ଭୂମି ପୂଜନ ପାଇଁ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ
ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏନେଇ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବ ସୌହାର୍ଦର ଏକ ମଞ୍ଚ ସାଜିବ ବୋଲି କୁହାଯାଉଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା…
ଏହି ୫ ସମସ୍ୟା ଦୂର କରେ ମୋତି
ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍ କହିଛନ୍ତି। ଏକଥା ନୁହେଁ, କି ରତ୍ନ ପଥର ଧାରଣ କଲେ ମଣିଷ ବିଶ୍ୱକୁ ଜିଣିପାରିବ। ମାତ୍ର ପଥର ଆକାରରେ ଆସୁଥିବା ବିପଦ…
କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ
ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟକର୍ମୀମାନେ ଆମ୍ବୁୂଲାନ୍ସ ଛାଡ଼ଇ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି…
ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..
ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି ମଣିଷ ଧନ ସଞ୍ଚୟ କରି ରଖିପାରିବ ସେ ନେଇ ବ୍ୟାଖ୍ୟା…
ବରଗଡ଼ରେ କ୍ୟାନସର ପୀଡ଼ିତାଙ୍କ ସମେତ ୫ ନୂଆ କରୋନା ପଜିଟିଭ୍
ବରଗଡ଼ ଅଫିସ,୨ା୮: ବରଗଡ଼ ଜିଲାରେ ରବିବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କ୍ୟାନସର ଆକ୍ରାନ୍ତ ମହିଳା ରହିଛନ୍ତି। ସେହିପରି ଅନ୍ୟ ୪ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼…
ବିବାହ ନ କଲେ ଆଣିବି ମିଥ୍ୟା ବଳାତ୍କାର ଅଭିଯୋଗ, ଧମକ ଦେଲେ ଯୁବତୀ
ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତାଙ୍କଠାରୁ ୧୦ ବର୍ଷ ସାନ ଯୁବକଙ୍କୁ ବିବାହ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଲ୍ଲୀଗଡ଼ ବିଶ୍ୱ ବିଦ୍ୟାଳୟରେ ବିଏସ୍ସି ପଢୁଥିବା ୧୯ ବର୍ଷ ବୟସ୍କ ଅଦିଲ୍ ଉଲାହଙ୍କୁ…
ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…
ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା ଖାଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।…
ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..
ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର କୋଳରେ ପୁଅଙ୍କୁ ଧରି ହାର୍ଦ୍ଦିକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା…
ରାମମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ତଳେ ସଂକଳ୍ପ କରିଥିଲେ ଏହି ମହିଳା: ଆଜି ଯାଏ ଗ୍ରହଣ କରିନାହାନ୍ତି ଅନ୍ନ
ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ତେବେ ରାମମନ୍ଦିର ନିର୍ମାଣ ଲାଗି ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଅନେକ ଲୋକ ବର୍ଷ ବର୍ଷ…
ବନ୍ଧୁତ୍ୱ ଦିବସରେ ଦିଅନ୍ତୁ ଏମିତି ଉପହାର, ସମ୍ପର୍କ ହେବ ଆହୁରି ନିବିଡ଼
ବନ୍ଧୁ ଏମିତି ଏକ ଶବ୍ଦ ଯାହାର ତୁଳନା ନାହିଁ। ଜଣେ ବନ୍ଧୁ ହିଁ ସୁଖଦୁଃଖ ସବୁ ପରିସ୍ଥିତିରେ ପାଖରେ ଠିଆ ହୋଇଥାନ୍ତି। ଏହି ବନ୍ଧୁତାକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡ୍ସିପ୍ ଡେ’…
ପ୍ରଥମ ଜିଲା ଭାବେ ମୃତ୍ୟୁରେ ଶତକ ଛୁଇଁଲା କରୋନା
ଭୁବନେଶ୍ୱର,୨।୮(ବ୍ୟୁରୋ): ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଛି। ଇତି ମଧ୍ୟରେ ଜିଲାରେ ମୋଟ ୧୦୯୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ…
ପହଞ୍ଚିଲାନି ଆମ୍ବୁଲାନ୍ସ୍ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ଗଲା ମୃତଦେହ
ଚେନ୍ନାଇ,୨।୮: ଦେଶରେ କରୋନା ମହାମାରୀ ଆତଙ୍କଯୋଗୁ ଠିକ୍ ସମୟରେ ସମସ୍ତଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇ ପାରୁନି। କେଉଁଠି ଆମ୍ବୁଲାନ୍ସ୍କୁ ଫୋନ୍ କରିବାର ଦିନେ ଦୁଇଦିନ ପରେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚିପାରୁନି। ଏହାର ସଦ୍ୟତମ ଉଦାହରଣ…
Archives


