Home Left

ଏହି ଅଭିଜ୍ଞ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୧।୨: କିଛିଦିନରେ ଆରମ୍ଭ ହେବ ଆଇପିଏଲ୍‌୨୦୨୧ ପାଇଁ ନିଲାମୀ ପ୍ରକ୍ରିୟା। ଫେବୃୟାରୀ ୧୮ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସିଜନ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜନ କରାଯିବ। ଟିମ୍‌ରୁ ବାହାର ହୋଇଥିବା ଖେଳାଳିମାନେ ଏଥିରେ ଉପଲବ୍ସ ରହିବେ। ସେମାନଙ୍କ ମଧ୍ୟରୁ…

ଚର୍ଚ୍ଚାରେ ଶ୍ରଦ୍ଧାଙ୍କ ପୋଷାକ

ମୁମ୍ବାଇ: ନିଜର କ୍ୟୁଟନେସ୍ ପାଇଁ ଚର୍ଚ୍ଚାରେ ଥିବା ଶ୍ରଦ୍ଧା କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ପୋଷାକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ କଜିନ ପଦ୍ମିନି କୋହ୍ଲାପୁରେଙ୍କ ପୁଅ ପ୍ରିୟାଙ୍କ ଶର୍ମା ଓ…

ଏହି ଫୁଲକୁ ଭାରତରେ ପ୍ରତିଦିନ ପସନ୍ଦ କରୁଛନ୍ତି ୯୦ ଲକ୍ଷରୁ ଅଧିକ ଲୋକ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ଏମିତି ଏକ ଫୁଲ ଅଛି, ଯାହାକୁ ଲୋକେ ଆଜିକାଲି ବହୁତ ପସନ୍ଦ କରୁଛନ୍ତି। ବିଶେଷକରି ଭାରତରେ ଏହି ଫୁଲକୁ ପ୍ରତିଦିନ ପ୍ରାୟ ୯୦ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। ନ୍ୟୁୟର୍କ ଏଷ୍ଟରର ଓ୍ବିକିପିଡିଆ ଫଟୋ ଭାରତୀୟକୁ ବହୁତ ପସନ୍ଦ ଆସୁଛି। ଏହା…

୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ

ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍‌ଏସ୍‌ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ ଆରମ୍ଭ କରି ଉଇକେଟ ପଛରେ ଭୂମିକାକୁ ସେ ବେଶ ଭଲ ଭାବେ ତୁଲାଉଛନ୍ତି। ଖୁବ୍‌…

କବିତା ଶେୟାର କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ନାୟିକା ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ପୋଷ୍ଟ କରୁଥିବା ଫଟୋ, ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । କିଛିଦିନ ହେବ ଟୁଇଟରକୁ ଅଲବିଦା କହିଥିବା ସୋନାକ୍ଷୀ କିନ୍‌ୁ…

ପୀଡ଼ିତାଙ୍କୁ ବିବାହ ପାଇଁ ରାଜି ହେଲେ ବଳାତ୍କାର ଅଭିଯୁକ୍ତ: ଦଣ୍ଡମୁକ୍ତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୨: ପୀଡ଼ିତାଙ୍କୁ ବିବାହ କରିବା ପାଇଁ ରାଜି ହେବାପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କ୍‌ୁ ବୁଧବାର ସୁପ୍ରିମ୍‌କୋର୍ଟ ଦଣ୍ଡମୁକ୍ତ କରିଛନ୍ତି। ତେବେ ୬ ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରିଛନ୍ତି। ପ୍ରଧାନ ବିଚାରପତି ଶରଦ…

ଉତ୍ତରାଖଣ୍ଡ ହିମସ୍ଖଳନ: ବଢୁଛି ମୃତକଙ୍କ ସଂଖ୍ୟା, ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଖୋଜ

ଡେରାଡୁନ,୧୧ ।୨: ଉତ୍ତରାଖଣ୍ଡରେ ୫ ଦିନ ତଳେ ହୋଇଥିବା ହିମସ୍ଖଳନରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ ୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨୦୪ ଜଣ ନିଖୋଜ ଥିବା…

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା ସମୟରେ ବିଏସ୍‌ଏଫ୍‌ର ୧୮-ବି ବାଟାଲିଅନ ଯବାନ ଧରିଛନ୍ତି। ପାରାଟିର ଦୁଇ ଗୋଡ଼ରେ ଟ୍ୟାଗ୍‌ ଲଗାଯାଇଛି।…

କଳା ରଙ୍ଗର ଶାଢ଼ିରେ ଟିନାଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ଅମ୍ବାନୀ ପରିବାରର ଏହି ଦାୟଦ, ହେଲେ ନିଜର କରିବା…

ବମ୍ବେ: ବ୍ୟବସାୟୀ ପରିବାରର ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅନିଲ ଅମ୍ବାନୀ। ଏକ ବିବାହରେ ଅତିଥି ଭାବେ ଯୋଗ ଦେଇଥିଲେ ଟିନା। କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ ସେ। ପ୍ରଥମ ଦେଖାରେ ଟିନାଙ୍କୁ ପସନ୍ଦ କରିଥିଲେ ଅନିଲ। ଏହାପରେ ଆମେରିକାରେ…

ବିବାହିତ ସତ୍ତ୍ୱେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ କୁମାର ସାନୁ, ହେଲେ…

ବମ୍ବେ: ନବେ ଦଶକରେ ଯେଉଁ କେତେଜଣ ଗାୟକ ନିଜର ସୁମଧୁର କଣ୍ଠକୁ ନେଇ ଏବେ ବି ଶ୍ରୋତାଙ୍କ ମନରେ ଘର କରି ରହିଛନ୍ତି, ସେମାନଙ୍କ ମଧ୍ୟରୁ କୁମାର ସାନୁ ଅନ୍ୟତମ। ସେ ବିଗତ ଦିନରେ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ…

ପଶ୍ଚିମବଙ୍ଗରେ ଶାହାଙ୍କ ରଣ ହୁଙ୍କାର

କୋଲକାତା,୧୧ ।୨: ଆଗକୁ ଅଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏବେଠାରୁ ଭାରତୀୟ ଜନତାପାର୍ଟି(ଭାଜପା) ଜନମତ ନିଜ ଆଡକୁ କରିବାକୁ ସମସ୍ତ ଶକ୍ତି ଲାଗଇ ଦେଇଛି । ଗୁରୁବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୁଚବିହାରରେ ଭାରଜପାର ‘ପରିବର୍ତ୍ତନ ଯାତ୍ରା’ର ଚତୁର୍ଥ ଭାଗର…

ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଅଞ୍ଚଳର ଛୋଟୁଲାଲ ବେଶ୍ରା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?