ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅଡୁଆରେ ଇରାନ ଦଳ
ଗୋଲ୍ଡ କୋଷ୍ଟ(ଅଷ୍ଟ୍ରେଲିଆ),୯।୩: ମହିଳା ଏସିଆନ କପ୍ ଶେଷ ଗ୍ରୁପ୍ ମ୍ୟାଚରେ ଇରାନ ଫୁଟ୍ବଲ ଦଳ ଏହାର ଅନ୍ତିମ ଗ୍ରୁପ୍ ମ୍ୟାଚ ହାରିଯିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତମାନ ଅଡୁଆରେ ପଡ଼ିଯାଇଛି। ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପୂର୍ବରୁ ମହାଦେଶୀୟ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ: ଭଙ୍ଗା କୁଡ଼ିଆରେ ବିତୁଛି ଜନପ୍ରତିନିଧିଙ୍କ ଜୀବନ
ଥୁଆମୂଳ ରାମପୁର, ୯ା୩ (ଦୁର୍ଗା କୀର୍ତ୍ତି): ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରଶାସନିକ…
ଇରାକ୍ ମୁଖ୍ୟ କୋଚ୍ଙ୍କ ବଡ଼ ଦାବି: ବିଶ୍ୱକପ୍ ପ୍ଲେ-ଅଫ୍କୁ ବିଳମ୍ବିତ କରାଯାଉ
ବାଗଦାଦ୍,୯ା୩: ଇରାନରେ ଯୁଦ୍ଧ କ୍ରମେ ଜୋର୍ଦାର୍ ହେଉଥିବାରୁ ବିଶ୍ୱକପ୍ ପାଇଁ ତାଙ୍କ ଦଳର ଆନ୍ତଃମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟକୁ ବିଳମ୍ବିତ କରିବା ଲାଗି ଇରାକ୍ ମୁଖ୍ୟ କୋଚ୍ ଗ୍ରାହାମ ଆର୍ନୋଲ୍ଡ ଫୁଟ୍ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ (ଫିଫା)କୁ ନିବେଦନ କରିଛନ୍ତି। ଇରାକ ମେକ୍ସିକୋର…
ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ: ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ
ନୂଆପଡ଼ା,୯ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ…
ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଲପିଜି ସିଲିଣ୍ଡରର ବୁକିଂ ସମୟ ବଢିଲା, ଏଣିକି…
ନୂଆଦିଲ୍ଲୀ,୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ ସିଲିଣ୍ଡର (LPG) ପାଇଁ ବୁକିଂ ଅବଧିକୁ ୨୧ଦିନରୁ ୨୫ ଦିନକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ଏହାକୁ ୨୧ ଦିନରୁ ୨୫ ଦିନକୁ…
ଫାଇନାଲ୍ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା
ଅହମ୍ମଦାବାଦ୍,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨୧ ବଲ୍ରେ ୫୨ ରନ କରିଥିଲେ।…
ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର କରିବା ପ୍ରଧାନଶିକ୍ଷକଙ୍କୁ ପଡିଲା ମହଙ୍ଗା, ଜୋତା ମାଡ଼ ଖାଇ…
ହାଟଡିହୀ,୯l୩(ଶୁଭକାନ୍ତ ନାୟକ): ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ମହଙ୍ଗା ପଡିଲା । ସମ୍ପୃକ୍ତ ପ୍ରଧାନଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରଥମେ ଜୋତାରେ ମାଡ଼ ଖାଇ ପରେ ସସ୍ପେଣ୍ଡ ହୋଇଛନ୍ତି । ଏପରି ଘଟଣା ସମ୍ପୃକ୍ତ…
ଆସନ୍ତାକାଲିଠାରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପ୍ରସ୍ତୁତି ଜୋରଦାର
ପୁରୁଷୋତ୍ତମପୁର,୯।୩ (ସବିତା ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେବେ। ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଗଞ୍ଜାମ ଜିଲାପାଳ ଶ୍ରୀ…
ପାସେଞ୍ଜର ଅଟୋକୁ ଧକ୍କା ଦେଲା କାର୍: ଆଉ ତା’ପରେ…
ଜଟଣୀ,୯।୩: ପିପିଲି-ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାସେଞ୍ଜର ଅଟୋକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ପାସେଞ୍ଜର ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଦୁଇଟି ଗାଡି ଜବତ କରି ଅଧିକ…
ଟି-୨୦ ବିଶ୍ୱକପ ହାତେଇବା ପରେ ବଡ଼ ଘୋଷଣା କଲେ ସୂର୍ଯ୍ୟକୁମାର: କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୯।୩: ରବିବାର, ୮ ମାର୍ଚ୍ଚରେ, ଭାରତୀୟ ଦଳ ଇତିହାସ ରଚିଛି। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି, ଭାରତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଚାମ୍ପିୟନ ହୋଇଛି। ଏମ ଏସ ଧୋନୀ ଏବଂ ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟକୁମାର…
ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ, ୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପୁରୁଷୋତ୍ତମପୁର,୯ା୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ସୋମବାର ଶେଷହୋଇଛି । ସମସ୍ତ ପ୍ରାର୍ଥୀମାନେ ନିଜନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ଆସି ନିର୍ବାଚନ ଅଧିକାରୀ ପ୍ରମୋଦକୁମାର ବେହେରାଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ…
ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚିଯିବେ ମାତ୍ର ଏହି ୨ ଦେଶ: ଜାଣନ୍ତୁ…
ନୂଆଦିଲ୍ଲୀ,୯।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ପୁଣି ଥରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ବୃଦ୍ଧି କରିଛି। ପରମାଣୁ ସଂଘର୍ଷ ସମଗ୍ର ବିଶ୍ୱ ପାଇଁ ବିନାଶକାରୀ ପରିଣାମ ଆଣିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ହଜାର ହଜାର…

