କରାଟେରେ ବ୍ଲାକ୍ ବେଲ୍ଟ ଜିତିଛନ୍ତି ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ, ୨୧।୭- ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ନିଜର ଶାଣିତ ବୋଲିଂ ଲାଗି ବିଶ୍ୱ କ୍ରିକେଟରେ ବେଶ୍ ପରିଚିତ ଲାଭ କରିଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୭୩ ଟେଷ୍ଟ, ୧୫୩ ଦିନିକିଆ ଓ ୩୦ ଟି୨୦…
ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି କି? ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ..
ସାରା ବିଶ୍ୱରେ ଏବେ କରୋନାର ଭୟାବହତା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଏହି ସଂଖ୍ୟା ୧୧ଲକ୍ଷ ଟପିଲାଣି। ଏପରିସ୍ଥିତିରେ ଔଷଧ ବାହାରି ନ ଥିବାରୁ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଉଛି।…
ଏହି କାରଣ ଲାଗି ସାନିଆଙ୍କୁ ଭେଟିପାରୁ ନାହାନ୍ତି ସୋଏବ
କରାଚୀ, ୨୧।୭- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍ ଦଳ ଗତ ସପ୍ତାହରେ ବ୍ରିଟେନ ଗସ୍ତ କରିସାରିଛି। ଏହି ଗସ୍ତ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ୨୯ ଜଣିଆ ଦଳରେ ଭେଟେରାନ ଅଲ୍ରାଉଣ୍ଡର ସୋଏବ ମଲିକ…
ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !
ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ ସରକାର ବ୍ୟାଙ୍କକୁ ନ ମିଶାଇ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ…
ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ
ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ ଏକ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ…
କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ
ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି ଯାହାକୁ ଦେଖିଲେ ଖୁସି ଲାଗିବ। ଜଣେ ଟ୍ରାଫିକ ପୋଲିସ ଗୋଟିଏ କୁକୁରକୁ ରାସ୍ତା ପାର…
ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍: ଚିନ୍ତାରେ ପ୍ରଶାସନ
ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।…
୧୪ ବର୍ଷ ପରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଏହି ସଫଳତା ପାଇଲେ ଷ୍ଟୋକ୍ସ
ଦୁବାଇ,୨୧।୭(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଇଂଲଣ୍ଡ ବେନ୍ ଷ୍ଟୋକ୍ସ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ସେ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ…
ଚାଇନା ସୀମା ବିବାଦ: ଉତ୍ତରରେ ଶତ୍ରୁକୁ କଡା ଜବାବ ଦେବ ମିଗ୍-୨୯କେ
ନୂଆଦିଲ୍ଲୀ,୨୧।୭: ଭାରତ-ଚାଇନା ସୀମା ବିବାଦ ଦିନକୁ ଦିନ ବଢି ଚାଲିଥିବା ବେଳେ ସୀମାରେ ବି ନିଜର ଶକ୍ତି ବୃଦ୍ଧିରେ ଲାଗିଛି ଭାରତୀୟ ନୌସେନା। ଏବେ ଭାରତୀୟ ନୌସେନାର ଫାଇଟର ଜେଟ୍ ମିଗ୍-୨୯କେକୁ ଉତ୍ତର ସେକ୍ଟଟରରେ ରଖାଯିବାର ଯୋଜନା କରାଯାଇଛି। ନୌସେନା ପି-୮୨…
କାଳ ସାଜିଲା କରୋନା: ଗୋଟିଏ ଭୁଲ୍ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ
କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ ପୁଅଙ୍କ…
ପ୍ଲେ ସ୍କୁଲରେ ଶିଶୁଙ୍କ ଉପରେ ଅତ୍ୟାଚାର: ଦେଖିଲେ ଆଖିରେ ଆସିଯିବ ଲୁହ
ମା’ବାପା ବିଶ୍ୱାସର ସହ ନିଜ କୋମଳମତି ଶିଶୁମାନଙ୍କୁ ପ୍ଲେ ସ୍କୁଲରେ ଛାଡୁଛନ୍ତି। ସେଠାରେ ନିଜ ଶିଶୁମାନେ ଭଲରେ ରହିବା ସହ ଭଲ କଥା ଶିଖିବେ ବୋଲି ସବୁ ମା’ବାପା ଚାହାନ୍ତି। ମାତ୍ର ଏମିତି ଏକ ଭିଡିଓ ଏବେ ସମ୍ମୁଖକୁ ଆସିଛି ଯାହାକୁ…
ଘରକୁ ଘର ପହଞ୍ଚିବ ରାଶନ, ଗହମ ବଦଳରେ ମିଳିବ ଅଟା
ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଜରିଆରେ ହିତାଧିକାରୀଙ୍କୁ ହୋମ ଡେଲିଭରି ସେବା ପ୍ରଦାନ କରାଯିବ।…
Archives


