ହ୍ବାଟ୍ସଆପ୍ରେ ନମ୍ବର ସେଭ୍ ନ କରିବି ଏପରି ପଠାଇପାରିବେ ମେସେଜ୍; ଜାଣନ୍ତୁ ଟିପ୍ସ
ନୂଆଦିଲ୍ଲୀ,୨୭।୧୨: ଯେତେବେଳେ ହ୍ବାଟ୍ସଆପ୍ରେ କାହାକୁ ମେସେଜ୍ ପଠାଇବାକୁ ହୋଇଥାଏ, ତେବେ ପ୍ରଥମେ ତାଙ୍କ ନମ୍ବରକୁ ସେଭ୍ କରିବାକୁ ପଡେ। ଅନେକ ସମୟରେ ଏପରି କରିବାକୁ ଇଚ୍ଛା ହୋଇ ନ ଥାଏ। ନମ୍ବର ଦରକାରର ହୋଇ ନ ଥିବା ହେତୁ ପରେ ତାକୁ…
ଝିଅକୁ ସାଦ ଖୁଆଇବାକୁ ଯିବାବେଳେ ଅଘଟଣ: ଓଲଟିଲା ପିକ୍ଅପ୍, ୪ ଗୁରୁତର
କେନ୍ଦୁଝର,୨୭ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ୪୯ ନଂ. ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ପିକ୍ଅପ୍ ଓଲଟି ପଡ଼ିଛି । ଗାଡ଼ିରେ ୨୧ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ…
ଡିସେମ୍ବର ୩୦ରେ ଟ୍ରାକ୍ଟର ରାଲି କରିବେ କୃଷକ!
ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ ୩୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଦିଲ୍ଲୀ-ହରିୟାଣା…
ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା
ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଏବେ ସେ ଟୁଇଟରରେ ଏକ ଭିଡିଓ ଅପ୍ଲୋଡ୍ କରିଛନ୍ତି।…
କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ
ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ…
ଦୟା ନଦୀ କୂଳରେ ମାଛ ମରାକୁ ନେଇ ବୋମାମାଡ
କଣାସ,୨୭।୧୨(ଡି.ଏନ୍.ଏ.): ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି…
୨୦୨୦ରେ ୧୦ ଥର ଶର୍ଟଲେସ୍ ହୋଇଛନ୍ତି ଦବଙ୍ଗ ଖାନ୍
ବମ୍ବେ: ଆଜି ନିଜର ୫୫ତମ ହାପି ବର୍ଥ ଡେ ପାଳନ କରୁଛନ୍ତି ଦବଙ୍ଗ ଖାନ୍ ସଲମାନ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାର ଏବଂ ଅନ୍ୟ ସେଲିବ୍ରିଟିମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଚଳଚ୍ଚିତ୍ର ମୈନେ ପ୍ୟାର କିୟାରୁ ବଲିଉଡ୍ରେ ଡେବ୍ୟୁ କରିଥିବା…
ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ୧୦ ଦିନରେ ଗଲାଣି ୩ ଜୀବନ
ମାଲକାନଗିରି,୨୭ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଉପକାରାଗାର ବିଚାରାଧୀନ ବନ୍ଦୀଙ୍କ ପାଇଁ ସତେ ଯେପରି ମରଣଯନ୍ତା ପାଲଟିଛି। ୧୦ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇସାରିଲାଣି। ତେବେ ଉପକାରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତାକୁ ଏହା ପଦାରେ ପକାଇଛି। ଶନିବାର ରାତିରେ ମାଓବାଦୀ…
ପୁରୁଷ ବନ୍ଧୁଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ମଲାଇକା
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର ସବୁବେଳେ ଥାଆନ୍ତି ଲାଇମଲାଇଟରେ । ଏମାନେ ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡି । ଏବେ ଏହି ଯୋଡି ଗୋଆରେ ଛୁଟି କାଟୁଛନ୍ତି । ଏମାନେ ଏବେ ଗୋଟିଏ ସପ୍ତାହ…
ଆର୍.ସି.ପି. ସିଂ ହୋଇ ପାରନ୍ତି ଜେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ: ନୀତିଶ ଦେଲେ ସଙ୍କେତ
ପାଟନା,୨୭।୧୨: ଜେଡ଼ିୟୁର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ବିବହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ସଙ୍କେତ ଦେଇଛନ୍ତି। ସେ ଆର୍.ସି.ପି. ସିଂଙ୍କୁ ଗେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ପ୍ରସ୍ତାବ…
ମିନି ବସ ଦୁର୍ଘଟଣା: ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା
ରାଉରକେଲା ଅଫିସ,୨୭।୧୨: ୧୪୩ ନଂ. ଜାତୀୟ ରାଜପଥ ରାଉରକେଲା ବାଲୁଘାଟ ଡାକବଙ୍ଗଳା ନିକଟରେ ରବିବାର ହୋଇଥିବା ମିନି ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ରାସ୍ତାରେ ଆର ଜଣଙ୍କର…
ଦ୍ୱିତୀୟ ଟେଷ୍ଟରେ ଶତକ କରି ରେକର୍ଡ କଲେ ରାହାଣେ
ମେଲବୋର୍ନ,୨୭।୧୨: ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ଛାଡ଼ି ସ୍ବଦେଶ ଫେରିଛନ୍ତି ଭାରତୀୟ ଟିମ୍ର ନିୟମିତ ଅଧିନାୟକ ବିରାଟ କୋହଲି। ଏଣୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ନେତୃତ୍ୱ ନେଇଛନ୍ତି ଅଜିଙ୍କ୍ୟ ରାହାଣେ। ଅଧିନାୟକ ଭାବେ ରାହାଣେ ଦମ୍ଦାର ବ୍ୟାଟିଂ କରି…

