Home Left

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ

ଛତ୍ରପୁର,୨୦।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି। ସେମାନେ କାର୍ଯ୍ୟ କଲାବେଳେ ମାସ୍କ, ଗ୍ଳୋବ୍ସ, ପିପିଇ କିଟ୍‌ ଓ ଆଇ ପ୍ରୋଟେକ୍ସନ ଗ୍ଲାସର…

ଅଗଷ୍ଟ ୩୧ରୁ ଖୋଲିବ ସ୍କୁଲ: ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୨୦।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ମିଛ ଖବର ଦ୍ରୁତବେଗରେ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଉଛି ଯେ, ଅଗଷ୍ଟ ୩୧ଠାରୁ ଦେଶରେ ସ୍କୁଲ କଲେଜ ଖୋଲିବ ଲାଗି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…

କଟକ ସହରରୁ ୧୬ ନୂଆ ପଜିଟିଭ ଚିହ୍ନଟ

କଟକ ଅଫିସ, ୨୦।୭: କଟକ ସହରରୁ ସୋମବାର ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଅଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍‌ ରହିଛି। କଟକ ସହରର…

ପୁଅକୁ ଅଶ୍ୱଚାଳନା ଶିଖାଉଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଏହି କାରଣରୁ କ୍ରିକେଟରମାନେ ପରିବାର ସହ ସମୟ ବିତାଉଥିବାବେଳେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ଏହି କ୍ରମରେ ଭାରତର ଷ୍ଟାର୍‌ ଓପନର୍‌ ଶିଖର ଧାଓ୍ବନ ପୁଅ ଜୋରାଭରଙ୍କ ସହ…

ଗଞ୍ଜାମ ଜିଲା ରେଡ୍‌ଜୋନରେ ଚାଲିଛି ସ୍ବାସ୍ଥ୍ୟ ସ୍କ୍ରିନିଂ: ୧.୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲାଣି ଡାକ୍ତରୀ ଟିମ୍‌ 

ଛତ୍ରପୁର, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜ଼ିଲାବାସୀ…

କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଲକ୍‌ଡାଉନ୍‌ ପୂର୍ବରୁ ଭାରତ ଆସିଥିଲେ। ପରେ ଲକ୍‌ଡାଉନ୍‌ରେ ଫସିଯାଇଥିଲେ। ତେବେ ଲକ୍‌ଡାଉନ୍‌ ହଟିବା ପରେ…

ପ୍ରେମିକ ଯୁକ୍ତି ନ କରିବାରୁ ରାଗରେ ଗୁଳିମାରିଲେ ପ୍ରେମିକା!

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ଯୁକ୍ତିତର୍କ ଏକ ସାଧାରଣ କଥା। ପାଟିତୁଣ୍ଡ ହେଲେ ଭଲ ପାଇବା ଆହୁରି ବଢ଼ିଥାଏ ବୋଲି କୁହାଯାଏ। ତେବେ କିଛି ପ୍ରେମିକା-ପ୍ରେମିକ ଏହା ଦ୍ୱାରା ଏତେ ମାତ୍ରାରେ ବିରକ୍ତ ହୋଇଯାନ୍ତି ଯେ, ସେମାନେ ପରସ୍ପରଠାରୁ ଅଲଗା ହେବାକୁ ଉଚିତ୍‌ ମନେ…

ଦାୟିତ୍ୱ ନେଲେ ଟୁଇନ୍‌ ସିଟିର ୨ ନବନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଟୁଇନ୍‌ ସିଟିର ଦୁଇ ନବନିଯୁକ୍ତ ଡିସିପି ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ନେଇଛନ୍ତ। ସେ ବିଦାୟୀ ଡିସିପି ଅନୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି କଟକ ଡିସିପି ଭାବେ…

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା ଏସିଆନ୍‌ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର ଘଟିଛି।…

ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ବୁଦ୍ଧିମତ୍ତା ବଢ଼ାଇବାର ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା କ’ଣ ଜାଣନ୍ତି ? ସୁନିଦ୍ରା। ଯଦି ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ନିଦ୍ରା ଯାଆନ୍ତି ତେବେ ତାହାର ସୁପ୍ରଭାବ ବୁଦ୍ଧିମତ୍ତା ଉପରେ ପଡିଥାଏ। ‘ବୁଦ୍ଧିମତ୍ତା ଏବଂ ସୁନିଦ୍ରା’…

ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଭୂମିକମ୍ପ ଅନ୍ୟତମ। ଏହା କେତେବେଳେ ସଂଗଠିତ ହେବ ତାହା ଆକଳନ କରିବା ଏତେ ସହଜ ନୁହେଁ। ତେବେ ଏ ସମ୍ପର୍କରେ ପ୍ରାକ୍‌ ସୂଚନା ପାଇବା ପାଇଁ ବିିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତେବେ ଏ…

ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨.୫ ପ୍ରତିଶତ ତଳକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ସାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri