ନିଶ୍ଚିନ୍ତକୋଇଲି ବ୍ଲକରେ ବନ୍ଦର ପ୍ରଭାବ କମ୍‌

ନିଶ୍ଚିନ୍ତକୋଇଲି,୧୫।୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କଂଗ୍ରେସର ବନ୍ଦ ପାଳନ ସେତେଟା ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ସପ୍ତାହିକ ହାଟ ଓ ବଜାର ସ୍ବଭାବିକ ଭାବେ ଖୋଲାଥିବା ବେଳେ ଦୁଇ ଚକିଆ ଯାନ ବାହାନ ଚଳାଚଳ ହୋଇଛି। ସରକାରଙ୍କ ନିଷ୍ପତି କ୍ରମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି। ବ୍ଲକ ଓ ତହସିଲର ମୂଖ୍ୟ ଫାଟକରେ ତାଲା ପଡିଥିବା ବେଳେ ଭିତରେ କର୍ମଚାରୀମାନେ ସବୁଦିନ ଭଳି କାମ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଆଇଟିଆଇରେ ସ୍ପଟ ଆଡ୍‌ମିଶନ ଆରମ୍ଭ

କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ...

ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ...

ଚୌଦ୍ୱାର କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ସ୍ଥିତି ପରଖିଲେ ବିଧାୟକ, ୧୦୮ ଆମ୍ବୁଲାନ୍ସ ସେବାର କଲେ ଉଦ୍‌ଘାଟନ

ଚୌଦ୍ୱାର,୧୬।୪(ଡି.ଏନ୍‌.ଏ):କରୋନା ଭତାଣୁର ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଘରଠାରୁ ଦୂରରେ ରଖିବା ତଥା ସାମାଜିକ ଦୂରତା ଅବଲମ୍ବନ ନିମନ୍ତେ ଚୌଦ୍ୱାର ସହରର ଚୌଦ୍ୱାର ପୌରପାଳିକା...

କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ...

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

କଟକ ଅଫିସ, ୨ା୧୧: କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଦାବିରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସହରର...

ଲକ୍‌ଡାଉନ୍‌ ଯୋଗୁ ଟଙ୍କା ଉଠାଣରେ ଉପୁଜୁଥିଲା ସମସ୍ୟା, ଚୈାଦ୍ୱାରରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଚୌଦ୍ୱାର,୧୧ା୪(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନଜରରେ ରଖି ସାରା ଦେଶ ତଥା ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସହାରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକେ ପ୍ରଭାବିତ...

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବାଙ୍କୀ,୧୦।୧(ବି.ପ୍ର): ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍କୀ ବ୍ଲକ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି...

Advertisement


Archives

Model This Week