ଆଉ…

ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ

ନୂଆଦିଲ୍ଲୀ,୨୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଗେହଲଟ କହିଛନ୍ତି ପାଇଟଲ କଂଗ୍ରେସ ପିଠିରେ ଛୁରି ମାରିବା ଭଳି କାମ କରିଛନ୍ତି। ତାଙ୍କୁ ଖୁବ୍‌ କମ୍‌ ବୟସରୁ ବହୁତ କିଛି ମିଳିଯାଇଥିଲା।…

କରୋନାକୁ ହରାଇ ଘରକୁ ଫେରିଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ‘ଇଶ୍କବାଜ’ର ଅଭିନେତ୍ରୀ ଶ୍ରେନୁ ପାରିଖ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତଙ୍କ ହୋଇ ଚିକିତ୍ସାଧୀନ ଥିଲେ। ଏବେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏ ନେଇ ନିଜେ ଶ୍ରେନୁ ସୋସିଆଲ ମିଡିଆ ମାଧ୍ୟମରେ…

ଆଇଏଏସ୍‌ ଅଫିସର୍‌ ଅଭିଷେକ ସିଂଙ୍କ ଡେବ୍ୟୁ ଗୀତ ଭାଇରାଲ, ୪ ଦିନରେ ୨୫ ମିଲିୟନ୍‌ ଭ୍ୟୁଜ୍

ନିକଟରେ ରିଲିଜ ହୋଇଥିବା ବି ପ୍ରାକର ଗୀତ ‘ଦିଲ ଟୋଡ କେ’ ଇଣ୍ଟରନେଟରେ ଧମାଲ୍‌ କରୁଛି। ବି ପ୍ରାକ୍‌ର ଏହି ଗୀତ ଚାରି ଦିନ ମଧ୍ୟରେ ୨୫ ମିଲିୟନରୁ ଅଧିକ ଭ୍ୟୁଜ୍‌ ହୋଇଛି। ଗୀତର ସବୁଠୁ ବିଶେଷ କଥା ହେଉଛି ଆଇଏଏସ…

ମଙ୍ଗଳବାରରୁ ୨ ଦିନ ନବରଙ୍ଗପୁର ଶଟ୍‌ଡାଉନ୍‌

ନବରଙ୍ଗପୁର,୨୦।୭(ବି.ପ୍ର.): ନବରଙ୍ଗପୁର ଜିଲାକୁ ମଙ୍ଗଳବାରଠାରୁ ୨ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଏପରି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳ ୫ଟାରୁ…

ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ ପାସ୍‌ କରିଛନ୍ତି।  ଏହି ମହିଳା ଜଣଙ୍କ ହେଉଛନ୍ତି କଳ୍ପନା ଦେବଦାସ ମାଣ୍ଡଲେ (୪୦)। ସେ…

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ଉପାୟ ଆପଣାଇଲେ ଶାହରୁଖ

ମୁମ୍ବାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଧିରେ ଧିରେ ଉଦ୍‌ବେଗଜନକ ହେବାରେ ଲାଗିଛି। ବଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା କବଳରୁ ବର୍ତ୍ତିପାରି ନାହାନ୍ତି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା…

ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ବିନା ପରୀକ୍ଷାରେ ମିଳୁଛି ନିଯୁକ୍ତି; ମାସିକ ଦରମା ୯୭,୦୦୦

ଭାରତୀୟ ସେନାରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ସେନାର ୩୦୦ ପଦବୀରେ ନିଯୁକ୍ତି ପାଇଁ ଏସ୍‌ଏସ୍‌ସି ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀ ଏଥିରେ ଆବେଦନ…

ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କିଛି ଏଭଳି କରିଦେଖାଇଛନ୍ତି କର୍ନାଟକର କୋଭିଡ ହସ୍ପିଟାଲର ସଂକ୍ରମିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri