Home Left

ଅକ୍ଷୟ ଶକ୍ତି ଉତ୍ସ ଦେଶ ବିକାଶର ପୁଞ୍ଜି

ଅକ୍ଷୟ ଶକ୍ତି ଦିବସ ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ପାଳନ କରାଯାଇଥାଏ। ୨୦୦୪ଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଦେଶର ବିକାଶ ପାଇଁ ଅକ୍ଷୟ ଶକ୍ତି ଉତ୍ସ ଅପରିହାର୍ଯ୍ୟ। ତେଣୁ ସୌର ଶକ୍ତି, ପବନ ଶକ୍ତି ଏବଂ ଜଳ ବିଦ୍ୟୁତ୍‌…

‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’

ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ ତାଲା ବନ୍ଦ ହୋଇ ରହିଥିବାବେଳେ ନିଧି ତାଙ୍କ ଫିଗର୍‌ ଏବଂ କ୍ୟାରିୟର ପ୍ରତି ବେଶ୍‌…

ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’

ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର ଏହା ଚାଇନାର ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବେଳେ ଏହା ସାଧାରଣ ଜୀବନ ଉପରେ…

ବିଧାନସଭା ଅଧିବେଶନ ପୂର୍ବରୁ ୪ ବିଧାୟକ କରୋନାରେ ଆକ୍ରାନ୍ତ

ଲକ୍ଷ୍ନୌ,୨୦।୮: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛି ଏହି କରୋନା ମହାମାରୀ। ବିଧାନସଭା ଆରମ୍ଭ ହେବାର ପ୍ରାୟ ୨୪ ଘଣ୍ଟା ପୂର୍ବରୁ…

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ ଚକୋଲେଟର ବରଫ ଚାଦରରେ ଘୋଡ଼େଇ ହୋଇ ଯାଇଛି। ଏଠାରେ ଥିବା ଲିଣ୍ଡିଟ୍‌ ଆଣ୍ଡ୍‌ ସ୍ପ୍ରୁଞ୍ଜିଲି…

ଶାନ୍ତି, ଏକତା, ଭାଇଚାରା ମୂଳ ଲକ୍ଷ୍ୟ

ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ଠାରୁ ସଦ୍‌ଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ଏହି ଦିବସ ପାଳିତ ହୋଇଆସୁଛି। ଜାତୀୟ…

ଯୁଦ୍ଧବନ୍ଦୀଙ୍କୁ ଅମାନବୀୟ ପ୍ରୟୋଗ

ବିଂଶଶତାବ୍ଦୀରେ ଭୟଙ୍କର ପରମାଣୁ ବୋମାର ବାରୁଦଗଦାରେ ବସିଛି ସାରା ବିଶ୍ୱ। କୌଣସି କାରଣରୁ ଯୁ୍‌ଦ୍ଧ ହେଲେ ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇଯିବ। ମନୁଷ୍ୟକୃତ ଅସ୍ତ୍ରର ପ୍ରୟୋଗରେ ପୃଥିବୀ ପାଲଟିଯିବ ଶ୍ମଶାନ। ଯଦିଓ ଯୁଦ୍ଧର ଭୟଙ୍କର ପରିସ୍ଥିତି ସହ ବିକଶିତ ଏବଂ…

ଅନ୍‌ଲାଇନ ପାଠପଢାରେ ବାଧା ସାଜିଛି ମୋବାଇଲ ନେଟୱାର୍କ: ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ର 

ପୁରୁଷୋତ୍ତମପୁର,୨୦।୮(ଡି.ଏନ.ଏ.): ସମଗ୍ର ବିଶରେ ମାରାତ୍ମକ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମୋବାଇଲ ନେଟୱାର୍କ କମ୍ପାନୀ ଛାତ୍ରୀଛାତ୍ରଙ୍କ ଉପରେ ଦାଉ ସାଧୁଛନ୍ତି। ଯାହାଦ୍ୱାରା ଶିିିକ୍ଷାଦାନ ସହ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ରମାନେ। କରୋନା ଯୋଗୁ…

ଏକ୍ସପ୍ରେସ୍‌ ଓ୍ବେରେ ଓଲଟିଲା ବସ୍‌: ୧୬ ଗୁରୁତର

ଲକ୍ଷ୍ନୌ, ୨୦।୮: ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ବିହାରର ମଧୁବାଣୀ ଯାଉଥିବା ଏକ ବସ୍‌ ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ଓଲଟି ପଡ଼ିଛି। ବସ୍‌ରେ ୪୫ ଜଣ ଶ୍ରମିକ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। ଝରକା କାଚ ଭାଙ୍ଗି ବସ୍‌ରୁ ଶ୍ରମିକମାନଙ୍କୁ ବାହାର…

ଚାହୁଁଚାହୁଁ ବୁଡ଼ି ଗଲା କାର…

ନୂଆଦିଲ୍ଲୀ, ୨୦।୮: ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ରାସ୍ତା ଉପରେ ୩ ଫୁଟର ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ରାସ୍ତାରେ ଯାଉଥିବା ଏକ କାର ଚାହୁଁଚାହୁଁ ବର୍ଷା ଜଳରେ ବୁଡ଼ି…

ଫୁଲୁଛି ବୈତରଣୀ: ଚିନ୍ତାରେ ତଳିଆ ଅଞ୍ଚଳ, ଜିଲାରେ ରେଡ ଆଲର୍ଟ

ଭଦ୍ରକ ଅଫିସ,୨୦।୮: ଭଦ୍ରକରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା ସୁଦ୍ଧା ୧୭.୫୬ ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ଘଣ୍ଟାକୁ ୦.୮୯ ମିଟର ଅନୁଯାୟୀ ଜଳସ୍ତର…

ଆଇସ୍‌କ୍ରିମ କାଠିରେ କୁନି ଗଣେଶ

ପୁରୀ ଅଫିସ,୨୦ା୮: ଆଇସ୍‌କ୍ରିମ କାଠିକୁ ନେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁ। ସ୍ଥାନିତ କରିସାରିଥିବା ପୁରୀ କୁମୁଟିପାଟଣାର ୧୯ ବର୍ଷୀୟ ଛାତ୍ର ବିଶ୍ୱଜିତ ନାୟକଙ୍କ ନଜର ଏବେ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ଉପରେ। ଏଥିରେ ନିଜ ନଁ।କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri