କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ

ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍‌। ମାତ୍ର ତାଙ୍କୁ ନେଇ ଭଗବାନଙ୍କ୍‌ କ’ଣ ଇଚ୍ଛା ତାହା କେହି ଜାଣନ୍ତି ନାହିଁ।

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟର ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ କିଛି ପ୍ରତିକାର ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜଣେ ବ୍ୟକ୍ତି କିପରି ଭଗବାନଙ୍କୁ ଉପାସନା କରିବା ଠିକ୍‌। ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ କହିଛନ୍ତି, ନିଜ ହାତରେ ଗୁନ୍ଥା ହୋଇଥିବା ଫୁଲମାଳ, ନିଜ ହାତରେ ପ୍ରସ୍ତୁତ ଚନ୍ଦନ, ନିଜ ହାତରେ ଲେଖାଥିବା ଭଗବାନଙ୍କ ସ୍ତୁତି ପଢ଼ି ଜଣେ ବ୍ୟକ୍ତି ମଧ୍ୟ ଇନ୍ଦ୍ରଙ୍କ ଧନକୁ ବସ କରିପାରିବ। ଏମିତି କରିବା ଦ୍ୱାରା ଧନ ଲାଭ ହେବା ସହ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ମିଠା ଖାଉଥିଲେ…

ମିଠା ଏପରି ଏକ ଜିନିଷ, ଯାହାକୁ ଦେଖିବା ମାତ୍ରେ ଅଧିକାଂଶ ବ୍ୟକ୍ତିଙ୍କର ପାଟିରୁ ଲାଳ ଗଡ଼ିଥାଏ। ଏପରି ଖାଦ୍ୟ ବେଶ୍‌ ସ୍ବାଦିଷ୍ଟ ଏକଥା ସତ, ହେଲେ...

ସମସ୍ତ ଦୁଃଖର କାରଣ ହେଉଛି ପ୍ରେମ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

ଏବେ ଦୃଷ୍ଟିହୀନ ବି ଦେଖିପାରିବେ ଦୁନିଆ….

ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ଏକ ଗବେଷଣା ରିପୋର୍ଟରେ ଏହା...

ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ।...

ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ...

ମହିଳାଙ୍କ ଲାଗି ଆପ୍‌

ବର୍ତ୍ତମାନ ଛୋଟରୁ ବଡ଼, ପୁରୁଷଠୁ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ ଫୋନ୍‌ । ଆଉ ସମସ୍ତଙ୍କ ଆବଶ୍ୟକତା ତଥା ରୁଚିକୁ ଦେଖି...

ଏପରି ଲୋକଙ୍କ ପାଖ ମାଡ଼ନ୍ତିନି ଧନଦେବୀ ମା’ ଲଷ୍ମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ଅନେକକଥା ବିଷୟରେ ଉଲ୍ଲେଖ କରିଛନ୍ତି। ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କ ଜୀବନକୁ...

Advertisement
Archives

Model This Week