Home Left

ଯୁଦ୍ଧକୁ ନେଇ ନବୀନ ଦେଲେ ବଡ଼ ସୂଚନା: ଓଡ଼ିଶା ସରକାରଙ୍କୁ କଲେ ଏହି ଅନୁରୋଧ

ଭୁବନେଶ୍ୱର,୧୦।୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ଏହି ସମୟରେ ଏହି ସମୟରେ ଯୁଦ୍ଧକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ…

କୋଭିଡ଼ ଟୀକା ଯୋଗୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୩: ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗୁ ହେଉଥିବା ଗୁରୁତର ସ୍ବାସ୍ଥ୍ୟ କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ବିଦ୍ୟମାନ…

ଖରାଦିନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଗ୍ରୀଷ୍ମ ଋତୁରେ ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ସକରାତ୍ମକ ବଦଳରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଫ୍ରିଜ୍‌ରୁ ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ…

ମଞ୍ଚରେ ଭୋ ଭୋ ହୋଇ କାନ୍ଦି କ୍ଷମା ମାଗିଲେ ସୁନିଧି

ସୁନିଧି ଚୌହାନ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ଭାରତର ଶକିରା ଭାବରେ ଜଣାଯାଏ। ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରେ। ତାଙ୍କ କନ୍ସର୍ଟରେ ମଧ୍ୟ ପ୍ରଶଂସକଙ୍କ ଭିଡ଼ ଜମେ। ନିକଟରେ…

ଚିନ୍ତା ବଢାଇଲା ଯୁଦ୍ଧ: ଗ୍ୟାସ ପାଇଁ ଭୁବନେଶ୍ୱରରେ ହାହାକାର! ରାତିରୁ ଲମ୍ବା ଲାଇନ୍‌

ଭୁବନେଶ୍ୱର,୧୦।୩: ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ। LPG ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ଲାଗିଛି । ଗ୍ୟାସ ଖାତା ଜମା ରଖି ଗ୍ରାହକ ବସିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ୨୦-୨୫ ଦିନ…

ଇରାନ ଆକ୍ରମଣର ଉତ୍ସବ ପାଳିବା ପଡ଼ିଲା ମହଙ୍ଗା, ୫ ପାକିସ୍ତାନୀ ଜଣେ ବାଂଲାଦେଶୀ ଗିରଫ

ମାନାମା,୧୦।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ବାହାରିନ ସୁରକ୍ଷା ଏଜେନ୍ସିଗୁଡ଼ିକ ସୋସିଆଲ ମିଡିଆରେ ଇରାନ ସମର୍ଥକ ପୋଷ୍ଟ ଏବଂ ଭିଡିଓ ଶେୟାର କରିବା ପାଇଁ ଛଅ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ନାଗରିକ,…

ତୈଳ-ଗ୍ୟାସ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତୈଳ ଏବଂ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦେଶରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ (ESMA) ଲାଗୁ କରିଛନ୍ତି। ଆପଣଙ୍କୁ ଜଣାଇ…

ଟି୨୦ ବିଶ୍ୱକପ ବିଜୟ ପରେ ଏବେ ହାତକୁ ଦି’ ହାତ ହେବେ ଏହି କ୍ରିକେଟର୍‌: ବଣ୍ଟାହେଲାଣି କାର୍ଡ

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ଐତିହାସିକ ଟି୨୦ ବିଶ୍ୱକପ ବିଜୟର ସେଲିବ୍ରେଶନ୍‌ରେ ବ୍ୟସ୍ତ। ଏସବୁ ଭିତରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ ସ୍ପିନର…

ସବୁ ସୀମା ଟପିଲେ ଏହି ଅଭିନେତ୍ରୀ! ୨୧ ବର୍ଷ ସାନ ଯୁବକଙ୍କ କୋଳରେ ଦେଖି ୟୁଜର୍ସ କହିଲେ…

ମୁମ୍ବାଇ,୧୦।୩: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ କ୍ୟାରିଅର ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକଅପ ହେବା ପରଠାରୁ, ମଲାଇକା ଅନେକ ଥର ଜଣେ ରହସ୍ୟମୟ ପୁରୁଷଙ୍କ ସହ ନଜର ଆସିଛନ୍ତି,…

ଦୋଳଯାତ୍ରା ଦେଖି ଫେରିବା ବେଳେ ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ମୃତ

ବିଷମକଟକ,୧୦।୩(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ପାଖ ଢାବା ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା…

ଯୁଦ୍ଧ ମଧ୍ୟରେ ଘଣ୍ଟାଏ ଧରି ଫୋନରେ କଥା ହେଲେ ଟ୍ରମ୍ପ-ପୁଟିନ, ଯୁଦ୍ଧ ବନ୍ଦ ହେବାର ରାସ୍ତା ଦେଖାଇଲେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୦।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଟେଲିଫୋନରେ ଏକ ଲମ୍ବା ଆଲୋଚନା ହୋଇଛି। ରୁଷିଆର ଶାସକ ଦଳର…

ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍‌ରା: ଏହି ମାମଲାରେ…

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?