ଏପରି ଲୋକ ପୃଥିବୀ ପାଇଁ ସବୁଠୁ ବଡ଼ ବୋଝ

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି ବ୍ୟକ୍ତି ପୃଥିବୀ ଉପରେ ବୋଝ ସଦୃସ । ଏଭଳି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ ବୋଲି ଚାଣକ୍ୟ କହିଛନ୍ତି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶ୍ଳୋକ ମାଧ୍ୟମରେ ତିନି ଜଣଙ୍କୁ ପୃଥିବୀର ବୋଝ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମାଂସ ଖାଉଛନ୍ତି, ଯେଉଁମାନେ ମଦ ପିଉଛନ୍ତି ଓ ଯେଉଁମାନେ ମୁର୍ଖ ସେମାନେ ସମସ୍ତେ ଏହି ପୃଥିବୀ ପାଇଁ ସବୁଠୁ ବଡ଼ ବୋଝ ଅଟନ୍ତି।

ସେହିଭଳି ଆଚାର୍ଯ୍ୟ ଚାଣକ୍ୟ ଜୀବକୁ ହତ୍ୟା କରିବା ଭୁଲ ବୋଲି ବିବେଚନା କରିଛନ୍ତି। ଯେଉଁମାନେ ଜୀବକୁ ହତ୍ୟା କରନ୍ତି ସେମାନେ ପୃଥିବୀ ପାଇଁ ବୋଝ। ଚାଣକ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ କୌଣସି ଜୀବ କାହାର କ୍ଷତି ନ କରନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ମାରିବାର କୌଣସି ଅଧିକାର ନାହିଁ।

ଏହା ବ୍ୟତୀତ ସେ କହିଛନ୍ତି ଯେଉଁମାନେ ମଦ୍ୟପାନ କରନ୍ତି କିମ୍ବା କୌଣସି ପ୍ରକାରର ନିଶାଶେବନ କରନ୍ତି, ସେମାନେ ସମାଜ ପାଇଁ ବୋଝ।

ଏଥି ସହିତ, ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ମୂର୍ଖ ବ୍ୟକ୍ତିଙ୍କୁ ପୃଥିବୀର ବୋଝ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ଚା’ ସହ ଖାଆନ୍ତୁ ୨ଟି ବିସ୍କୁଟ

ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’...

ରୋଗ ପାଇଁ ଯୋଗ

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର...

ଟମାଟୋ ପୁଦିନା ଚଟଣି

ଆବଶ୍ୟକ ସାମଗ୍ରୀ: ପିଆଜ- ୧ଟି (କଟା), ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ଶୁଖିଲା ଲଙ୍କା- ୪ଟି, ରସୁଣ- ୬ ପାଖୁଡ଼ା, ଛୋଟ ଛୋଟ କଟା ଅଦା-...

ପେଟ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାକୁ ସୁନ୍ଦର ରଖିଥାଏ ଭେଣ୍ଡି

ଭେଣ୍ଡି ଖାଇବାକୁ କେତେଜଣଙ୍କୁ ପସନ୍ଦ ହୋଇଥିବା ବେଳେ ଅନ୍ୟ କେତେଜଣ ଏହା ଲାଳୁଆ ଲାଗୁଥିବା କାରଣଯୋଗୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ମାତ୍ର ଏହା...

ଚଣାଡାଲି କଟଲେଟ୍‌

ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍‌, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା,...

ସ୍ବାସ୍ଥ୍ୟୋପକାରୀ ବ୍ରେକ୍‌ଫାଷ୍ଟ

ପ୍ରଥମ କଥା ହେଲା, ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁଦିନେ ଯେପରି ଏହା ଦୈନନ୍ଦିନ ରୁଟିନ୍‌ରେ ସାମିଲହେବ ସେ ନେଇ ସଚେତନ...

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌...

ଫଙ୍ଗସ୍‌ : ଆଉ ଏକ ମହାମାରୀ

ଦୁଇ ହଜାର ମସିହା ଆରମ୍ଭରୁ କେବଳ ଆମେ ଓଡ଼ିଶାବାସୀ ଏହି କୋଭିଡ୍‌-୧୯କୁ ସହ୍ୟ କରି ଚାଲିଛୁ। ବହୁତ ଜଣ ନିଜର ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ହରାଇ...

Advertisement


Archives

Model This Week

Why Dharitri