Home Left

କଳାର ଯାଦୁରେ ବାନ୍ଧି ରଖିପାରୁଥିଲେ ବିଜୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁରେ ଓଡିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା। ପିଢିପରେ ପିଢି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ…

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିପାରିନାହିଁ। କେବଳ ଭାରତ ନୁହେଁ, ସାରା ବିଶ୍ୱରେ…

ଚଳିତ ବର୍ଷ ଦିଆଯିବନି ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୦ା୭ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ଚଳିତ ବର୍ଷର ଫୁଟ୍‌ବଲ ସିଜନ ପ୍ରଭାବିତ ହୋଇଛି। ତେଣୁ ଏଥର ସମ୍ମାନଜନ ବାଲା ଡି’ଅର୍‌ ପୁରସ୍କାର ଦିଆଯିବ ନାହିଁ। ଫ୍ରାନ୍ସ ଫୁଟ୍‌ବଲ ମାଗାଜିନ୍‌ ବାଲନ ଡି’ଅର୍‌ ଦ୍ୱାରା ଏହି ପୁରସ୍କାର ୧୯୫୬ ମସିହାରୁ…

ବିଜୟ ମହାନ୍ତିଙ୍କ ବିୟୋଗ ଏକ ଯୁଗର ଅନ୍ତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)- ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଜୟ ମହାନ୍ତି ତାଙ୍କର ବହୁବିଧ ପ୍ରତିଭା ପାଇଁ ଓଡ଼ିଆ ଚଳଚ୍ଚିତ୍ରକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ…

ନାବାଳିକାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ରାଞ୍ଚତ୍, ୨୦।୨: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚତ୍ରୁ ଏକ ସମ୍ବେଦନଶୀଲ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ନାମକୁମ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଉଭୟ…

କୋରାପୁଟକୁ ଫେରିଲା ଲକ୍‌ଡାଉନ୍‌: ୪ ସହର ୫ ପଞ୍ଚାୟତରେ ତାଲାବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ ): କୋରାପୁଟ ଜିଲାରେ ପୁଣି ଲାଗୁ ହେବ ଲକ୍‌ଡାଉନ୍‌। କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଜିଲାର ଜୟପୁର, କୋରାପୁଟ, ସୁନାବେଢା, କୋଟପାଡ ୪ଟି ସହରାଞ୍ଚଳରେ ଲକ୍‌ଡାଉନ୍‌ ଲାଗୁହେବ। ଏଥିସହ ଲକ୍ଷ୍ମୀପୁର, ବୋରିଗୁମ୍ମା, ପଟାଙ୍ଗି ବ୍ଲକର ସଦର, କୋରାପୁଟ ବ୍ଲକର ମାଥାଲପୁଟ,…

ରୁଦ୍ରାକ୍ଷ ମାଳ ଧରି ପୋଲିସ ମୁଖ୍ୟାଳୟ ସାମ୍ନାରେ ବସିଲେ କନ୍‌ଷ୍ଟେବଳ, କାହିଁକି…

ଭୋପାଳ, ୨୦।୭- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଅନସନର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଭୋପାଳରେ ଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସୋମବାର ଜଣେ କନ୍‌ଷ୍ଟେବଳ ଭିନ୍ନ ତରିକାରେ ଅନଶନରେ ବସିଥିଲେ। ଝାବୁଆ ଜିଲାରେ କାର୍ଯ୍ୟରତ ଥିବା ମଧୁସୂଦନ…

ଯୁବତୀ ସେଲଫି ନେବାବେଳେ ପଛରୁ ଆସିଲା ଭାଲୁ; ଆଉ ତା ପରେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ, ୨ ଜଣ ଯୁବତୀ ପାର୍କରେ ବୁଲୁଛନ୍ତି। ସେତିକିବେଳେ ଗୋଟିଏ ଭାଲୁ ଆସି…

ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି ସମୟରେ, ସେ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।…

କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌ଙ୍କ ବାପା

ଢାକା, ୨୦।୯: ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନଙ୍କ ବାପା ମସହରୁର୍‌ ରେଜା କୁତିଲ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ମସହରୁରଙ୍କୁ ଥଣ୍ଡା ହୋଇଥିଲା। ଏହାପରେ ତାଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି।…

ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ବିଜନେସରେ ଜଣେ ସଫଳ ମହିଳା

ନୂଆଦିଲ୍ଲୀ, ୨୦।୭: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ସ୍ତ୍ରୀ ଜିନ୍ନା ଅଲିଙ୍କ ମଧ୍ୟ କ୍ରୀଡ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ସ୍ବାମୀଙ୍କୁ ସମର୍ଥନ କରିବା ପାଇଁ ଜିନ୍ନା ଅଧିକାଂଶ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳେ। ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri