ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁହାନୀ ସି ଏକ୍‌ ଲଡ୍‌କୀ’ର ଅଭିନେତ୍ରୀ ରାଜଶ୍ରୀ ରାନୀ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜଶ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ଗୌରବ ମୁକେଶ ଜୈନ୍‌ଙ୍କୁ ନଭେମ୍ବର ୨୦ରେ ପାରମ୍ପରିକ ରିତିରେ ବିବାହ କରିଛନ୍ତି। ଏହି ବିବାହ ସମୟରେ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଗୌରବ ‘ସୁହାନୀ ସି ଏକ୍‌ ଲଡ୍‌କୀ’ରେ ରାଜଶ୍ରୀଙ୍କ ଭାଇ ଚରିତ୍ରରେ ଅଭିନୟ କରିଥିଲେ।
ଏହି ଧାରାବାହିକ ୨୦୧୪ରେ ପ୍ରସାରିତ ହେଇଥିଲା। ଏହି ଶୋ’ରୁ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ଏହି ସାକ୍ଷାତ ବନ୍ଧୁତ୍ୱ, ପ୍ରେମ ଏବଂ ଶେଷରେ ବିବାହରେ ପରିଣତ ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧ ବିଶ୍ୱାସ ଉପରେ ଭରସା କରନ୍ତି ବଲିଉଡର ଏସବୁ ତାରକା: ଭାଇଜାନ୍‌ ବି ପଡ଼ିନାହାନ୍ତି ବାଦ୍‌

ଜୀବନରେ କିଛି ଜିନିଷକୁ ଭୟ କରୁଥିବା ଲୋକମାନେ ପ୍ରାୟତଃ ସେହି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ,...

ବାପାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟାଜିତ ସ୍ବତନ୍ତ୍ର...

ଅକ୍ଷୟଙ୍କ ଏହି ଗୁଣ ଦେଖି ଖୁସିରେ ଆତ୍ମହରା ହୋଇଗଲେ ସ୍ତ୍ରୀ

ଅଭିନେତା ଅକ୍ଷୟ କୁମାର କେବଳ ବଲିଉଡର ଖିଲାଡି ନୁହଁନ୍ତି, ସେ ବାସ୍ତବ ଜୀବନରେ ମଧ୍ୟ ଜଣେ ଖିଲାଡି। ପ୍ରାୟତଃ ଅକ୍ଷୟ ନିଜର ଦୟାଳୁ ପରିଚୟ ପାଇଁ...

ପ୍ରବାସୀ ପରେ ଏବେ ବିଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଆଣିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ଲକ୍‌ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ...

୬ ବର୍ଷରେ ଏତେ ବଦଳିଗଲେଣି ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନୀ: ଏହି କାରଣ ପାଇଁ ତାଙ୍କର ମଜାକ୍‌ ଉଡ଼ାଇଲେ ଲୋକେ

୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ସଲମାନ୍‌ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଏବେ ବହୁତ...

ଜିମ୍‌ ଯାଇ ଝାଳ ବୁହାଉଛନ୍ତି ଏହି ଅଭିନେତ୍ରୀ, ସଲମାନଙ୍କ ସହ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ର ଜଣେ ଅଭିନେତ୍ରୀ ସବୁବେଳେ ନିଜର ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ଥାନ୍ତି। ଆଜିକାଲି ଆଉ ଟିକେ ବେଶି ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ସେ...

ପ୍ରେମିକା ‘ଲକ୍‌ ଅପ୍‌’ରେ; ହେଲେ ବାହାରେ ବିବାହ ନେଇ ଘୋଷଣା କରି ଚର୍ଚ୍ଚାରେ…

ବମ୍ବେ: ପ୍ରେମିକା ‘ଲକ୍‌ ଅପ୍‌’ରେ। ହେଲେ ବାହାରେ ବିବାହ ନେଇ ଘୋଷଣା କରିଛନ୍ତି ପ୍ରେମିକ। ଆମେ କହୁଛୁ ଅର୍ଜୁନ ପୁରସ୍କାର ବିଜେତା ରେସଲର୍‌ ସଂଗ୍ରାମ ସିଂହଙ୍କ...

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ...

Advertisement
Archives

Model This Week