Home Left

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ…

ପ୍ରେମିକଙ୍କ ସହ ଝିଅକୁ ଜିଅନ୍ତା ଜାଳିଦେଲେ ପରିବାର ଲୋକେ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ବାନ୍ଦାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରେମିକା-ପ୍ରେମିକଙ୍କ ଜୀଅନ୍ତା ଜାଳି ଦିଆଯାଇଛି। ଏହି ସମ୍ବେଦନଶୀଳ ଘଟଣା ପରେ ଉଭୟଙ୍କ ମୃତ୍ୟୁ ଘଟିଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଡିଜି ଏବଂ ଏସପି କାନପୁର ଡାକ୍ତରଖାନାରେ ପହଞ୍ଚିଛନ୍ତି। ସେଠାରେ…

ପ୍ରବଳ ବର୍ଷାରେ ଫସିଯାଇଥିବା ବିଲେଇକୁ ଉଦ୍ଧାର କଲେ ବ୍ୟକ୍ତି: ଲୋକେ ଏଭଳି କଲେ ପ୍ରଶଂସା

ମୁମ୍ବାଇ: କରୋନା ପରେ ଏବେ ପ୍ରବଳ ବର୍ଷା ମୁମ୍ବାଇର ଚିନ୍ତା ବଢ଼ାଇଛି। ବୁଧବାରରୁ ଲଗାତର ହୋଇଥିବା ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧା ଉପୁଜିବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି…

ମନେ ପଡିଲେ ସୁଷମା

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସୁଷମା ସ୍ବରାଜ। ଭାରତୀୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଆଜକୁ ଠିକ୍‌ ଏକ ବର୍ଷ ହେବ ସମସ୍ତଙ୍କଠାରୁ…

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ ୧୭.୩୫ ମିଟରରୁ ବଢ଼ିବା ଆରମ୍ଭ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୩୬ ରେ ପହଞ୍ଚି…

ଭାରତ ସୀମାରେ ପ୍ରବେଶ କରିଥିଲେ ଚାଇନା ସେନା: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୮: ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ ଚାଇନା ସେନା ଗତ ମେ’ ମାସରେ ପୂର୍ବ ଲଦ୍ଦାଖରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ପାଙ୍ଗୋଙ୍ଗ ତ୍ସୋ ଓ ଗୋଗରା ସେନାଙ୍କୁ ପଛକୁ ହଟାଇବା ଲାଗି ଯେତେବେଳେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ…

ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ କେବଳ ଅଟ୍ଟାଳିକା ଭଗ୍ନାଂଶ ଏବଂ ମଣିଷଙ୍କ କ୍ଷତବିକ୍ଷତ…

ଏହି ୫ ଲୋକଙ୍କ ପାଖରେ କେବେ ବି ରହେ ନାହିଁ ଟଙ୍କା: ଆପଣ ସେଭଳି ଥିଲେ କରନ୍ତୁ ଏହି ଉପାୟ

ଆନନ୍ଦମୟ ଜୀବନ ପାଇଁ ଟଙ୍କା ଆବଶ୍ୟକତା ନିହାତି ଭାବେ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ ହେଁ ପାଖରେ ଟଙ୍କା ରହୁନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସେହି ଲୋକମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କ ପାଖରେ…

ବଲାଙ୍ଗୀର ୪ ଦିନ ଶଟ୍‌ଡାଉନ୍‌ ଘୋଷଣା: ବନ୍ଦ ରହିବ ଏସବୁ କାର୍ଯ୍ୟ

ବଲାଙ୍ଗୀର ଅଫିସ,୬।୮: ବଲାଙ୍ଗୀର ଜିଲାକୁ ଗୁରୁବାର ୪ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ନେଇ ଜିଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ ଜିଲା…

୫ ଦିନରେ ସୁଶାନ୍ତଙ୍କୁ ୨୫ଥର କଲ୍‌ କରିଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ସମସ୍ତଙ୍କ ନଜର ଏବେ ସୁଶାନ୍ତ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ଗୁରୁବାର ରିୟାଙ୍କ କଲ୍‌ ଡିଟେଲସ୍‌…

ଏହି ବ୍ଲକରେ ୧୦ କରୋନା ଯୋଦ୍ଧାଙ୍କ ସମେତ ୧୪ ପଜିଟିଭ୍‌ ଚିହ୍ନଟ

ଦାରିଙ୍ଗବାଡ଼ି,୬ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। କରୋନା ଯୋଦ୍ଧାଙ୍କ ମଧ୍ୟରେ ଏକାଧିକ କନିଷ୍ଠଯନ୍ତ୍ରୀଙ୍କ…

ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌

ମୁମ୍ବାଇ,୬।୮: ମହାରାଷ୍ଟ୍ରରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥିବା ଲଗାତର ବର୍ଷା ଯୋଗୁୁ ଆରବ ସାଗର ଫୁଲି ଉଠିବାରୁ ସହରର ରାସ୍ତାରେ ପାଣି ମାଡ଼ିଯାଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri