ଫିଙ୍ଗର ୪ ଖାଲି କଲା ଚାଇନା

ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ ଏହି ଅଞ୍ଚଳକୁ ଦଖଲ କରିବା ସହ ନିଜର ବୋଲି ଦାବି କରିଥିଲା। ନିକଟରେ ଭାରତ ଓ ଚାଇନା ମଧ୍ୟରେ ଅନୁଷ୍ଠିତ ବୈଠକରେ ଆଲୋଚନା ଓ ଚୁକ୍ତି ଅନୁସାରେ ବେଜିଂ ସେଠାରେ ନିର୍ମାଣ କରିଥିବା ଆଶ୍ରୟସ୍ଥଳ ଭାଙ୍ଗିବା ସହ ସମସ୍ତ ସାମଗ୍ରୀ ଉଠାଇଛି। ଚାଇନା ସୈନ୍ୟ ଫିଙ୍ଗର ୮କୁ ଫେରିଲେ ଭାରତ ଏହା ସେନାକୁ ଫିଙ୍ଗର ୨ ଓ ଫିଙ୍ଗର ୩ ମଧ୍ୟରେ ଥିବା ଧାନ ସିଂ ଥାପା ପୋଷ୍ଟକୁ ଫେରାଇ ନେବ ବୋଲି ସର୍ତ୍ତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ‘ଚ୍ୟାଲେଞ୍ଜ’ର ଶୁଟିଂ

ମସ୍କୋ, ୫ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ।...

ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍‌

କ୍ୱିଭ୍‌,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ...

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା।...

ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି...

ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…

ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...

ଭାରତର ଦାବିକୁ ପାକ୍‌ର ପ୍ରତ୍ୟାଖ୍ୟାନ

ଇସ୍‌ଲାମାବାଦ୍‌, ୫ା୮(ପି.ଟି.): ଭାରତୀୟ ସୀମାପଟେ ମରି ପଡ଼ିଥିବା ଯବାନଙ୍କୁ ନେବା ଲାଗି ଭାରତ କହିଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ପାକିସ୍ତାନ ପଟୁ କୌଣସି...

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ...

କ୍ୟାପିଟୋଲ ଆକ୍ରମଣ ଏକ ଲଜ୍ଜାଜନକ ଘଟଣା: ବାଇଡେନ…

ଓ୍ବାଶିଂଟନ,୯।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ନିନ୍ଦା କରିଛନ୍ତି। ବାସ୍ତବରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ...

Advertisement
Archives

Model This Week