କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍ ଟାଓ୍ବାରରେ ଭଙ୍ଗାରୁଜା
ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ଲାଭ ଦେବା ପାଇଁ କେନ୍ଦ୍ର…
ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୭ ମୃତ, ୨୦ ଆହତ
ଗୁଆହାଟୀ,୨୭।୧୨-ଆସାମର କୋକ୍ରାଝର ଜିଲା ଛତାଗୁରୀଠାରେ ରବିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି…
ଭୁବନେଶ୍ୱରରୁ ଆଜି ୧୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ…
ମା’ ଦୁର୍ଗାଙ୍କ ଫଟୋ ଶେୟାର କଲେ ଏହି ପାକିସ୍ତାନ କ୍ରିକେଟର୍
ପାକିସ୍ତାନର ପୂର୍ବତନ ବୋଲର ଦାନିଶ କାନେରିଆ ନିଜ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ ସମାଲୋଚକ କାନେରିଆ ଆଜିକାଲି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଖୋଲାଖୋଲି ନିଜ ମତ ଦେଉଛନ୍ତି। ଏହା ବ୍ୟତୀତ ହିନ୍ଦୁ ଧର୍ମରେ…
ରାହାନେଙ୍କୁ ପ୍ରଶଂସା କଲେ କୋହଲି
ମେଲବୋର୍ନ,୨୭।୧୨: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଛନ୍ତି। ତାଙ୍କ କ୍ୟାରିୟରର ଦ୍ୱାଦଶ ଶତକ ଯୋଗୁ ଦ୍ୱିତୀୟ ଟେଷ୍ଟକୁ ନିୟନ୍ତ୍ରଣକୁ ଆଣିପାରିଛି ଟିମ୍…
ପିତାଙ୍କ ଶେଷ ଇଚ୍ଛା ପୂରଣ କଲେ ଏହି କ୍ରିକେଟର୍
ମେଲବୋର୍ନ,୨୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ବୋଲର୍ ମହମ୍ମଦ ସିରାଜ୍ ଡେବ୍ୟୁ କରୁଛନ୍ତି। ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ…
ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ
ବଲିଉଡ୍ର ଦବଙ୍ଗ ଷ୍ଟାର ସଲମନ ଖାନ୍ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି ସଲମାନ ଏପପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ସେ ନିଜ ପ୍ରେମ କାହାଣୀଙ୍କୁ ନେଇ ସର୍ବଦା…
ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି, କୋହଲିଙ୍କୁ ପ୍ରତ୍ୟେକ ଦଳରେ ସ୍ଥାନ
ଦୁବାଇ,୨୭।୧୨: ଚଳିତ ଦଶନ୍ଧିର ପ୍ରତ୍ୟେକ ଫର୍ମାଟ ପାଇଁ ରବିବାର ଶ୍ରେଷ୍ଠ ଦଳ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଟି୨୦ ଓ ଦିନିକଆ ଫର୍ମାଟରେ ଭାରତୀୟ ଦଳର ଅଧିକ ଖେଳାଳିଙ୍କୁ ସ୍ଥାନ ମିଳିଛି। ଆଇସିସିର ଉଭୟ ଦିନିକିଆ ଓ ଟି୨୦…
ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ
ହାଇଦ୍ରାବାଦ,୨୭।୧୨-ରକ୍ତଚାପ ସ୍ଥିର ନ ରହିବାରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗତ ଶୁକ୍ରବାର ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ରଜନୀକାନ୍ତ ଡାକ୍ତରଖାନାରୁ…
ଘର ଭାଙ୍ଗି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ
ଛେଣ୍ଡିପଦା,୨୭।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କମ୍ପସଲା ଗ୍ରାମ ପଞ୍ଚାୟତର ଗୋଳାଗାଡିଆ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଗୋଳାଗାଡିଆ ଗ୍ରାମର ବୀର ସାହୁଙ୍କ ପୁଅ ଅଜିତ। ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ…
ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ
ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର ଆଇସିସି ଟି୨୦ ଏବଂ ଏକଦିବସୀୟ ଦଳର ଅଧିନାୟକ ଚୟନ କରାଯାଇଛି। ଆଇସିସି ଟି -୨୦…

