ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍
କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା ହେଉଛି। ଭାରତର ଅଣ୍ଡର-୧୯ କ୍ରିକେଟର ଶୁଭମନ ଗିଲ୍ଙ୍କ ପ୍ରେମରେ ସେ ପଡିଥିବା ସୋସିଆଲ ମିଡିଆରେ…
କାକଟପୁରକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
କାକଟପୁର,୨ା୮(ଡି.ଏନ୍.ଏ.): ପୁରୀ ଜିଲାରେ ଏବେ କରୋନା କାୟାବିସ୍ତାର କରିଚାଲିଛି। ପ୍ରତିଦିନ ବହୁମାତ୍ରାରେ ରୋଗୀଙ୍କ ସଂଖ୍ୟା ବଢୁଛି। ସହରରୁ ଏବେ ଗାଁ ମୁହାଁ ହୋଇଛି ଏହି ଭୂତାଣୁ। କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ କାକଟପୁର ଅଞ୍ଚଳକୁ…
ସୁନ୍ଦର ଦେଶର କଥା
ଆମ ପୃଥିବୀ ବଡ଼ ବିଚିତ୍ର। ଏ ପୃଥିବୀରେ ବିଭିନ୍ନ ଦେଶ ରହିଛି। ଆଉ ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନକଥା ଦେଖିବାକୁ ମିଳିଥାଏ। ସେହିସବୁ ଦେଶର ଇତିହାସ ମଧ୍ୟ ବଡ଼ ବିଚିତ୍ର। ସେସବୁ ଇତିହାସମାନଙ୍କରେ ଏଭଳି ଅନେକ ଘଟଣା ଲୁଚି…
ୟୁଟ୍ୟୁବ୍ରେ ‘କିଛି ନ କରିବା’ ଭିଡିଓ ଶେୟାର କରି ଷ୍ଟାର ପାଲଟିଲେ ଏହି ବାଳକ, ଦେଖନ୍ତୁ ଭିଡିଓ
ଆଜିକାଲି ୟୁଟ୍ୟୁବ୍ରେ ଭିଡିଓ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ୟୁଜର ବା ବ୍ୟବହାରକାରୀ ଅର୍ଥ ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆର ଜଣେ ୟୁଟ୍ୟୁବର୍ ତାଙ୍କ ୟୁଟ୍ୟୁବ୍ ଆକାଉଣ୍ଟରେ କିଛି ନ କରି କ୍ୟାମେରା ଉପରେ ଦୁଇ ଘଣ୍ଟାରୁ ଅଧିକ ସମୟ…
ରାଶି ଅନୁସାରେ ଭାଇଙ୍କ ହାତରେ ବାନ୍ଧନ୍ତୁ ରାଖୀ
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଥାଏ। ତେବେ ରାଶି ଅନୁସାରେ ଯଦି ଭାଇଙ୍କ ହାତରେ ରାଖୀ ବାନ୍ଧିବେ ଭାଇଙ୍କ ପାଇଁ…
ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..
ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା ବିଧି ନିର୍ଦ୍ଦିଷ୍ଟ ନା ଘଟଣାମାତ୍ର! ଯିଏ ଯାହା ବୁଝେ ସେହି ହିସାବରେ ତା’ ବନ୍ଧୁତା…
ରାମଲଲାଙ୍କ ଲଡୁ: ପୁଲଓ୍ବାମା କେଶର-କେରଳ କାଜୁ-ଅଷ୍ଟ୍ରେଲିଆ ବେସନ ଆଉ…
ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ। ଏନେଇ ରାମଲଲାଙ୍କୁ ଲାଗିହେବାକୁ ଥିବା ଲଡୁ ପ୍ରସ୍ତୁତି ଜୋର୍ ସୋର୍ରେ ଜାରି ରହିଛି। ଲଡୁରେ ଜମ୍ମୁ-କଶ୍ମୀର ପୁଲଓ୍ବାମାର କେଶର ବ୍ୟବହୃତ ହୋଇଛି।…
ଭୂମି ପୂଜନ ପାଇଁ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ
ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏନେଇ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବ ସୌହାର୍ଦର ଏକ ମଞ୍ଚ ସାଜିବ ବୋଲି କୁହାଯାଉଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା…
ଏହି ୫ ସମସ୍ୟା ଦୂର କରେ ମୋତି
ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍ କହିଛନ୍ତି। ଏକଥା ନୁହେଁ, କି ରତ୍ନ ପଥର ଧାରଣ କଲେ ମଣିଷ ବିଶ୍ୱକୁ ଜିଣିପାରିବ। ମାତ୍ର ପଥର ଆକାରରେ ଆସୁଥିବା ବିପଦ…
କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ
ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟକର୍ମୀମାନେ ଆମ୍ବୁୂଲାନ୍ସ ଛାଡ଼ଇ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି…
ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..
ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି ମଣିଷ ଧନ ସଞ୍ଚୟ କରି ରଖିପାରିବ ସେ ନେଇ ବ୍ୟାଖ୍ୟା…
ବରଗଡ଼ରେ କ୍ୟାନସର ପୀଡ଼ିତାଙ୍କ ସମେତ ୫ ନୂଆ କରୋନା ପଜିଟିଭ୍
ବରଗଡ଼ ଅଫିସ,୨ା୮: ବରଗଡ଼ ଜିଲାରେ ରବିବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କ୍ୟାନସର ଆକ୍ରାନ୍ତ ମହିଳା ରହିଛନ୍ତି। ସେହିପରି ଅନ୍ୟ ୪ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼…
Archives


