ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୧୧-ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଶନିବାର ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଡନୀ ରୋଗରେ ଦୀର୍ଘଦିନ ଧରି ପୀଡିତ ଥିଲେ। ତାଙ୍କ ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଲୀନାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।
’ସେଠ ଜୀ’, ’ଆପ କେ ଆ ଜାନେ ସେ’, ’ମେରି ହାନିକାରକ ବିବି’ ସିରିଏଲରେ ଲୀନା ଅଭିନୟ କରିଥିଲେ। ଏହାବ୍ୟତୀତ ବଲିଉଡ ଫିଲ୍ମ ହିଚିରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଫିଲ୍ମ ଆର୍‌ଆର୍‌ଆର୍‌ ଅନ୍ୟତମ। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ଦେଶରେ...

ଅଶ୍ଲୀଳ ଭିଡିଓ ମାମଲାରେ ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ,୬।୮: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲା ସହ ଜଡିତ ଥିବା ବଲିଉଡ୍‌ ଅଭିନେତ୍ରୀ...

ସେଟ୍‌ରେ ବେହୋସ୍ ହେଲେ ନୁସରତ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୁସରତ ଭରୁଚା ଶୁଟିଂ ସେଟରେ ବେହୋସ୍ ହାଇ ଯାଇଛନ୍ତି । ଏବେ ସେ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରୁଥିବା ବେଳେ...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

ବିବାହ ପରେ ନାମ ବଦଳାଇଲେ ନେହା କକ୍କର: ଜାଣନ୍ତୁ କ’ଣ ରଖିଲେ…

ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ଏହି ଯୋଡି ନିଜର ନୂଆ ଜୀବନ...

ଓଜନକୁ ନେଇ ଚର୍ଚ୍ଚାରେ ମିସ୍‌ ୟୁନିଭର୍ସ

ମୁମ୍ବାଇ: ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ଟାଇଟଲ ଫେରାଇ ଆଣିଥିବା ଭାରତର ହର୍ନାଜ ସାନ୍ଧୁ ତାଙ୍କ ଓଜନ ବୃଦ୍ଧି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି।...

ଅନ୍ଧ ବିଶ୍ୱାସ ଉପରେ ଭରସା କରନ୍ତି ବଲିଉଡର ଏସବୁ ତାରକା: ଭାଇଜାନ୍‌ ବି ପଡ଼ିନାହାନ୍ତି ବାଦ୍‌

ଜୀବନରେ କିଛି ଜିନିଷକୁ ଭୟ କରୁଥିବା ଲୋକମାନେ ପ୍ରାୟତଃ ସେହି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ,...

ବାପାଙ୍କ ଚଲାପଥରେ ସଲମାନ୍‌: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍‌ଷ୍ଟୋରୀ

କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନରେ ବଲିଉଡ୍‌ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏହି...

Advertisement
Archives

Model This Week