Home Left

‘ରାଜ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦିଅନ୍ତୁ’

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆସନ୍ତା ୫ ତାରିଖରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ବୁଧବାର ଅନ୍‌ଲକ୍‌-୩ରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳିସ୍ଥଳେ ଓଡ଼ିଶା ସରକାର ମଧ୍ୟ କଣ୍ଟେନମେଣ୍ଟ…

ମହାପ୍ରସାଦ ପାଇଁ ହେଉ ଅସ୍ଥାୟୀ ଟେଣ୍ଟ

ପୁରୀ ଅଫିସ,୩୧।୭: କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି। ତେବେ ପୂର୍ବଭଳି ମହାପ୍ରସାଦ ସେବା ଜାରି ରହିଛି। ଭକ୍ତଙ୍କୁ ମହାପ୍ରସାଦ ମିଳୁଛି। ମାତ୍ର ପର୍ବପର୍ବାଣିରେ ଅବଢା ନେବାକୁ ଶ୍ରୀମନ୍ଦିର ଭତ୍ତର…

କରୋନା ବ୍ୟାପିବା ଘଟଣା: ଜେଲ ବିଭାଗକୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲ୍‌ରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ନିକଟରେ ବ୍ରହ୍ମପୁର ଜେଲ୍‌ରେ ୩୩ କଏଦୀ ଓ ଜେଲରଙ୍କ ସମେତ ୧୦ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତ ଏକ…

୨୪୧ ପିଜି ଡାକ୍ତରଙ୍କୁ କୋଭିଡ୍‌ ଦାୟିତ୍ୱ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ୩୦ ଜିଲାରେ ୨୪୧ ପିଜି ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ପିଜି ଡାକ୍ତରମାନେ ମୁଖ୍ୟତଃ ଏସ୍‌ସିବି, ଭିମ୍‌ସାର ଓ…

ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ ଗୁରୁବାର ଏହି ସାଇବର ସେଲ୍‌କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିଲେ। ଡିଜିଟାଲ…

ଆଇନଜୀବୀଙ୍କୁ ମିଳିବ ୫ହଜାର ସହାୟତା

କଟକ ଅଫିସ,୩୧।୭: କରୋନା ଯୋଗୁ ପ୍ରଭାବିତ ହୋଇଥିବା ଆଇନ୍‌ଜୀବୀଙ୍କୁ ୫ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ଏ ନେଇ ବୁଧବାର ଜରୁରିକାଳୀନ ଆର୍ଥତ୍କ ସହାୟତା କମିଟି ପ୍ରସ୍ତାବ ରଖିଥିଲା। ଗୁରୁବାର ଏହାକୁ ଆଡ୍‌ଭୋକେଟ୍ସ ୱେଲ୍‌ଫେୟାର୍‌ ଟ୍ରଷ୍ଟ ବୈଠକରେ ମୋହର ଲାଗିଛି। ଏହାକୁ…

ରାଜ୍ୟରେ ମରୁଡ଼ିର ପଦଧ୍ୱନି

ଭୁବନେଶ୍ୱର,୩୧। ୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦାଉ ସାଧିଲାଣି। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବର୍ଷାର ନାଁ ଗନ୍ଧ ନାହିଁ। କେଉଁଠି କେମିତି କାଁ ଭାଁ ବର୍ଷା ହେଉଥିବା ବେଳେ ରାଜ୍ୟର ଅଧା ଜିଲାରେ ଏବେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି।…

ଶୌଚାଳୟ ଖୋଲିବା ପରେ, ଉଡିଗଲା ହୋସ୍‌

ଆଗ୍ରା,୩୧।୭: ଉତ୍ତରପ୍ରଦେଶର ଆଗ୍ରା ଡିଭିଜନର ଫିରୋଜାବାଦ ଜିଲାର ମୁହବତ୍ପୁର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ଜଣଙ୍କ ଘରର ଶୌଚାଳୟରେ ୫ ଫୁଟ୍‌ କୁମ୍ଭୀର ପଶିଯାଇଥିଲା। ଶୌଚାଳୟ ଖୋଲିବା ମାତ୍ରେ ହଠାତ୍‌ କୁମ୍ଭୀରକୁ ଦେଖି ଘର ଲୋକଙ୍କ…

ଅଯୋଧ୍ୟା ପୂଜକ, ୧୫ ପୋଲିସଙ୍କୁ କରୋନା

ଅଯୋଧ୍ୟା,୩୧ା୭:ବହୁ ପ୍ରତୀକ୍ଷିତ ରାମମନ୍ଦିର ଭୂମିପୂଜା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ପର୍ବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ରେ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଅଯୋଧ୍ୟାର ରାମମନ୍ଦିର ନିକଟରେ କର୍ତ୍ତବ୍ୟରତ ୧୫ ପୋଲିସ ଓ ଜଣେ ପୂଜକଙ୍କୁ କରୋନା…

ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ

ଓ୍ବାଶିଂଟନ, ୩୧ା୭:ମେଲ୍‌ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଛନ୍ତି। ତେବେ ଜାଲିଆତି ହେବା ନେଇ ସେ କୌଣସି ପ୍ରମାଣ…

ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ

ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର ଯବାନଙ୍କୁ ପୂର୍ବ ସୀମାରେ ମୁତୟନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହା ଫଳରେ ୩,୪୮୮…

କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୧ା୭( :ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri