Home Left

ଖପୁରୀ ଧରି ପୂଜାର୍ଚ୍ଚନା… ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ

ବେଲଗୁଣ୍ଠା,୧୧।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ…

ମଧ୍ୟପ୍ରାଚ୍ୟ ସଂଘର୍ଷ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ନୂଆଦିଲ୍ଲୀ,୧୧।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଦୁବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ ଆଜି ଦୁବାଇ ବିମାନବନ୍ଦର ନିକଟରେ ଆଉ ଏକ ଡ୍ରୋନ୍ ହମଲା କରିଛି । ଯଦିଓ ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରାଯାଇଛି, ତଥାପି…

ସୂର୍ଯ୍ୟକୁମାର ଯାଦବଙ୍କ ପରେ ଏହି ଖେଳାଳି ହେବେ ଟି-୨୦ ଅଧିନାୟକ! ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୧୧।୩: ଟିମ ଇଣ୍ଡିଆ ୨୦୨୬ରେ ICC ଟି୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଭାରତ ତୃତୀୟ ଥର ପାଇଁ ଟ୍ରଫି ଜିତିଛି, ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ଦଳ ହୋଇଛି। ଏହି ଟାଇଟଲ…

ରୁଷିଆରୁ ଭାରତ ତେଲ କିଣିବା ନେଇ ପୁଣି ବଡ଼ ବୟାନ ଦେଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୧।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ଏବଂ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ମଧ୍ୟରେ, ସାରା ବିଶ୍ୱରେ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟୁଛି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍‌ ଏକ୍ସରେ ଏକ ଟ଼୍ବିଟ କରି ପୁଣି ହଇଚଇ ସୃଷ୍ଟି କରିଛନ୍ତି। ସେ ଲେଖିଛନ୍ତି…

ତହସିଲଦାରଙ୍କ ରାଜଧାନୀରେ ୨ କୋଠା , ୭ ଦାମୀ ପ୍ଲଟ

ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍‌ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଜବତ କରାଯାଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ ଅଛି । ମୋବାଇଲ୍ ଟାୱାର ନିର୍ମାତାମାନଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିଦିଆଯାଇଛି।…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ମହିଳା ଘରେ ସନ୍ତାନ ପ୍ରସବ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଅନୁପସ୍ଥିତ ରହୁଥିଲେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମା…

ଖାଲି ହାତରେ ବାଘ ସହ ଲଢୁଥିଲେ ଯୁବକ: ୧୨ରୁ ୧୫ ମିନିଟ୍‌ ପରେ ଘଟିଲା…

ଶିମ୍‌ଲା ,୧୧ା୩:ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ଯୁବକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିବା ପରେ ଜୀବନରକ୍ଷା ପାଇଁ ଖାଲି ହାତରେ ଲଢ଼େଇ କରିବା ଏହାକୁ ମାରିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆର୍କିସ୍ଥିତ ଆଇଟିଆଇରେ ପଢ଼ୁଥିବା ପ୍ରଭେଶ ଶର୍ମା ସୋମବାର…

IPL 2026: ପ୍ରଥମ ମ୍ୟାଚରେ ହେବ ବଡ଼ ଧମାକା, ଏହି ଦୁଇ ଟିମ୍ ଭିତରେ….

ନୂଆଦିଲ୍ଲୀ,୧୧।୩: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ IPL ୨୦୨୬ । ଏନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହା ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଯାଉଛି, ଯଦିଓ BCCI ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା…

ପୁଅର ଇଚ୍ଛାମୃତ୍ୟୁ ପାଇଁ ବାପା କରିଥିଲେ ଆବେଦନ: ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୧।୩: ପାସିଭ୍‌ ୟୁଥନେସିଆ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ୧୨ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କୃତ୍ରିମ ଜୀବନ ସହାୟକକୁ…

ଭୁବନେଶ୍ୱରରେ ଏତେ ବଢିଗଲା ଗ୍ୟାସଦର, ଆଜି କରନ୍ତୁ ବୁକିଂ, ନହେଲେ ଆଗକୁ ଆହୁରି…

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ବଢ଼ୁଥିବା ଉତ୍ତେଜନାର ତାତି ଏବେ ଆପଣଙ୍କ ରୋଷେଇ ଘରକୁ ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ, ଭାରତରେ ଘରୋଇ ଏବଂ କର୍ମସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆପଣ ଭାବୁଛନ୍ତି ଯେ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?