କରୋନାକୁ ହରାଇଲେ ୧୦୦ ବର୍ଷିୟା ମହିଳା: କହିଲେ…
ବାଙ୍ଗାଲୋର,୨୫।୭-ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ଏପରିସ୍ଥିତିରେ କର୍ଣ୍ଣାଟକ ବେଲାରୀ ଜିଲାର ଜଣେ ୧୦୦ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ…
ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ
ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର ରାଜସ୍ବ କ୍ଷତିଗ୍ରସ୍ତ ହୋଇଛି। ଏହାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ ପେନଶନ ଦେବାକୁ…
ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ
କାକଟପୁର,୨୫।୭(ଡି.ଏନ୍.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ କର୍ମଚାରୀ ଆହତ…
ଜାଭି ହର୍ନାଣ୍ଡିଜ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୫।୭: ପୂର୍ବତନ ସ୍ପେନ୍ ଓ ବାର୍ସିଲୋନ ମିଡ୍ଫିଲ୍ଡର ତଥା ଅଲ-ସାଦ୍ କୋଚ୍ ଜାଭି ହର୍ନାଣ୍ଡିଜ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଶନିବାର ସେ କରୋନା ପଜିଟିଭ୍ ବୋଲି ନିଜେ ସୂଚନା ଦେଇଛନ୍ତି। ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।…
ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍ ଖେଳାଯିବ
ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ ଅଳ୍ପ ଦର୍ଶକଙ୍କ ଗହଣରେ ଓ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ବୋଲି ଆୟୋଜକମାନେ…
ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍
ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଜଣେ ସପୋର୍ଟ ଷ୍ଟାଫ୍ଙ୍କ ସହିତ ୩ ଜଣ ସଦସ୍ୟଙ୍କୁ କ୍ୟାମ୍ପରୁ ପ୍ରତ୍ୟାହାର କରି…
ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ ଭାରତ ଟପ୍-୧୦ରେ ରହିବ: ରିଜିଜୁ
ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସରକାରଙ୍କ ‘ଟାର୍ଗେଟ୍ ଅଲିମ୍ପିକ ପୋଡିୟମ ଜୁନିୟର…
ଲିଜେଣ୍ଡ୍ସ ଅଫ୍ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ଚତୁର୍ଥ ପରାଜୟ
ଚେନ୍ନାଇ,୨୫।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍ ଚେସ୍ ଅନ୍ଲାଇନ୍ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛନ୍ତି। ଚତୁର୍ଥ ରାଉଣ୍ଡ ମୁକାବିଲାରେ ସେ…
ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି
କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲାବାସୀ। ଯେଉଁଠାରେ ଏକ ପକ୍ଷୀ ପାଇଁ ସମଗ୍ର ଗାଁ ୩୫ ଦିନ…
ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ
ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୋଇଥିବା ଏହିପରି ଅନେକ ଭିଡିଓ କିମ୍ବା ଫଟୋ ପୂର୍ବରୁ ଦେଖିଥିବେ।…
ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଫିଲ୍ମ
ବମ୍ବେ: ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହୋଇଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’। ଡିଜନୀ ହଟ୍ଷ୍ଟାରରେ ରିଲିଜ କରାଯିବା ପରେ ଫିଲ୍ମଟି ଏକାଧିକ ରେକର୍ଡ ନିଜ ନାମରେ କରି ସାରିଲାଣି। ସୋସିଆଲ ମିଡିଆରେ ଦିଲ୍ ବେଚାରା…
ଲକ୍ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ
ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଉଜବେକିସ୍ଥାନର ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସମେତ…
Archives


