Home Left

ଭାରତକୁ ଚାମ୍ପିୟନ୍‌ କରାଇବା ପରେ ଅଧରାତିରେ ଲୁଚିକି ଟ୍ରେନ୍‌ରେ ଗଲେ ଏହି କ୍ରିକେଟର୍‌: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୩: ଟି-୨୦ ବିଶ୍ୱକପ ଜିତି ଟିମ ଇଣ୍ଡିଆ ପୁଣିଥରେ ସମଗ୍ର ଦେଶ ପାଇଁ ଖୁସି ଆଣିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ, ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ ଏକପାଖିଆ ଭାବରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏବଂ ରେକର୍ଡ ତୃତୀୟ…

ଯୁଦ୍ଧ ଭିତରେ ବାଂଲାଦେଶ ଭାରତକୁ ପଠାଇଲା…ଚମକି ପଡିଲା ପାକିସ୍ତାନ!

ଢାକା,୧୧।୩: ବାଂଲାଦେଶରେ ଏକ ବଡ଼ ରାଜନୈତିକ ପଟ ପରିବର୍ତ୍ତନ ପରେ, ଦେଶ ଏବେ ପଡ଼ୋଶୀ ଭାରତ ସହିତ ଏହାର କୂଟନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି। BNP ର ସମ୍ଭାବ୍ୟ ଶକ୍ତି ଏବଂ ତାରିକ ରହମାନଙ୍କ ନେତୃତ୍ୱାଧୀନ…

୧୪ରେ ଟିପିସିଓଡିଏଲ୍‌ର ଲୋକ ଅଦାଲତ

ଭୁବନେଶ୍ୱର୧୧ା୩(ଅନୁରାଧା ମହାରଣା): ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ର ଅନଧିକୃତ ବ୍ୟବହାର ଏବଂ ବିଦ୍ୟୁତ୍‌ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ମାର୍ଚ୍ଚ ୧୪ରେ ଏହାର ସମସ୍ତ ସେବା ଯୋଗାଣ ଅଞ୍ଚଳରେ ୨୦୨୬ ବର୍ଷର ପ୍ରଥମ…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ପୋଲିସ ଅଟକ ରଖି…

ପଦ୍ମପୁର,୧୧।୩ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁରରେ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ମଙ୍ଗଳବାର ରାତିରେ ବିଭିନ୍ସ୍କୁଲର ଶିକ୍ଷକମାନଙ୍କୁ ପୋଲିସ ଅଟକ ରଖିଛି। ସେଥିମଧ୍ୟରୁ ବିଳମ୍ବିତ ରାତିରେ ୬ ଜଣ ଶିକ୍ଷକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବାବେଳେ ନୂଆପଡା ଜିଲା…

ଯୁଦ୍ଧ ଭିତରେ ବଡ଼ ଗେମ୍‌ ଖେଳିଦେଲା ପାକିସ୍ତାନ: ଇରାନକୁ ପ୍ରଥମେ ଧମକ ଦେବା ପରେ ଏବେ କାନ୍ଦୁଛି

ଇସଲାମାବାଦ୍‌,୧୧।୩: ପାକିସ୍ତାନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଇରାନର ନୂତନ ନେତା ମୋଜତାବା ଖାମେନେଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶେହବାଜ ମୋଜତାବାଙ୍କୁ ଅଭିନନ୍ଦନ ଜଣାଇ ଏକ ଚିଠି ତେହରାନ ପଠାଇଛନ୍ତି ଏବଂ…

ଆମେରିକା-ଇରାନ ଯୁଦ୍ଧ: ପୁଟିନଙ୍କୁ ବଡ଼ ଲାଭ, ଭିତିରି ପ୍ଲାନରେ ଫସିଲେ ଟ୍ରମ୍ପ!

ମସ୍କୋ,୧୧।୩: ୟୁରୋପୀୟ ୟୁନିଅନ (EU) ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ରୁଷିଆ ଏକମାତ୍ର ବିଜେତା ହୋଇଛି। ସେ ମଙ୍ଗଳବାର ବ୍ରସେଲ୍ସରେ ୟୁରୋପୀୟ ୟୁନିଅନ ରାଷ୍ଟ୍ରଦୂତମାନଙ୍କୁ ସମ୍ୱୋଧିତ କରିବା ସମୟରେ ଏହା କହିଛନ୍ତି। 1.…

ଭିଜିଲାନ୍ସ ଜାଲରେ ତହସିଲ

କଣ୍ଟାପଡ଼ା,୧୧।୩: ଭିଜିଲାନ୍ସ ଜାଲରେ କଟକ ଜିଲା କଣ୍ଟାପଡ଼ା ତହସିଲ୍‌ଦାର। ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ…

ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍‌ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ, ବୋଲର, ଅଲରାଉଣ୍ଡର କିଏ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ଟି୨୦ ବିଶ୍ୱକପ 2026 ପରେ, ICC ନୂଆ ଟି୨୦ ଅନ୍ତର୍ଜାତୀୟ ରାଙ୍କିଂ ପ୍ରକାଶ କରିଛି। ନୂତନ ରାଙ୍କିଂରେ ତିନୋଟି ବର୍ଗରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି: ବ୍ୟାଟିଂ, ବୋଲିଂ ଏବଂ ଅଲରାଉଣ୍ଡର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ଖେଳାଳିମାନେ ବ୍ୟାଟିଂ ଏବଂ…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପଞ୍ଚାୟତର ପିଇଓ ରୋଶନ କୁମାର ରଥ ଦାରିଙ୍ଗବାଡ଼ି ଥାନାରେ କରିଛନ୍ତି। ପରିବାର ଲୋକଙ୍କୁ…

ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ (ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା) ତୈଳ ବିଶୋଧନାଗାର ନିର୍ମାଣ କରାଯିବ। ଏହା…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ ଡଜନରୁ ଅଧିକ ଇରାନୀ ଖଣି ବିଛାଉଥିବା ଜାହାଜକୁ ନଷ୍ଟ କରିଦେଇଛି। ସେପଟେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?