Home Left

ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ବିଶେଷଜ୍ଞଙ୍କ ଭୟଙ୍କର ଭବିଷ୍ୟବାଣୀ, ୫ହଜାର କୋଟି ଟଙ୍କର କ୍ଷତି ସହିଲାଣି ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୬।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଏସିଆରେ ଅଶାନ୍ତି ସୃଷ୍ଟି କରିଛି, ଯାହା ଆମଦାନୀ ଏବଂ ରପ୍ତାନି ଉପରେ ସର୍ବାଧିକ ପ୍ରଭାବ ପକାଇପାରେ। ଇରାନ ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ…

ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ, ତା’ପରେ ଯାହା ହେଲା…

ଲକ୍ଷ୍ନୌ ,୬।୩: ରେଲଓ୍ବେରେ ଅସୁସ୍ଥତା ଛୁଟି ମନା କରିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌ ରେଳ ଡିଭିଜନ ମଧ୍ୟରେ ଏହି ଘଟଣା ଘଟିଛି, ଯେଉଁଠାରେ ଜଣେ ଲୋକୋ ପାଇଲଟ ପାଇଲ୍ସ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଛୁଟି ଦିଆଯାଇନଥିଲା।…

ଖାମେନେଇଙ୍କ ମୃତ୍ୟୁକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ୩ ମାସ ପୂର୍ବରୁ ଏମିତି ଯୋଜନା କରିଥିଲା ଇସ୍ରାଏଲ

ଜେରୁଜେଲମ,୬।୩: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଶୁକ୍ରବାର ଏକ ସାକ୍ଷାତକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ବହୁ ପୂର୍ବରୁ ରଚନା କରାଯାଇଥିଲା। ଗତ…

ରାମଚଣ୍ଡୀ ପାହାଡ଼ରେ ଅଚାନକ ଲାଗିଲା ନିଆଁ : ଜୀବଜନ୍ତୁ ଆତଙ୍କିତ

ଗଞ୍ଜାମ,୬।୩: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପାଦ ଦେଶରେ ଗତକାଲି ପୂର୍ବାହ୍ନ ସମୟରେ ନିଆଁ ଲାଗି ଯାଇଥିଲା । ଶୁଖିଲା ପତ୍ର ଓ ପବନ…

ନୂଆ ଦଳ ଗଢିବେ କବିତା, କଲେ ବଡ଼ ଘୋଷଣା

ହାଇଦ୍ରାବାଦ,୬।୩: ଭାରତ ରାଷ୍ଟ୍ର ସମିତିର ପୂର୍ବତନ ସଦସ୍ୟ ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ତେଲଙ୍ଗାନାରେ ଏକ ନୂତନ ଦଳ ଗଠନ କରୁଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଏବଂ ପୂର୍ବତନ ଦିଲ୍ଲୀ…

ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ଟ୍ରେନରେ ହୃଦଘାତ…..

କୋରାପୁଟ,୬।୩(ଅମିତାଭ ବେହେରା): ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ୨ ଜଣ ହେଲେ ଭାପୁର…

ଖୁସିରେ ଏମିତି ଡେଇଁଲେ ସାକ୍ଷୀ, ସମ୍ଭାଳିଲେ ଧୋନୀ: ଦେଖନ୍ତୁ Video

ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ମୁମ୍ବାଇର ୱାଙ୍ଖେଡେ…

ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା…..

ରାଉରକେଲା,୬।୩(ସଂଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମିଲ ୟୁପି ସ୍କୁଲ ଛକ ନିକଟରେ ପଡ଼ି ରହିଛି ଯୁବତୀଙ୍କ ମୃତଦେହ । ଶୁକ୍ରବାର ସକାଳ ୬ଟାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବତୀଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮ ଚକିଆ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଏକ ଘର ଉପରେ…

ମାତ୍ର ୬ ବଲ୍‌ରେ ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ ବୁମ୍‌ରା: ପରାଜୟ ମୁହଁରୁ ଭାରତକୁ ଆଣିଲେ ଟାଣି

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ ୪୯୯ ରନ ସଂଗ୍ରହ କରିଥିଲା। ମ୍ୟାଚ ସମୟରେ ଉଭୟ ଦଳର ବୋଲରମାନେ ପ୍ରବଳ…

ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ ପ୍ରମାଣିତ ହୋଇଥିଲା। ଭାରତ ଇଂଲଣ୍ଡକୁ ମାତ୍ର ୭ ରନରେ ପରାସ୍ତ କରି ଫାଇନାଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?