ନୋବେଲ ଶାନ୍ତି ପୁରସ୍କାର ବିଜେତା କେତେ ଟଙ୍କା ପାଆନ୍ତି?
ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର ସହିତ…
CBI ଜାଲରେ ପଡ଼ିଲେ RPF ହାବିଲଦାର
ରାଉରକେଲା,୧୦।୧୦: CBI ଜାଲରେ ପଡିଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ RPF ହାବିଲଦାର ମହମ୍ମଦ ଇଜହାର୍ଙ୍କୁ CBI ଅଧିକାରୀମାନେ କାବୁ କରି ନେଇଥିଲେ। ମିଳିଥିବା ସୂଚନା ମୁତାବକ, ଜରି, ବୋତଲ ଗୋଟାଳିଙ୍କଠାରୁ ଲାଞ୍ଚ…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ଡ୍ୟାଣ୍ଡ୍ରେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଶୁକ୍ରବାର…
ପଲଟିଗଲା ବାଜି! ଭାରତକୁ ଡବଲ ଡିସକାଉଣ୍ଟ ଅଫର ଦେଲା ରୁଷିଆ, ଟ୍ରମ୍ପ ଏବେ କରିବେ କ’ଣ…
ନୂଆଦିଲ୍ଲୀ,୧୦।୧୦: ଆମେରିକା ରୁଷିଆର ଅଶୋଧିତ ତୈଳ କ୍ରୟ ଉପରେ ୨୫% ଟାରିଫ୍ ଲାଗୁ କରିବା ସତ୍ତ୍ୱେ, ଭାରତ ଆଗାମୀ ମାସଗୁଡ଼ିକରେ ରୁଷିଆର ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବାକୁ ପ୍ରସ୍ତୁତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ…
ବଡ଼ ମାଇଲଖୁଣ୍ଟ ହାସଲ କଲେ ଯଶସ୍ବୀ ଜୟସ୍ବାଲ: କୋହଲି ସମେତ ୩ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନରେ ସେ ତାଙ୍କର ଶତକ ହାସଲ କରିଛନ୍ତି। ଏହି ଇନିଂସରେ ସେ ବିରାଟ କୋହଲି, ସୌରଭ…
ଭାଜପା ନେତାଙ୍କ ପରଲୋକ
ବେତନଟୀ,୧୦।୧୦(ଧରଣୀଧର ମହାନ୍ତି) : ବେତନଟୀ ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍ପି ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗୋଲକ ବିହାରୀ ନାଏକଙ୍କ ପ୍ରତିନିଧି ବିମଳ କୁମାର ଲେଙ୍କା(୫୫)ଙ୍କ ବୁଧବାର ସକାଳେ ବେତନଟୀସ୍ଥିତ ବାସଭବନରେ ପରଲୋକ…
ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଗିରଫ ହେଲେ ତହସିଲଦାର
ମହାକାଳପଡ଼ା,୧୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତହସିଲଦାର ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି…
NDAରେ ବଡ଼ ଡିଲ୍! ଚିରାଗଙ୍କୁ ମିଳିବ ଏତିକି ଆସନ, ଭାଜପା ସହ ହୋଇଗଲା…
ନୂଆଦିଲ୍ଲୀ,୧୦।୧୦: ବିହାର ନିର୍ବାଚନ ପାଇଁ NDA ମଧ୍ୟରେ ଚାଲିଥିବା ଆସନ ବଣ୍ଟନ ଆଲୋଚନା ପ୍ରାୟ ଶେଷ ହୋଇଥିବା ପରି ମନେ ହେଉଛି। ସୂତ୍ର ଅନୁସାରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଏବଂ ଭାଜପା ମଧ୍ୟରେ ଏକ ଚୁକ୍ତି ହୋଇଛି। ଚିରାଗ…
ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….
ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ ରାଉତଙ୍କ ସୂଚନା ମୁତାବକ, ଡାକୋଇ ଗ୍ରାମରେ ଚଢ଼ାଉ କରି ୧୦,୩୦…
ମୁତାକିଙ୍କୁ ଭେଟିବା ପରେ, ଏସ. ଜୟଶଙ୍କର କଲେ ବଡ଼ ଘୋଷଣା, ଯାହା ଶୁଣି ପାକିସ୍ତାନକୁ ଲାଗିବ ୪୪୦ ଭୋଲ୍ଟର ଝଟକା
ନୂଆଦିଲ୍ଲୀ,୧୦।୧୦: ଭାରତ ଆଫଗାନିସ୍ତାନ ସହିତ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପୁନଃସ୍ଥାପିତ କରିଛି ଏବଂ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ଦୂତାବାସ ଖୋଲିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ତାଲିବାନ-ଶାସିତ ଆଫଗାନିସ୍ତାନ ସହିତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଚିହ୍ନିତ କରି,…
ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ…
ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି, ଯେଉଁଥିରେ…
ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି
କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ…
Archives


