କମଲ ହାସନଙ୍କ ସହ ଯୋଡ଼ି ହୋଇପାରନ୍ତି ରଜନିକାନ୍ତ
ବେଙ୍ଗାଲୁରୁ,୧୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା ମକ୍କଲ ନିଧି ମାୟମ୍ ପାର୍ଟି ମୁଖ୍ୟ କମଲ ହାସନ ସାଉଥ୍ ସୁପରଷ୍ଟାର ରଜନିକାନ୍ତଙ୍କ ସହ ହାତ ମିଳାଇ ପାରନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ ଅଭିନେତା କମଲଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ…
ବନବାସୀଙ୍କ ଖାଦ୍ୟ କାଇ, କୁରୁକୁଟି
କେନ୍ଦୁଝର, ୧୬ା୧୨ (ସ୍ବ.ପ୍ର)-ବିଚିତ୍ର ଏ ଦୁନିଆ । ବଣଜଙ୍ଗଲ ସମସ୍ତଙ୍କ ପାଇଁ ଭରି ଦେଇଛି ଖାଦ୍ୟ । ବନବାସୀ ମାନେ ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇବା ସହିତ କେତେକ କୀଟପତଙ୍ଗ ଖାଇବାକୁ ପସନ୍ଦ କରନ୍ତି। ତନ୍ମଧ୍ୟରୁ କଲେଇ, କାଇ ବା କୁରୁକୁଟି…
ଦୁନିଆର ସବୁଠାରୁ ଏକାକି ମହିଳା: ୭୬ ବର୍ଷ ଧରି ଜଙ୍ଗଲରେ ବିତାଉଛନ୍ତି ଜୀବନ
ଏକାକୀ ରହିବା ଯେକୌଣସି ମଣିଷ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ, ହେଲେ ସାଇବେରିଆର ଏକ ଜଙ୍ଗଲରେ ରୁହନ୍ତି ଦୁନିଆର ଏକମାତ୍ର ଏକାକି ମହିଳା। ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ପରିବାର ନାହିଁ। ୭୬ ବର୍ଷ ବୟସ୍କା ଏହି ମହିଳା ଜନ୍ମରୁ ଏହି…
ଏହି ଦେଶର ଲୋକଙ୍କ ପ୍ରିୟ ଅସରପା ସର୍ବତ
ଅସରପାକୁ ପ୍ରାୟତଃ ସମସ୍ତେ ଘୃଣା କରନ୍ତି। କେହିକେହି ଏହାକୁ ଭୟ ମଧ୍ୟ କରନ୍ତି। ମାତ୍ର ଚାଇନା ଲୋକଙ୍କ ପାଇଁ ଆୟର ଉତ୍ସ ହୋଇଛି। ଏହାର ଔଧୀୟ ଗୁଣ ଯୋଗୁ ଚାଇନା ଶିଳ୍ପ ପାଇଁ ଏକ ବ୍ୟବସାୟିକ ସୁଯୋଗ। ଚାଇନା ସମେତ ଅନେକ…
୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ
ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ…
୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ
ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ବୀକାର…
ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ
ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ ପରେ…
ଏସବୁ ଦହି ସହିତ ମନା..
ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା ଫଳ ନ ଖାଇବାକୁ କୁହାଯାଇଥାଏ। ଦହିରେ ଥିବା ଲାକ୍ଟିକ୍ ଏସିଡ୍ ସହିତ ଖଟା ଫଳର…
ଗୋଲାପୀ ବଲ୍ରେ କାହିଁକି ଖେଳାଯାଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍
ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦିନିକିଆ ଏବଂ ଟି-୨୦ ପରେ ବିରାଟ ସେନା ପରେ ଏବେ ଟେଷ୍ଟ ସିରିଜ୍ ଖେଲିବାକୁ ଯାଉଛି। ଡିସେମ୍ବର ୧୭ଠାରୁ ସିରିଜ୍ର ପ୍ରଥମ ଆରମ୍ଭ ହେବାକୁ ଯାଉଛି। ଆଡିଲେଡରେ ପ୍ରଥମ ଦିବାରାତ୍ର ଟେଷ୍ଟ ଗୋଲାପୀ ବଲରେ…
ଅଧାଘଣ୍ଟା କାନ୍ଦିଥିଲେ ସଲମାନ…
ମୁମ୍ବାଇ, ୧୬।୧୨: ବଲିଉଡ୍ର କମେଡ଼ିଆନ୍ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ…
ସ୍ବାମୀଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରିବା ପୂର୍ବରୁ ଖାଇଥାନ୍ତି ସ୍ତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କଥାରେ ଅଛି, ଖାଇବା ବାଣ୍ଟିବା(ଶେୟାର କଲେ) ଦ୍ୱାରା ଭଲପାଇବା ବଢ଼ିଥାଏ। ଏହାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ମହିଳା। ଆମେରିକାର ଟେକ୍ସାସ୍ରେ ରୁହନ୍ତି ଟ୍ରେସି ହୋଓ୍ବେଲ ନାମ୍ନୀ ମହିଳା। ସେ ପେଶାରେ ଜଣେ ଫେସବୁକ୍ ୟୁଜର। ନିକଟରେ ଟ୍ରେସି ସୋସିଆଲ ମିଡିଆରେ…
ଶୀତଦିନେ ଏଥିରୁ ଅଧା ଗ୍ଲାସ…
ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍ ନାମକ ଏଞ୍ଜାଇମ୍ ରହିଥାଏ। ଏହା ଶରୀରରେ ମ୍ୟୁକସସ୍ତରକୁ ସ୍ବାଭାବିକ କରିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ…

