Home Left

ଆଇପିଏଲ୍‌କୁ ଅଧିକ ରୋମାଞ୍ଚକର କଲା ସୁହାନାଙ୍କ ଏକ୍ସପ୍ରେଶନ: ଫଟୋ ଭାଇରାଲ

ମୁମ୍ବାଇ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନରେ ଚାଲୁରହିଛି। ଶୁକ୍ରବାର ଶାହାରୁଖ୍‌ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ସମୟରେ ଶାହାରୁଖ୍‌ ନିଜ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ।…

ଆଜିଠୁ ନବରାତ୍ରି ଆରମ୍ଭ: ଭୁଲରେ ମଧ୍ୟ କରନ୍ତୁ ନାହିଁ ଏପରି କାମ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହା ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ, ମା ଦୁର୍ଗାଙ୍କର ପୂଜା କଲେ କୃପା ମିଳିଥାଏ। ନବରାତ୍ରିରେ ଭକ୍ତମାନେ ନଅ ଦିନର ଉପବାସ କରିଥାନ୍ତି। ଏହି ନଅ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ…

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ ଅଣ୍ଟା ଭିଡିଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଏଆଇଏଡିଏମ୍‌କେ ପ୍ରତିଷ୍ଠା ଦିବସରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ

ଚେନ୍ନାଇ, ୧୭।୧୦: ତାମିଲନାଡୁରେ ଏଆଇଏଡିଏମ୍‌କେର ୪୯ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଦୂରତାର ପାଳନ କରାଯାଇ ନ ଥିବାବେଳେ କେତେକ ଦଳୀୟ ସଦସ୍ୟ ମାସ୍କ୍‌…

ବିବାହ କରିବେ ତାରା ସୁତରିୟା

ବଲିଉଡ୍‌ ଲଭ୍‌ବାର୍ଡ ତାରା ସୁତରିୟା ଏବଂ ଆଦର ଜୈନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏକ ରିପୋର୍ଟ ଅନୁସାରେ, ତାରା ଏବଂ ଆଦର ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ଯୋଡି ନିଜର ରିଲେସନଶିପ୍‌ ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇ…

ପତିତପାବନ ହେବେ ନାଗାର୍ଜୁନ ବେଶ

ପୁରୀ ଅଫିସ,୧୭।୧୦: ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ। ମାତ୍ର ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚତ୍ତ ହେବା ଏକପ୍ରକାର ନିଶ୍ଚିତ। କାରଣ ମହାମାରୀ କରୋନା ପାଇଁ ୭ମାସ ହେଲାଣି ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉ ନାହିଁ। ଆଗକୁ ଶୀତ…

ମିଶନ ଶକ୍ତିର ଶୁଭାରମ୍ଭ କଲେ ଯୋଗୀ: ୨୦ ପ୍ରତିଶତ ମହିଳାଙ୍କୁ ମିଳିବ ପୋଲିସ ଚାକିରି

ବଳରାମପୁର,୧୭ ।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ବଳରାମପୁରରେ ମିଶନ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଘୋଷଣା କରିଛନ୍ତି କି ଏବେ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ସୁଯୋଗ ମିଳିବ । ଏହି ଅଭିଯାନରେ…

ପାର୍ବଣରେ ଅବହେଳା କଲେ କୋପ ଦେଖାଇବ କରୋନା

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରେ ଏବେ କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ସେପ୍ଟେମ୍ବର ୨୫ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବେକାବୁ କରୋନା ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଥିବା ନଜରକୁ ଆସୁଛି। କିନ୍ତୁ ଆଗକୁ ପାର୍ବଣ ଆସୁଛି।…

ଦାଦାବଟି ମାଗିଲେ ତଡ଼ିପାର

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦାଦାବଟି ବା ବଳପୂର୍ବକ ଚାନ୍ଦା ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲଗାଯିବା ସହ ଆବଶ୍ୟକ ପଡିଲେ ତଡ଼ିପାର କରାଯିବ। ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ ଏପରି କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ…

କରୋନାକୁ ହରାଇବା ପରେ ଫିଟ୍‌ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କରୋନା ତାଙ୍କୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗଦେଇଛି। ନିଜକୁ ପୁଣିଥରେ ଫିଟ୍‌ ରଖିବା ପାଇଁ ତମନ୍ନା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜର ଷ୍ଟାମିନା ବଢ଼ାଇବା ପାଇଁ…

ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶିତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନର ନାମାଙ୍କନ ଦାଖଲ ସମୟ ଶୁକ୍ରବାର ଶେଷ ହୋଇଯାଇଛି। ସବୁ ଦଳ ପକ୍ଷରୁ ମଧ୍ୟ ପ୍ରଚାର କାର୍ଯ୍ୟ ଜୋର୍‌ଦାର କରାଯାଇଛି। ଏହାରି ମଧ୍ୟରେ ୩ ପ୍ରମୁଖ ଦଳ ବିଜେଡି,…

କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ କରୁଥିବା ଅଭିଯୋଗରେ ତୁରନ୍ତ ମାମଲା ଦାଏର କରିବାକୁ କୋର୍ଟ କହିଛନ୍ତି। ଟୁଇଟ୍‌ କରି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri